"ମାୟା ଏଞ୍ଜେଲୋ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Ssgapu22 Maya Angelou ପୃଷ୍ଠାଟି ମାୟା ଏଞ୍ଜେଲୋକୁ ଲେଉଟାଇଲେ
No edit summary
୧୩ କ ଧାଡ଼ି:
|period = ୧୯୫୧–୨୦୧୪
|subject = ଇତିହାସ, କବିତା
|notablework = ''ଅଇଆଇ ନୋ ହ୍ୱାଏ ଦ କେଜ୍‌ଡ୍ ବାର୍ଡ଼ ସିଙ୍ଗ୍‌ସ୍''
|website = {{URL|http://www.mayaangelou.com}}
|spouse = {{Unbulleted list
୨୫ କ ଧାଡ଼ି:
 
ସେ ଅନେକ କିଛିରେ କାର୍ଯ୍ୟ କରିବା ପରେ କବି ଏବଂ ଲେଖକ ହୋଇଥିଲେ । ସେ ତାଙ୍କର ଯୁବାବସ୍ଥାରେ ରୋଷେୟା, ସେକ୍ସ ୱାର୍କର୍, ରାତିରେ କ୍ଲବ୍‌ରେ ନୃତ୍ୟ କରିବା, ''ପୋର୍ଗି ଆଣ୍ଡ ବେସ୍'' ଅପେରାରେ ନାଟକରେ ଅଭିନୟ କରିବା, ଦକ୍ଷିଣୀ ଖ୍ରିଷ୍ଟିଆନ ନେତୃ ସମ୍ମିଳନୀର ଆୟୋଜିକା ଏବଂ ଇଜିପ୍ଟ ଓ ଘାନାରେ ସମ୍ୱାଦ‌ଦାତା ଭାବରେ କାର୍ଯ୍ୟ କରିଥିଲେ । ସେ ବିଭିନ୍ନ ଚଳଚ୍ଚିତ୍ର ତଥା ସାଧାରଣ ଗଣମାଧ୍ୟମ ଓ ଦୂରଦର୍ଶନର ଜଣେ ଅଭିନେତ୍ରୀ, ଲେଖିକା, ନିର୍ଦ୍ଦେଶିକା ଏବଂ ପ୍ରଯୋଜିକା ଭାବରେ କାର୍ଯ୍ୟ କରିଥିଲେ । ୧୯୮୨ ମସିହାରେ ତାଙ୍କୁ ଆମରିକୀୟ ପାଠ୍ୟକ୍ରମର ପ୍ରଥମ ଅଧ୍ୟାପକଙ୍କ ନାମାନୁସାରେ ଥିବା ଉପାଧୀରେ ଉତ୍ତର କାଲିଫର୍ଣ୍ଣିଆର ୱାସିଂଟନ-ସଲେମ୍‌ର ୱେକ୍ ଫରଷ୍ଟ ବିଶ୍ୱବିଦ୍ୟାଳୟ ନାମିତ କରିଥିଲା । ସେ ମାନବାଧିକାର ଆନ୍ଦୋଳନର ଜଣେ ନିୟମିତ ସଦସ୍ୟ ଭାବରେ ମାର୍ଟିନ୍ ଲୁଥର୍ କିଙ୍ଗ୍ ଜୁନିଅର ଏବଂ ମାଲ୍‌କୋଲମ୍ ଏକ୍ସ‌ଙ୍କ ସ‌ହ କାର୍ଯ୍ୟ କରିଆସୁଥିଲେ । ୯୦ ଦଶକର ଆରମ୍ଭରେ ସେ ମାତ୍ର ଗୋଟିଏ ବର୍ଷରେ ପାଖାପାଖି ୮୦ ଥର ସମ୍ମାନ‌ଜନ‌କ ପୁରସ୍କାର ଗ୍ରହଣ କରିଥିଲେ । ୧୯୯୩ ମସିହାରେ ଆମରିକାର ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନ୍‌ଙ୍କର ପଦବୀଗ୍ରହଣ ସଭାରେ ମାୟା "ଓନ୍ ଦ ପଲ୍ସ ଅଫ୍ ମର୍ଣ୍ଣିଙ୍ଗ୍"‌ କବିତା ଆବୃତି କରିଥିଲେ । ୧୯୬୧ ମସିହାରେ ରୋବର୍ଟ ଫ୍ରୋଷ୍ଟ ଜନ୍‌ ଏଫ୍. କେନେଡ଼ୀ‌ଙ୍କର ପଦବୀଗ୍ରହଣ ସଭାରେ ପ୍ରଥମଥର ପାଇଁ ଏହିଭଳି କବିତା ଆବୃତି କରିଥିଲେ ଏବଂ ମାୟ ୨ୟ ବ୍ୟକ୍ତି ଭାବରେ ନିମନ୍ତ୍ରିତ ହୋଇଥିଲେ ।
 
ଆଇ ନୋ ହ୍ୱାଏ ଦ କେଜ୍‌ଡ୍ ବାର୍ଡ଼ ସିଙ୍ଗ୍‌ସ୍ ବ‌ହିର ପ୍ରକାଶନ ପରେ ମାୟା ଏଞ୍ଜେଲୋ ସର୍ବସାଧାରଣରେ ତାଙ୍କର ବ୍ୟକ୍ତିଗତ ଜୀବନ ବିଷୟରେ ବଖାଣିବା ଆରମ୍ଭ କରିଥିଲେ ।
 
==ଆଧାର==