"ବିଜୟ ମଲ୍ଲ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟିକେ ଇଣ୍ଟରଭିଉ>ସାକ୍ଷାତକାର
୨୧ କ ଧାଡ଼ି:
}}
 
'''ବିଜୟ ମଲ୍ଲ''' (ଜନ୍ମ: ୮ ଫେବୃଆରୀ ୧୯୬୨) ଜଣେ ଜଣାଶୁଣା ଓଡ଼ିଆ ଗୀତିକାର, ଲେଖକ ଓ ଅଭିନେତା । ସେ ଦୂରଦର୍ଶନ ଭୁବନେଶ୍ୱରର ଏକାଧିକ କାର୍ଯ୍ୟକ୍ରମରେ (''ରାଗ ଅନୁରାଗ'', ''ଛାନ୍ଦଧାରା, ଆଦି'') ପ୍ରସିଦ୍ଧ ସଙ୍ଗୀତ ଶିଳ୍ପୀମାନଙ୍କୁଶିଳ୍ପୀମାନଙ୍କ ଇଣ୍ଟରଭିଉସଙ୍ଗେ ସାକ୍ଷାତକାର କରନ୍ତି ।
 
ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ୨୦୧୨ରେ ''ନଈ ସେପାରି କନକ ଗୋରୀ'' ଚଳଚ୍ଚିତ୍ରରେ 'ଜହ୍ନକୁ ପଚାର ଏଇ ତାରାକୁ ପଚାର' ଗୀତ ନିମନ୍ତେ ବିଜୟ ମଲ୍ଲଙ୍କୁ ଶ୍ରେଷ୍ଠ ଓଡ଼ିଆ ଗୀତିକାର ଭାବେ ସମ୍ମାନିତ କରିଥିଲା । ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଅରବିନ୍ଦ ପାଢ଼ୀ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।<ref>[https://www.youtube.com/watch?v=xCIBuUillLM Bijay Malla Best Lyricist Odisha State Film Awards 2012], Uploaded by [https://odishalive.tv/ OdishaLive], YouTube.</ref>