"ମହାନଦୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୧୦୭ କ ଧାଡ଼ି:
[[ଛତିଶଗଡ଼]] ସରକାର ମହାନଦୀର ଉପର ମୁଣ୍ଡରେ [[କଲମା ବ୍ୟାରେଜ]] ବସାଇ ଜଳ ରୋକିବା ଯୋଗୁଁ ଓଡ଼ିଶା ସରକାର ଓ ଛତିଶଗଡ଼ ସରକାରଙ୍କ ମଧ୍ୟରେ ଜଳ ବିବାଦ ଦେଖାଯାଇଥିଲା । ଏଥିସହ କେନ୍ଦ୍ର ନିକଟରେ ଓଡ଼ିଶା ସରକାର ଜଳ ବିବାଦ ସମାଧାନ ପାଇଁ ଗୁହାରି କରିଥିଲେ ।
===ଟ୍ରିବ୍ୟୁନାଲ ଗଠନ===
ଅନ୍ତଃମହାନଦୀ ରାଜ୍ୟଉପର ନଦୀମୁଣ୍ଡରେ ଜଳଛତିଶଗଡ଼ର ବିବାଦବେଆଇନ ବ୍ୟାରେଜ ନିର୍ମାଣକୁ ବିରୋଧ କରି ଓଡ଼ିଶା ପକ୍ଷରୁ ଆନ୍ତଃରାଜ୍ୟ ଜଳବିବାଦ ଆଇନ-୧୯୫୬ର ଧାରା ୩ ଅନୁଯାୟୀଅନୁସାରେ ଓଡ଼ିଶାକେନ୍ଦ୍ର ସରକାରଜଳସମ୍ପଦ କେନ୍ଦ୍ରମନ୍ତ୍ରାଳୟ ନିକଟରେ ଆବେଦନପିଟିସନ ଦାଖଲ କରିଥିଲେ । ଓଡ଼ିଶାର ଏହି ଆବେଦନ ପରେ କେନ୍ଦ୍ର ଟ୍ରିବ୍ୟୁନାଲ ପରିବର୍ତ୍ତେ ଏକ ବୁଝାମଣା କମିଟି ଗଠନ କରିଥିଲେ । ଯେଉଁ କମିଟି ଦୁଇଗୋଟି ବୈଠକ ଡକାଇଥିଲେ । ମାତ୍ର ଏଥିରେ ଓଡ଼ିଶା ସରକାର ଯୋଗ ଦେଇନଥିବାରୁ କୌଣସି ସୁଫଳ ମିଳିପାରିନଥିଲା । ଫଳରେ ଟ୍ରିବ୍ୟୁନାଲ ଗଠନ ଜିଦରେ ଅଟଳ ଓଡ଼ିଶା ୨୦୧୭ରେ [[ସର୍ବୋଚ୍ଚ ନ୍ୟାୟାଳୟ]]ରେ ଏକ ମାମଲା ଦାଏର କରିଥିଲେ । ଏହାରଓଡ଼ିଶା ଶୁଣାଣିପକ୍ଷରୁ କରିମହାନଦୀ ସୁପ୍ରିମକୋର୍ଟଜଳ ନ୍ୟାୟାଧୀଶବିବାଦ ୨୦୧୮ପ୍ରସଙ୍ଗରେ ଜାନୁଆରୀସୁପ୍ରିମକୋର୍ଟରେ ୨୩ରେଅରିଜିନାଲ କେନ୍ଦ୍ରକୁସୁଟ୍‌ ଟ୍ରିବ୍ୟୁନାଲଦାଖଲ ଗଠନକରାଯାଇଥିଲା।<ref>ମହାନଦୀ ପାଇଁଜଳ ନିର୍ଦ୍ଦେଶବିବାଦ ଦେଇଥିଲେପ୍ରସଙ୍ଗ: ଟ୍ରିବ୍ୟୁନାଲ କୋର୍ଟଙ୍କଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶକ୍ରମେଟିଓଆର୍‌ କେନ୍ଦ୍ରହସ୍ତାନ୍ତର ନ୍ୟାୟାଧୀଶhttp://sambad.in/india-and-beyond/mahanandi-water-issue-123283/</ref> [[ଖାନଵିଲକର]]ଙ୍କ୨୦୧୮ ଅଧ୍ୟକ୍ଷତାରେଜାନୁଆରୀ ଟ୍ରିବ୍ୟୁନାଲ୨୩ରେ ଗଠନସୁପ୍ରିମକୋର୍ଟ କରିଥିଲେବିଚାରପତି ଏସ୍‌ଏ ଏଥିରେବବଦେ ସଦସ୍ୟ ଭାଵେଏଲ୍‌ [[ପାଟଣାନାଗେଶ୍ୱରଙ୍କୁ ଉଚ୍ଚନ୍ୟାୟାଳୟ]]ରନେଇ ଵିଚାରପତିଗଠିତ ଡକ୍ଟରଖଣ୍ଡପୀଠ ନ୍ୟାୟାଧୀଶମାମଲାର [[ରଵିଶୁଣାଣି ରଞ୍ଜନ]]କରି ଏବଂଏକ [[ଦିଲ୍ଲୀମାସ ଉଚ୍ଚନ୍ୟାୟାଳୟ]]ମଧ୍ୟରେ ଵିଚାରପତିଟ୍ରିବ୍ୟୁନାଲ ନ୍ୟାୟାଧୀଶଗଠନ [[ଇନ୍ଦ୍ରମିତପାଇଁ କୌର]] ଅଛନ୍ତିକେନ୍ଦ୍ରକୁ ନିର୍ଦ୍ଦେଶ ଦେଇଥିଲେ ।