"ହନୁମାନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଇନଫୋବାକ୍ସ ଚିତ୍ର - ଚୋଳ ମୂର୍ତ୍ତିରୁ ଓଡ଼ିଶାର ସଂସ୍କୃତି ସଙ୍ଗେ ଜଡ଼ିତ ଚିତ୍ରକୁ ବଦଳାଇଲି
ମୋତେ ଏଇଟା ଠିକ ଲାଗୁଚି, ଆଉ ଭଲ ପାଇଲେ ବଦଳି ପାରିବେ ।
ଟ୍ୟାଗ: 2017 source edit
୧ କ ଧାଡ଼ି:
{{ଛୋଟ|Hanuman}}
{{Hdeity infobox| <!--Wikipedia:WikiProject Hindu mythology-->
| Name = ହନୁମାନ
| Image = Hanuman,Lord Ravanahanuman Chhaya,singing Orissa,bhajans India - Museu do Oriente - Lisbon, Portugal - DSC06722AS.JPGjpg
| Caption = ହନୁମାନଙ୍କ ଛବି (ପାହାଡ଼ି ଶୈଳୀ)
| Caption = ଓଡ଼ିଶାର ଛାୟାନାଟକ [[ରାବଣଛାୟା]]ରେ ପ୍ରଦର୍ଶିତ ହନୁମାନଙ୍କ କଣ୍ଡେଇ
| Sanskrit_Transliteration = हनुमान्
| Affiliation = ରାମଙ୍କ ଭକ୍ତ, ଶିବଙ୍କ ଅବତାର, ବାନର
୧୮ କ ଧାଡ଼ି:
 
ହନୁମାନ ବାନର କୁଳରେ ଜନ୍ମଗ୍ରହଣ କରିଥିଲେ । ମାତା ଅଞ୍ଜନା ଏକ ଅପ୍‌ସରୀ, ଅଭିଶାପ ପାଇ ପୃଥିବୀପୃଷ୍ଠରେ ଜନ୍ମ ଗ୍ରହଣ କରିଥିଲେ । ସେ ହନୁମାନଙ୍କୁ ଜନ୍ମଦେବା ପରେ ଦେହତ୍ୟାଗ କରି ଅଭିଶାପରୁ ମୁକ୍ତ ହୋଇଥିଲେ । ବାଲ୍ମୀକି ରାମାୟଣ ମତେ କେଶରୀ ହେଉଛନ୍ତି ଦେବଗୁରୁ ବୃହଷ୍ପତିଙ୍କ ପୁତ୍ର ଆଉ ଶ୍ରୀରାମ ଓ ରାବଣଙ୍କ ଯୁଦ୍ଧରେ ଶ୍ରୀରାମ ପକ୍ଷରେ ଯୁଦ୍ଧ କରିଥିଲେ । ଅଞ୍ଜନା ଓ କେଶରୀଙ୍କର ବହୁଦିନ ପର୍ଯ୍ୟନ୍ତ ସନ୍ତାନସନ୍ତତି ନହେବାରୁ ଦୁହେଁ ସନ୍ତାନ ପ୍ରାପ୍ତି ଉଦ୍ଦେଶ୍ୟରେ ଭଗବାନ୍‌ ଶିବଙ୍କୁ କଠୋର ତପସ୍ୟା କଲେ । ସେମାନଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ମହାଦେବ ବର ପ୍ରଦାନ କଲେ ଯେ, ତୁମ ପୁତ୍ର ମୋ ଅଂଶରେ ଜନ୍ମ ଗ୍ରହଣ କରିବ । ତେଣୁ ହନୁମାନଙ୍କୁ ଶିବଙ୍କର ଅନ୍ୟ ଏକ ଅବତାର ରୂପେ ଗ୍ରହଣ କରାଯାଏ।