"ଋତୁସ୍ରାବ ଯନିତ ଅନ୍ଧବିଶ୍ୱାସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ସଜାଣି
୧ କ ଧାଡ଼ି:
ମହିଳାମାନଙ୍କ ମାସିକ ଋତୁଶ୍ରାବକୁପୁଷ୍ପବତୀ ହେବାକୁ ନେଇ ସମାଜରେ କିଛି ଅନ୍ଧବିଶ୍ୱସଅନ୍ଧବିଶ୍ୱାସ ରହିଛି । କେତେକ କ୍ଷେତ୍ରରେ ଏହି ସମୟକୁ ଅସୁଦ୍ଧଅଶୁଦ୍ଧ ବୋଲି ମଧ୍ୟ କୁହାଯାଏ । ଏହାକୁ ଲଜ୍ଜ୍ୟା ଜନକ ସମୟ ବୋଲି କୁହାଯାଏ । ମିଡ଼ିଆ ଏବଂ ବିଜ୍ଞାପନ ମାଧ୍ୟମରେ ଏହା ସହ ନିଜ ପରିବାର ସଦସ୍ୟଙ୍କୁ ସଚେତନ କରାଯାଉଛି । କିଛି ପରମ୍ପରା ଏବଂ ମାନସୀକତାମାନସିକତା ମଧ୍ୟ ଲୋକଙ୍କ ମଧ୍ୟ ଏବେ ବି ଅନେକ ଭୁଲ ଧାରଣା ରହିଛି ।
 
==ଧାର୍ମିକ ବିଶ୍ବାଶବିଶ୍ୱାସ==
ବିଭିନ୍ନ ପରମ୍ପରା ଅନୁସାରେ ଏହାକୁ ନେଇ ଭିନ୍ନଭିନ୍ନ ମତ ପ୍ରକାଶ ପାଇଛି । ୧୯୮୦ ମସିହାରେ ୟୁନାଇଟେଡ଼ ଷ୍ଟେଟରେ କିଛି ଅଲଗା ଧାରଣା ମଧ୍ୟ ରହିଥିଲା । ଯେମିତିକି ଋତୁଶ୍ରାବ ସମୟରେ କୌଣସି ପୁଅ ସହିତ ଝିଅଟିଏ କଥା ହୋଇନପାରିବା । ୧ରୁ ୩ ପ୍ରତିଶତ ଝିଅ ତାଙ୍କ ସଠିକ ଭାବେ ବାପାଙ୍କ ସହ ଆଲୋଚନା କରିବା ଉଚିତ ମନେ କରନ୍ତି ନାହିଁ ।
 
==ହିନ୍ଦୁ ପରମ୍ପରା ବିଶ୍ୱାସ==
ହିନ୍ଦୁ ପରମ୍ପରା ଅନୁସାରେ ମଧ୍ୟ ଭିନ୍ନ ଭିନ୍ନ ବିଶ୍ୱସବିଶ୍ୱାସ ରହିଛି । ଯେମିତିକି ମହିଳା ମାନଙ୍କୁ ରୋଷେଇ ଘରକୁ ଯିବା ପାଇଁ ବାରଣ କରାଯାଇଥାଏ । ଏହାସହ ମନ୍ଦିର ଯିବାକୁ ମଧ୍ୟ ବାରଣ କରାଯାଇଥାଏ । ଏପରିକି ମହିଳାଙ୍କୁ ପୁରୁଷ ମାନଙ୍କୁ ଛୁଇଁବାକୁ ମଧ୍ୟ ମନାକରାଯାଇଥାଏ ।
 
==ଆଧାର==