"ଲେଡି ଗାଗା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୧୬ କ ଧାଡ଼ି:
 
'''ସ୍ଟେଫାନି ଜୋଆନୀ ଆଞ୍ଜେଲିନା ଜର୍ମାନୋଟ୍ଟା''' (ଜନ୍ମ: ୨୮ ମାର୍ଚ୍ଚ ୧୯୮୬),<ref>Birth details:
* {{cite magazine|title=Artists: Lady Gaga|magazine=[[NME]]|url=http://www.nme.com/artists/lady-gaga|accessdate=September 19, 2017|deadurl=no|archiveurl=https://web.archive.org/web/20171001023358/http://www.nme.com/artists/lady-gaga|archivedate=October 1, 2017}}
* {{cite magazine|last1=Spedding|first1=Emma|title=It's Lady Gaga's 27th Birthday! We Celebrate With Her 10 Style Highlights Of The Year|url=http://www.graziadaily.co.uk/fashion/news/its-lady-gagas-27th-birthday-we-celebrate-with-her-10-crazy-style-highlights-of-the-year|magazine=[[Grazia]]|deadurl=yes|archivedate=April 2, 2013|archiveurl=https://web.archive.org/web/20130402055054/http://www.graziadaily.co.uk/fashion/news/its-lady-gagas-27th-birthday-we-celebrate-with-her-10-crazy-style-highlights-of-the-year|date=March 28, 2013}}</ref> ଯିଏକି ଲେଡି ଗାଗା ଭାବରେ ପରିଚିତା ଜଣେ କଣ୍ଠଶିଳ୍ପୀ, ଗୀତିକା, ଅଭିନେତ୍ରୀ ଏବଂ ପ୍ରଯୋଜିକା । ସେ ତାଙ୍କର ଅପରିବର୍ତ୍ତିନ ଏବଂ ଉତ୍ତେଜକ କାମ ପାଇଁ ଅଧିକ ପରିଚିତା ।
 
ଗାଗା ତାଙ୍କର ଗାୟିକି ଜୀବନ ତାଙ୍କର ସ୍କୁଲ ବ୍ୟାଣ୍ଡ୍ ଏବଂ ବିଭିନ୍ନ ଖୋଲା ରଙ୍ଗମଞ୍ଚ ଜରିଆରେ ଆରମ୍ଭ କରିଥିଲେ ।<ref name="mtv 55">{{cite news|url=http://www.mtv.com/news/1589013/lady-gaga-brings-her-artistic-vision-of-pop-music-to-new-album-and-a-new-kids-song/|title=Lady GaGa Brings Her Artistic Vision Of Pop Music To New Album|last=Harris|first=Chris|date=June 9, 2008|accessdate=May 7, 2009|archiveurl=https://web.archive.org/web/20140911144011/http://www.mtv.com/news/1589013/lady-gaga-brings-her-artistic-vision-of-pop-music-to-new-album-and-a-new-kids-song/|archivedate=September 11, 2014|deadurl=no|publisher=MTV News}}</ref> ସେ ଜଣେ ପେସାଦାର ଗାୟକ ହେବା ଆଗରୁ ନିୟୁର୍କ ବିଶ୍ୱବିଦ୍ୟାଳୟ ଅଧିନରେ ଥିବା ତିସ୍ଚ ସ୍କୁଲ ଅଫ୍ ଆର୍ଟସ୍‌ରେ ପଢ଼ୁଥିଲେ ।<ref>{{cite web|url=http://www.artistdirect.com/nad/news/article/0,,4931544,00.html|title=Interview: Lady GaGa|accessdate=August 7, 2017|last=Florino|first=Rick|date=January 30, 2009|work=[[Artistdirect]]|deadurl=no|archiveurl=https://web.archive.org/web/20170701004308/http://www.artistdirect.com/nad/news/article/0,,4931544,00.html|archivedate=July 1, 2017}}</ref><ref>{{cite web|title=Lady Gaga Bio|url=https://www.ladygaga.com/bio/|publisher=ladygaga.com|accessdate=August 7, 2017|archiveurl=https://web.archive.org/web/20100606021357/https://www.ladygaga.com/bio/|archivedate=June 6, 2010}}</ref> ଡେଫ୍ ଜାମ୍ ରେକର୍ଡ଼ିଂସ୍<ref>{{cite news|url=http://www.michigandaily.com/content/lady-gaga-new-ep |title=Lady Gaga unleashes an electro-pop 'Monster' |last=Resende |first=Sasha |date=December 9, 2009 |accessdate=June 27, 2014 |work=[[The Michigan Daily]] |deadurl=no |archiveurl=https://web.archive.org/web/20141024034658/http://www.michigandaily.com/content/lady-gaga-new-ep |archivedate=October 24, 2014 }}</ref> ତାଙ୍କର ଚୁକ୍ତିନାମ ରଦ୍ଧ କରିଦେବା ପରେ ଗାଗା ଜଣେ ଗୀତିକାର ଭାବରେ ସୋନୀ/ଏଟିଭି ମ୍ୟୁଜିକ୍ ପାଇଁ ଗୀତ ଲେଖିବା ଆରମ୍ଭ କରିଥିଲେ ।<ref name="bbcover">{{cite magazine|last=Harding |first=Cortney |date=August 15, 2009 |title=Lady Gaga: The Billboard Cover Story |magazine=Billboard |url=http://www.billboard.com/articles/news/267810/lady-gaga-the-billboard-cover-story |accessdate=May 6, 2010 |deadurl=no |archiveurl=https://web.archive.org/web/20130309235202/http://www.billboard.com/articles/news/267810/lady-gaga-the-billboard-cover-story |archivedate=March 9, 2013 }}</ref> ୨୦୦୭ରେ ସେ ଆକୋନଙ୍କ ସ‌ହ ମିଶି ଇଣ୍ଟରସ୍କୋପ୍ ରେକର୍ଡ଼ସ୍ ଏବଂ କୋନ୍‌ଲାଇଭ୍ ଡିଷ୍ଟ୍ରିବ୍ୟୁସନ୍ ପାଇଁ ଗୀତ ଗାଇବା ଆରମ୍ଭ କରିଥିଲେ ।<ref name="totallygaga">{{cite news|url=http://www.scotsman.com/lifestyle/lady-gaga-totally-ga-ga-1-754666 |title=Lady GaGa: Totally Ga-Ga |accessdate=February 20, 2009 |last=Cowing |first=Emma |date=January 20, 2009 |work=[[The Scotsman]] |deadurl=no |archiveurl=https://web.archive.org/web/20151208100547/http://www.scotsman.com/lifestyle/lady-gaga-totally-ga-ga-1-754666 |archivedate=December 8, 2015 }}</ref><ref name="franchise">{{cite news|url=http://www.mtv.com/news/1613350/akon-calls-lady-gaga-his-franchise-player/ |title=Akon Calls Lady Gaga His 'Franchise Player' |last=Vena |first=Jocelyn |date=June 5, 2009 |publisher=MTV News |accessdate=June 20, 2009 |deadurl=no |archiveurl=https://web.archive.org/web/20150204001522/http://www.mtv.com/news/1613350/akon-calls-lady-gaga-his-franchise-player/ |archivedate=February 4, 2015 }}</ref> ସେ ସେହିବର୍ଷ ତାଙ୍କର ପ୍ରଥମ ଆଲବମ୍ କରିଥିଲେ । ତାଙ୍କର ପ୍ରଥମ ଆଲବମ୍‌ରେ ଡ୍ୟାନ୍ସ-ପ‌ପ୍ ଏବଂ ଏଲେକ୍ଟ୍ରୋପ‌ପ୍ ରହିଥିଲେ । ଏହାପରେ ତାଙ୍କର ଅନେକ ଆଲବମ୍ ସଫଳ ବ୍ୟବସାୟ କରିଥିଲା ।
 
