"ଗୋଳବାଇ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
No edit summary
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୨୦ କ ଧାଡ଼ି:
'''ଗୋଳବାଇ ଶାସନ''' ବା '''ଗୋଳବାଇ''' [[ଖୋର୍ଦ୍ଧା ଜିଲ୍ଲା]] (ଅବିଭକ୍ତ ପୁରୀ ଜିଲ୍ଲା)ର ଏକ ଗ୍ରାମ । ଗୋଳବାଇର ଭୌଗୋଳିକ ଅବସ୍ଥିତି ହେଲା ୨୦°୨୫'୧୪" ଉତ୍ତର ଅକ୍ଷାଂଶ; ୮୫°୪୯'୦୩" ପୂର୍ବ ଦ୍ରାଘିମା । ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରୁ ଦକ୍ଷିଣ-ପୂର୍ବ ଦିଗକୁ ପ୍ରାୟ ୬୦ କି.ମି. ଦୂରରେ ଅବସ୍ଥିତ । ସଡ଼କ ପଥ ଓ ରେଳପଥଦ୍ଵାରା ଗୋଳବାଇରେ ପହଞ୍ଚିହେବ । [[ବିଜୁ ପଟ୍ଟନାୟକ ବିମାନ ବନ୍ଦର|ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର]] ଗୋଳବାଇର ସବୁଠାରୁ ନିକଟତମ ବିମାନବନ୍ଦର । ଗୋଳବାଇର ପିନ୍ କୋଡ୍ ହେଉଛି ୭୫୨୦୨୦ ।
 
ଦ୍ଵାଦଶ ଶତାବ୍ଦୀର ଦ୍ଵିତୀୟାର୍ଦ୍ଧ ପର୍ଯ୍ୟନ୍ତ ଗୋଳବାଇ ଲୋକମୁଖରେ ସେତେଟା ପରିଚିତ ନଥିଲା । କିନ୍ତୁ ୧୯୯୦ ଦଶନ୍ଧିରେ ଏଠାରେ ଆବିଷ୍କୃତ ପ୍ରତ୍ନତାତ୍ତ୍ଵିକ ଓ ମଧ୍ୟଯୁଗୀୟ ମନ୍ଦିରର ଅବଶେଷ ଯୋଗୁଁ ଏହି ଗ୍ରାମ ଖ୍ୟାତି ଲାଭ କରିଛି ।<ref name=ASI/> ବର୍ତ୍ତମାନ ସମୟର ଗୋଳବାଇ ଗ୍ରାମର ଦକ୍ଷିଣ-ପୂର୍ବ ଦିଗରେ ପ୍ରାଚୀନ କାଳରେ ଏକ ସଭ୍ୟତା ବା ଜନବସତି ଗଢ଼ି ଉଠିଥିଲା ବୋଲି ଐତିହାସିକମାନେ ମତ ରଖିଛନ୍ତି ।ପାଇକ ବିଦ୍ରୋହରେ ଇଂରେଜମାନଙ୍କ ଉପରେ ଗୋଳା ଫୋପାଡି ବାଇ ହୋଇଥିବାରୁ ଗୋଳବାଇ ନାମ କରଣ କରାଯାଇଛି । ଏହି ଗ୍ରାମର ଯୁବ ଐତିହାସିକଗବେଷକ ସୌମ୍ୟରଂଜନ ବଳିୟାରସିଂହ ମତ ଦେଇଛନ୍ତି ।
 
==ପ୍ରତ୍ନତାତ୍ତ୍ଵିକ ମହତ୍ତ୍ଵ==
"https://or.wikipedia.org/wiki/ଗୋଳବାଇ"ରୁ ଅଣାଯାଇଅଛି