"ନୃସିଂହନାଥ ମନ୍ଦିର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ରେ +ରେ )
No edit summary
୩୫ କ ଧାଡ଼ି:
 
'''ନୃସିଂହନାଥ ମନ୍ଦିର''' [[ବରଗଡ଼ ଜିଲ୍ଲା]]ର [[ଗନ୍ଧମାର୍ଦ୍ଦନ ପର୍ବତ]] ପାଦଦେଶରେ ଅବସ୍ଥିତ ଏକ ପ୍ରସିଦ୍ଧ ପୌରାଣିକ ମନ୍ଦିର। ଏହା ତୟୋଦଶ ଶତାବ୍ଦୀରେ ନିର୍ମିତ ବୈଷ୍ଣବ ମନ୍ଦିର ଯେଉଁଠାରେ ଭଗବାନ ନୃସିଂହ ବିରାଡ଼ି ବା ମାର୍ଜାର ରୂପେ ପୁଜା ପାଉଛନ୍ତି।
[[File:Gate of Nrusinghanath Temple1.JPG|thumb|ନୃସିଂହନାଥ ମନ୍ଦିରର ପ୍ରବେଶ ଦ୍ଵାର]]
 
ପାଟଣାଗଡ଼ର ରାଜା ବୈଜଳ ସଂହ ଦେବ ୧୩୧୩ ଶତାବ୍ଦୀରେ ନିର୍ମାଣ କରାଇଥିଲେ। ଏହା ମାତ୍ର ୪୫ ଫୁଟ୍‌ ଉଚ୍ଚ, ଯାହାର ଦୁଇଟି ଭାଗ ରହିଛି। ପ୍ରଥମଟିେର ନୃସିଂହନାଥ ଦେବତାଙ୍କ ବିଗ୍ରହ ଥିବାବେଳେ ଅନ୍ୟଟି ଜଗମୋହନଙ୍କର।
==ପୌରାଣିକ==
ଛଅ ଶହ ବଷ' ପୂବେ' ଜମୁନା କାନ୍ଦୁଣି ପୁସ୍ତକ ନୃସିଂହ ଚରିତ୍ରରେ କବିତାଟିଏ ରଚନା କରିଥିଲେ ଯେଉଁଥିରେ ସେ ମୂଷିକ ଦୈତ୍ୟର ଉପଦ୍ରବରୁ ରକ୍ଷା କରିବା ପାଇଁ ମାର୍ଜାର-କେଶରୀଙ୍କୁ ଅନୁରୋଧ କରିଥିଲେ। କିମ୍ବଦନ୍ତୀ ଅନୁଯାୟୀ ଏହି ଅଞ୍ଚଳେର ଏକଦା ଗୋଟିଏ ଶକ୍ତିଶାଳୀ ଅସୁର ଉପଦ୍ରବ କରୁଥିଲା। ସ୍ବୟଂ ବିଷ୍ଣୁ ତାକୁ ମାରିବାକୁ ବାହାରିବାରୁ ସେ ମୂଷା ରୂପ ଧରି ଗୋଟିଏ ଗାତ ଭିତରେ ପଶିଯାଇଥିଲା। ବିଷ୍ଣୁ ସଙ୍ଗେ ସଙ୍ଗେ ବିଡ଼ାଳ ରୂପ ଧାରଣ କରି ତାକୁ ଖାଇବା ପାଇଁ ସେଠାରେ ବସି ରହିଲେ। ମୂଷିକ ଦୈତ୍ୟ କିନ୍ତୁ ସେ ଗାତରୁ ବାହାରିଲା ନାହିଁ। କୁହାଯାଏ ଯେ ସେହି ଦିନ ଠାରୁ ମୂଷିକ ଦୈତ୍ୟର ଆତଙ୍କରୁ ଲୋକମାନଙ୍କୁ ରକ୍ଷା କରିବା ସହ ମୂଷକ ଦୈତ୍ୟକୁ ସେଠାରେ ଜଗି ରହିଛନ୍ତି।
 
==ପର୍ବପର୍ବାଣୀ==
==ଆଧାର==