"ଲେଡି ଗାଗା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୧୫ କ ଧାଡ଼ି:
}}
 
'''ସ୍ଟେଫାନି ଜୋଆନୀ ଆଞ୍ଜେଲିନା ଜର୍ମାନୋଟ୍ଟା''' (ଜନ୍ମ: ୨୮ ମାର୍ଚ୍ଚ ୧୯୮୬),<ref>Birth ଯିଏକି ଲେଡି ଗାଗା ଭାବରେ ପରିଚିତା ଜଣେ କଣ୍ଠଶିଳ୍ପୀ, ଗୀତିକା, ଅଭିନେତ୍ରୀ ଏବଂ ପ୍ରଯୋଜିକା । ସେ ତାଙ୍କର ଅପରିବର୍ତ୍ତିନ ଏବଂ ଉତ୍ତେଜକ କାମ ପାଇଁ ଅଧିକ ପରିଚିତା ।details:
* {{cite magazine|title=Artists: Lady Gaga|magazine=[[NME]]|url=http://www.nme.com/artists/lady-gaga|accessdate=September 19, 2017|deadurl=no|archiveurl=https://web.archive.org/web/20171001023358/http://www.nme.com/artists/lady-gaga|archivedate=October 1, 2017}}
* {{cite magazine|last1=Spedding|first1=Emma|title=It's Lady Gaga's 27th Birthday! We Celebrate With Her 10 Style Highlights Of The Year|url=http://www.graziadaily.co.uk/fashion/news/its-lady-gagas-27th-birthday-we-celebrate-with-her-10-crazy-style-highlights-of-the-year|magazine=[[Grazia]]|deadurl=yes|archivedate=April 2, 2013|archiveurl=https://web.archive.org/web/20130402055054/http://www.graziadaily.co.uk/fashion/news/its-lady-gagas-27th-birthday-we-celebrate-with-her-10-crazy-style-highlights-of-the-year|date=March 28, 2013}}</ref> ଯିଏକି ଲେଡି ଗାଗା ଭାବରେ ପରିଚିତା ଜଣେ କଣ୍ଠଶିଳ୍ପୀ, ଗୀତିକା, ଅଭିନେତ୍ରୀ ଏବଂ ପ୍ରଯୋଜିକା । ସେ ତାଙ୍କର ଅପରିବର୍ତ୍ତିନ ଏବଂ ଉତ୍ତେଜକ କାମ ପାଇଁ ଅଧିକ ପରିଚିତା ।
 
ଗାଗା ତାଙ୍କର ଗାୟିକି ଜୀବନ ତାଙ୍କର ସ୍କୁଲ ବ୍ୟାଣ୍ଡ୍ ଏବଂ ବିଭିନ୍ନ ଖୋଲା ରଙ୍ଗମଞ୍ଚ ଜରିଆରେ ଆରମ୍ଭ କରିଥିଲେ । ସେ ଜଣେ ପେସାଦାର ଗାୟକ ହେବା ଆଗରୁ ନିୟୁର୍କ ବିଶ୍ୱବିଦ୍ୟାଳୟ ଅଧିନରେ ଥିବା ତିସ୍ଚ ସ୍କୁଲ ଅଫ୍ ଆର୍ଟସ୍‌ରେ ପଢ଼ୁଥିଲେ । ଡେଫ୍ ଜାମ୍ ରେକର୍ଡ଼ିଂସ୍ ତାଙ୍କର ଚୁକ୍ତିନାମ ରଦ୍ଧ କରିଦେବା ପରେ ଗାଗା ଜଣେ ଗୀତିକାର ଭାବରେ ସୋନୀ/ଏଟିଭି ମ୍ୟୁଜିକ୍ ପାଇଁ ଗୀତ ଲେଖିବା ଆରମ୍ଭ କରିଥିଲେ । ୨୦୦୭ରେ ସେ ଆକୋନଙ୍କ ସ‌ହ ମିଶି ଇଣ୍ଟରସ୍କୋପ୍ ରେକର୍ଡ଼ସ୍ ଏବଂ କୋନ୍‌ଲାଇଭ୍ ଡିଷ୍ଟ୍ରିବ୍ୟୁସନ୍ ପାଇଁ ଗୀତ ଗାଇବା ଆରମ୍ଭ କରିଥିଲେ । ସେ ସେହିବର୍ଷ ତାଙ୍କର ପ୍ରଥମ ଆଲବମ୍ କରିଥିଲେ । ତାଙ୍କର ପ୍ରଥମ ଆଲବମ୍‌ରେ ଡ୍ୟାନ୍ସ-ପ‌ପ୍ ଏବଂ ଏଲେକ୍ଟ୍ରୋପ‌ପ୍ ରହିଥିଲେ । ଏହାପରେ ତାଙ୍କର ଅନେକ ଆଲବମ୍ ସଫଳ ବ୍ୟବସାୟ କରିଥିଲା ।