"ଫେସବୁକ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
India man faunder in fb
ଟ୍ୟାଗସବୁ: ଭିଜୁଆଲ ସମ୍ପାଦନା ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୫୮ କ ଧାଡ଼ି:
 
ବର୍ତମାନ ଫେସବୁକର ବ୍ୟାପକ ଅପବ୍ୟବହାର କରାଯାଉଛି । ବ୍ୟବହାରକାରୀମାନେ ନିଜ ବିଷୟରେ ମିଥ୍ୟା ତଥ୍ୟ ଦେଉଛନ୍ତି । ଏବଂ ଅଜିକାଲି ଦେଖା ଯାଉଛି ଯେ, ବାହୁତ ଜଣ ଏହି ଫେସବୁକର ଅପବ୍ୟବହାର କରି ଅନ୍ୟ ମାନଙ୍କୁ ଦରାଇବା ଏବଂ ଧମକେଇବା ଭଳି କାମ ଗୁଡିକ କରୁଛନ୍ତି ।
 
== ବିବାଦ ==
୨୦୧୮ ମସିହା ମାର୍ଚ୍ଚ ମାସରେ ଫେସବୁକ ଏକ ବଡ଼ ଧରଣର ବିବାଦର ଶିକାର ହୋଇଥିଲା । ଏହି ବିବାଦ ଅନୁସାରେ ଆମେରିକାର ରାଷ୍ଟ୍ରପତି [[ଡୋନାଲ୍ଡ ଟ୍ରମ୍ପ]]ଙ୍କ ନିର୍ବାଚନ ସମୟରେ ଏକ ରାଜନୈତିକ ସଂସ୍ଥା ଦ୍ୱାରା ବିଜ୍ଞାପନ ଦେବା ପାଇଁ ୮୭ ନିୟୁତ ଵ୍ୟଵହରକରିଙ୍କ ନିଜସ୍ୱ ତଥ୍ୟର ଅପବ୍ୟବହାର କରାଯାଇଥିଲା । ଏହି ଅପବ୍ୟବହାର ପରେ ଫେସବୁକରେ ଥିବା ବହୁତ ଗୁଡିଏ ତ୍ରୁଟି ସାମ୍ନାକୁ ଆସିଥିଲା । ଏବଂ ଏହାପରେ ବହୁତ ବିଶିଷ୍ଟ ବ୍ୟକ୍ତି ନିଜ ନିଜ ଫେସବୁକ ଏବଂ ଇଂଷ୍ଟାଗ୍ରାମକୁ ବନ୍ଦ କରାଇ ଦେଇଥିଲେ ।
 
== ଶୈଳୀ ଓ ବଦଳ ==
"https://or.wikipedia.org/wiki/ଫେସବୁକ"ରୁ ଅଣାଯାଇଅଛି