"ବିଜୟ ମଲ୍ଲ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଇଣ୍ଟରଭିଉ>ସାକ୍ଷାତକାର
ଆଧାର+
୨୧ କ ଧାଡ଼ି:
}}
 
'''ବିଜୟ ମଲ୍ଲ''' (ଜନ୍ମ: ୮ ଫେବୃଆରୀ ୧୯୬୨) ଜଣେ ଜଣାଶୁଣା ଓଡ଼ିଆ ଗୀତିକାର<ref name="sambad">{{cite news|title=ଓଡ଼ିଆ ଉଇକି ପାଠାଗାରର ଜନ୍ମ ଦିବସ|url=http://sambad.in/metro/birthday-of-odia-wiki-pathagar-39467/|accessdate=9 April 2018|newspaper=ସମ୍ବାଦ|date=୪ ଡିସେମ୍ବର ୨୦୧୭}}</ref>, ଲେଖକ ଓ ଅଭିନେତା । ସେ ଦୂରଦର୍ଶନ ଭୁବନେଶ୍ୱରର ଏକାଧିକ କାର୍ଯ୍ୟକ୍ରମରେ (''ରାଗ ଅନୁରାଗ'', ''ଛାନ୍ଦଧାରା, ଆଦି'') ପ୍ରସିଦ୍ଧ ସଙ୍ଗୀତ ଶିଳ୍ପୀମାନଙ୍କ ସଙ୍ଗେ ସାକ୍ଷାତକାର କରନ୍ତି ।
 
ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ୨୦୧୨ରେ ''ନଈ ସେପାରି କନକ ଗୋରୀ'' ଚଳଚ୍ଚିତ୍ରରେ 'ଜହ୍ନକୁ ପଚାର ଏଇ ତାରାକୁ ପଚାର' ଗୀତ ନିମନ୍ତେ ବିଜୟ ମଲ୍ଲଙ୍କୁ ଶ୍ରେଷ୍ଠ ଓଡ଼ିଆ ଗୀତିକାର ଭାବେ ସମ୍ମାନିତ କରିଥିଲା । ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଅରବିନ୍ଦ ପାଢ଼ୀ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।<ref>[https://www.youtube.com/watch?v=xCIBuUillLM Bijay Malla Best Lyricist Odisha State Film Awards 2012], Uploaded by [https://odishalive.tv/ OdishaLive], YouTube.</ref>