<ref>ଟ୍ରିବ୍ୟୁନାଲ ଅଧ୍ୟକ୍ଷଙ୍କୁମହାନଦୀ ଅଵଗତଜଳ କରାଇଲାବିବାଦ କେନ୍ଦ୍ରମାମଲା: -ଏକ ଧରିତ୍ରୀମାସ ୧୮ମଧ୍ୟରେ ଏପ୍ରିଲଟ୍ରିବ୍ୟୁନାଲ ୨୦୧୮ଗଠନ ଭୁବନେଶ୍ୱରପାଇଁ ସଂସ୍କରଣସୁପ୍ରିମକୋର୍ଟଙ୍କ ପୃଷ୍ଠାନିର୍ଦ୍ଦେଶ http://www.dharitri.com/main/news/19163</ref>
କୋର୍ଟଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ର ନ୍ୟାୟାଧୀଶ [[ଖାନଵିଲକର]]ଙ୍କ ଅଧ୍ୟକ୍ଷତାରେ ଟ୍ରିବ୍ୟୁନାଲ ଗଠନ କରିଥିଲେ । ଏଥିରେ ସଦସ୍ୟ ଭାଵେ [[ପାଟଣା ଉଚ୍ଚନ୍ୟାୟାଳୟ]]ର ଵିଚାରପତି ଡକ୍ଟର ନ୍ୟାୟାଧୀଶ [[ରଵି ରଞ୍ଜନ]] ଏବଂ [[ଦିଲ୍ଲୀ ଉଚ୍ଚନ୍ୟାୟାଳୟ]] ଵିଚାରପତି ନ୍ୟାୟାଧୀଶ [[ଇନ୍ଦ୍ରମିତ କୌର]] ଅଛନ୍ତି । <ref>ଟ୍ରିବ୍ୟୁନାଲ ଅଧ୍ୟକ୍ଷଙ୍କୁ ଅଵଗତ କରାଇଲା କେନ୍ଦ୍ର - ଧରିତ୍ରୀ ୧୮ ଏପ୍ରିଲ ୨୦୧୮ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୫</ref> ସମ୍ପୂର୍ଣ୍ଣ ମହାନଦୀ ଶଯ୍ୟାରେ ଥିବା ଜଳର ପରିମାଣ, ପ୍ରତ୍ୟେକ ରାଜ୍ୟର ଯୋଗଦାନ, ପ୍ରତ୍ୟେକ ରାଜ୍ୟରେ ବର୍ତ୍ତମାନ ଜଳ ସମ୍ପଦର ଉପଯୋଗ ଏବଂ ଭବିଷ୍ୟତର ବିକାଶ ଲାଗି ରହିଥିବା ସମ୍ଭାବନା ଆଧାରରେ ଟ୍ରିବ୍ୟୁନାଲ ଏଥିପ୍ରତି ବିଚାର କରିବେ । ଆଇଏସଆରଡବ୍ଲ୍ୟୁଡି ଆଇନରେ ରହିଥିବା ବ୍ୟବସ୍ଥା ଅନୁଯାୟୀ ଟ୍ରିବ୍ୟୁନାଲଙ୍କ କାର୍ଯ୍ୟକାଳ ୩ ବର୍ଷ ରହିବ ଏବଂ ଆବଶ୍ୟକତା ସ୍ଥଳେ ଏହାକୁ ଆହୁରି ୨ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରିବ ।<ref>http://www.pmindia.gov.in/ory/news_updates/ମହାନଦୀ-ଜଳ-ବିବାଦ-ଟ୍ରିବ୍ୟୁ/</ref> ଟ୍ରାଇବୁନାଲର ମୁଖ୍ୟାଳୟ ନୂଆଦିଲ୍ଲୀଠାରେ ରହିବ ବୋଲି ସ୍ଥିର କରାଯାଇଛି।<ref>ଗଠନ ହେଲା ମହାନଦୀ ଜଳ ବିବାଦ ଟ୍ରାଇବୁନାଲ http://www.samajalive.in/a-42/2662.html</ref>
 
== ଆଧାର ==
"https://or.wikipedia.org/wiki/ମହାନଦୀ"ରୁ ଅଣାଯାଇଅଛି