ଗାଗାଙ୍କର ୨ୟ ବଡ଼ ଆଲବମ୍ ''ବର୍ଣ୍ ଦିସ୍ ୱେ'' ୨୦୧୧ରେ ଇଲେକ୍ଟ୍ରୋନିକ୍ ରକ୍ ଏବଂ ଟେକ୍ନୋ ତରିକାରେ ପ୍ରସ୍ତୁତ କରାଯାଇଥିଲା । ପ୍ରଥମ ସପ୍ତାହରେ ହିଁ ଏହି ଅଲବମ୍‌ଟି ୧୦ ଲକ୍ଷରୁ ଅଧିକ ଲୋକ କିଣିଥିଲେ । ଏହି ଆଲବ‌ମ୍‌ର ଶୀର୍ଷକ ଗୀତଟି ଆଇଟ୍ୟୁନ୍ ଷ୍ଟୋରରୁ ଗୋଟିଏ ସପ୍ତାହରୁ କମ୍ ସମୟରେ ୧୦ ଲକ୍ଷରୁ ଅଧିକଥର ଡାଉନ୍‌ଲୋଡ୍ ହୋଇଥିଲା । ଏହାପରେ ୨୦୧୩ରେ ତାଙ୍କର ୩ୟ ଆଲବମ୍ ଯୁକ୍ତରାଷ୍ଟ୍ର ଆମେରିକାରେ ବ‌ହୁଳ ବ୍ୟବସାୟ କରିବା ସ‌‌ହ ଅନେକ ଲୋକଙ୍କର ମନ‌କୁ ଜିଣିଥିଲା ଓ ଇତିହାସ ରଚନା କରିଥିଲା । ୨୦୧୫ରେ ଗାଗା ଆମେରିକାର ଏକ ଦୂରଦର୍ଶନର ଏକ ଧାରାବାହିକରେ ଅଭିନୟ କରିଥିଲେ । ସେ ୨୦୧୫-୨୦୧୬ରେ ପ୍ରସାରିତ ଆମେରିକୀୟ ଧାରାବାହିକ ''ଆମେରିକାନ୍ ହରର୍ ଷ୍ଟୋରୀ: ହୋଟେଲ୍''‌ରେ ଅଭିନୟ କରିଥିଲେ । ଏହି ଧାରାବାହିକରେ ତାଙ୍କର ଅଭିନୟ ପାଇଁ ଗୋଲ୍ଡେନ୍ ଗ୍ଲୋବ୍ ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଥିଲେ । ୨୦୧୬ ମସିହାରେ ଗାଗାଙ୍କର ମୁକ୍ତିଲାଭ କରିଥିବା ୫ମ ଆଲବମ୍ ଆମେରିକାର ଜଣେ ମ‌ହିଳାଙ୍କର ୨୦୧୦ ପରେ ଚାରୋଟି ଆଲବମ୍‌ର ରେକର୍ଡ଼ କରିଥିଲା । ୨୦୧୭ ଫେବୃଆରୀରେ ଗାଗା ସୁପର୍ ବଉଲ୍ ଏଲ୍‌.ଆଇ. ହାଫ୍‌ଟାଇମ୍ ସୋରେ ଗୀତ ଗାଇଥିଲେ, ଯେଉଁଠି ତାଙ୍କୁ ଅନେକ ପ୍ରଶଂସା ମିଳିଥିଲା ।