ହନୁମାନଙ୍କର ଜନ୍ମରେ ପବନଦେବଙ୍କ ଅନେକ ଭୂମିକା ଥିବାରୁ ହନୁମାନଙ୍କୁ ଅନେକ ସମୟରେ ବାୟୁଦେବତାଙ୍କ ପୁତ୍ର ବୋଲି କହାଯାଏ । ଏକନାଥଙ୍କ ଭାବାର୍ଥ ରାମାୟଣର ଏକ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଯେ, ଯେତେ ବେଳେ ଅଞ୍ଜନା ଭଗବାନ ଶିବଙ୍କୁ ପୂଜା କରୁଥିଲେ, ଅଯୋଧ୍ୟାର ସେତେବେଳେ ରାଜା ଦଶରଥ ମଧ୍ୟ ସନ୍ତାନ ପ୍ରାପ୍ତି ପାଇଁ ପୁତ୍ରକାମ ଯଜ୍ଞ କରୁଥିଲେ । ଯଜ୍ଞ ସମ୍ପାଦନ ପରେ ପୁରୋହିତ ଚରୁଅନ୍ନ ରାଜାଙ୍କୁ ପ୍ରଦାନ କରି ତିନିରାଣୀଙ୍କୁ ସେବନ କରିବାକୁ କହିଲେ, ଫଳ ସ୍ଵରୂପ ରାମ, ଲକ୍ଷ୍ମଣ, ଭରତ ଓ ଶତ୍ରୁଘ୍ନ ଜନ୍ମ ହେଲେ । ଦୈବ ଇଙ୍ଗିତରେ ଏକ କାଉ ଚରୁଅନ୍ନରୁ କିଛି ଝାମ୍ପିନେଇଗଲା, ଉଡୁଥିବା ସମୟରେ ଅଞ୍ଜନା ଯେଉଁ ଜଙ୍ଗଲରେ ଶିବଙ୍କୁ ପ୍ରାର୍ଥନାରେ ନିମଗ୍ନଥିଲେ ସେଠାରେ ପକାଇ ଦେଲା । ପବନ ଦେବତା ସେହି ଚରୁଅନ୍ନକୁ ଅଞ୍ଜନାଙ୍କ ଆଞ୍ଜୁଳିରେ ପକାଇ ଦେଲେ, ତାକୁ ଅଞ୍ଜନା ଖାଇଦେଲେ । ଫଳରେ ହନୁମାନ ତାଙ୍କଠାରୁ ଜନ୍ମହେଲେ ।
|[[File:Hanuman, CaptionRavana Chhaya, Orissa, India - Museu do Oriente - Lisbon, Portugal - = DSC06722.JPG|thumb|ଓଡ଼ିଶାର ଛାୟାନାଟକ [[ରାବଣଛାୟା]]ରେ ପ୍ରଦର୍ଶିତ ହନୁମାନଙ୍କ କଣ୍ଡେଇ|250px|right]]
 
'''ସପ୍ତମୁଖୀ ହନୁମାନ''': ପୌରାଣୀକ ମତେ ଇନ୍ଦ୍ରଜିତ ବଧ ନିମିତ୍ତ ସପ୍ତମୁଖ ରୂପ ଧାରଣ କରିଥିଲେ । ହନୁମାନ ନିଜର ବାନର, ନରସିଂହ, ଗରୁଡ଼, ଶୂକର, ଅଶ୍ଵ (ଉଚ୍ଚୈଶ୍ରବା), ଗାଭୀ (କାମଧେନୁ) ଓ ମନୁଷ୍ୟ ମସ୍ତକ- ଏଇ ସପ୍ତ ମସ୍ତକ ଧାରଣ କରି ଇନ୍ଦ୍ରଜିତର ସପ୍ତସ୍ଵର ଆତ୍ମିକ ଯଜ୍ଞ ପଣ୍ଡ କରି ଦେବାରୁ ମହାକାଳୀ ରୁଷ୍ଟ ହୋଇ ପୂଜାସ୍ଥଳୀ ତ୍ୟାଗ କରିବାରୁ ଇନ୍ଦ୍ରଜୀତର ବଧ ସମ୍ଭବ ହୋଇଥିଲା ।
"https://or.wikipedia.org/wiki/ହନୁମାନ"ରୁ ଅଣାଯାଇଅଛି