"ଲେଡି ଗାଗା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୧୬ କ ଧାଡ଼ି:
'''ସ୍ଟେଫାନି ଜୋଆନୀ ଆଞ୍ଜେଲିନା ଜର୍ମାନୋଟ୍ଟା''' (ଜନ୍ମ: ୨୮ ମାର୍ଚ୍ଚ ୧୯୮୬), ଯିଏକି ଲେଡି ଗାଗା ଭାବରେ ପରିଚିତା ଜଣେ କଣ୍ଠଶିଳ୍ପୀ, ଗୀତିକା, ଅଭିନେତ୍ରୀ ଏବଂ ପ୍ରଯୋଜିକା । ସେ ତାଙ୍କର ଅପରିବର୍ତ୍ତିନ ଏବଂ ଉତ୍ତେଜକ କାମ ପାଇଁ ଅଧିକ ପରିଚିତା ।
 
ଗାଗା ତାଙ୍କର ଗାୟିକି ଜୀବନ ତାଙ୍କର ସ୍କୁଲ ବ୍ୟାଣ୍ଡ୍ ଏବଂ ବିଭିନ୍ନ ଖୋଲା ରଙ୍ଗମଞ୍ଚ ଜରିଆରେ ଆରମ୍ଭ କରିଥିଲେ । ସେ ଜଣେ ପେସାଦାର ଗାୟକ ହେବା ଆଗରୁ ନିୟୁର୍କ ବିଶ୍ୱବିଦ୍ୟାଳୟ ଅଧିନରେ ଥିବା ତିସ୍ଚ ସ୍କୁଲ ଅଫ୍ ଆର୍ଟସ୍‌ରେ ପଢ଼ୁଥିଲେ । ଡେଫ୍ ଜାମ୍ ରେକର୍ଡ଼ିଂସ୍ ତାଙ୍କର ଚୁକ୍ତିନାମ ରଦ୍ଧ କରିଦେବା ପରେ ଗାଗା ଜଣେ ଗୀତିକାର ଭାବରେ ସୋନୀ/ଏଟିଭି ମ୍ୟୁଜିକ୍ ପାଇଁ ଗୀତ ଲେଖିବା ଆରମ୍ଭ କରିଥିଲେ । ୨୦୦୭ରେ ସେ ଆକୋନଙ୍କ ସ‌ହ ମିଶି ଇଣ୍ଟରସ୍କୋପ୍ ରେକର୍ଡ଼ସ୍ ଏବଂ କୋନ୍‌ଲାଇଭ୍ ଡିଷ୍ଟ୍ରିବ୍ୟୁସନ୍ ପାଇଁ ଗୀତ ଗାଇବା ଆରମ୍ଭ କରିଥିଲେ । ସେ ସେହିବର୍ଷ ତାଙ୍କର ପ୍ରଥମ ଆଲବମ୍ କରିଥିଲେ । ତାଙ୍କର ପ୍ରଥମ ଆଲବମ୍‌ରେ ଡ୍ୟାନ୍ସ-ପ‌ପ୍ ଏବଂ ଏଲେକ୍ଟ୍ରୋପ‌ପ୍ ରହିଥିଲେ । ଏହାପରେ ତାଙ୍କର ଅନେକ ଆଲବମ୍ ସଫଳ ବ୍ୟବସାୟ କରିଥିଲା ।
 
==ଆଧାର==