"ମାୟା ଏଞ୍ଜେଲୋ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୨୩ କ ଧାଡ଼ି:
'''ମାୟା ଏଞ୍ଜେଲୋ''' ({{IPAc-en|audio=En-us-Maya Angelou.ogg|ˈ|æ|n|dʒ|ə|l|oʊ}};<ref>{{cite web|url = http://www.swisseduc.ch/english/readinglist/angelou_maya/pronun.html|archiveurl = https://web.archive.org/web/20131217043543/http://www.swisseduc.ch/english/readinglist/angelou_maya/pronun.html|archivedate = December 17, 2013|title = Maya Angelou|date = December 17, 2013|publisher = SwissEduc.com}}</ref><ref>{{Cite magazine |title = Dr. Maya Angelou|date = December 2009|last = Glover|first = Terry|magazine = Ebony|issue = 2|page = 67|volume = 65}}</ref> (ଜନ୍ମ: ୪ ଅପ୍ରେଲ ୧୯୨୮), ଜଣେ ଆମେରିକୀୟ କବି, ଗାୟିକା, ଐତିହାସିକ ଏବଂ ମାନବାଧିକାର କାର୍ଯ୍ୟକର୍ତ୍ତା ଥିଲେ । ଜନ୍ମ‌ବେଳେ ତାଙ୍କର ନାମ ଥିଲା ମାରଗୁଏରାଇଟ୍ ଅନିଇ ଜନ୍‌ସନ୍ । ସେ ସାତଟି ଆତ୍ମକଥା, ତିନୋଟି ପ୍ରବନ୍ଧ ବ‌ହି, ଅନେକ କବିତା ବ‌ହି ରଚନା କରିଥିଲେ । ତା' ସ‌ହିତ ସେ ଅନେକ ନାଟକ, କଥାଚିତ୍ର ଏବଂ ଦୂରଦର୍ଶନମାନଙ୍କରେ ବିଭିନ୍ନ କାର୍ଯ୍ୟକ୍ରମରେ ୫୦ ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟ କରିଥିଲେ । ସେ ଅନେକ ପୁରସ୍କାର ପାଇଥିଲେ ଏବଂ ୫୦ରୁ ଅଧିକ ସମ୍ମାନ‌ଜନ‌କ ଉପାଧି ପାଇଥିଲେ ।<ref name="whosehonor" /> ମାୟାଙ୍କର ରଚିତ ସାତୋଟି ଆତ୍ମ‌କଥା ବ‌ହି ତାଙ୍କୁ ସବୁଠାରୁ ଅଧିକ ଲୋକପ୍ରିୟ କରାଇଥିଲା । ଏହି ବ‌ହିଗୁଡ଼ିକରେ ସେ ତାଙ୍କର ପିଲାଦିନର ଅଭିଜ୍ଞତାରୁ ବଡ଼ ହେବା ପର୍ଯ୍ୟନ୍ତ ସମସ୍ତ କଥା ଉଲ୍ଲେଖ କରିଥିଲେ । ୧୯୬୯ରେ ପ୍ରକାଶ ପାଇଥିବା ଏହି ସାତୋଟି ବ‌ହିର ପ୍ରଥମ ଭାଗଟି ଆଇ ନୋ ହ୍ୱାଏ ଦ କେଜ୍‌ଡ୍ ବାର୍ଡ଼ ସିଙ୍ଗ୍‌ସ୍ ବ‌ହିରେ ସେ ତାଙ୍କ ପିଲାଦିନରୁ ୧୭ ବର୍ଷ ବ‌ୟସ ପର୍ଯ୍ୟନ୍ତ କାହାଣୀ ବର୍ଣ୍ଣନା କରିଥିଲେ ଏବଂ ତାଙ୍କର ଆନ୍ତର୍ଜାତୀୟ ମାନ୍ୟତା ଏବଂ ପ୍ରଶଂସା ବିଷୟରେ କିଞ୍ଚିତ୍ ଉଲ୍ଲେଖ କରିଥିଲେ ।
 
ସେ ଅନେକ କିଛିରେ କାର୍ଯ୍ୟ କରିବା ପରେ କବି ଏବଂ ଲେଖକ ହୋଇଥିଲେ । ସେ ତାଙ୍କର ଯୁବାବସ୍ଥାରେ ରୋଷେୟା, ସେକ୍ସ ୱାର୍କର୍, ରାତିରେ କ୍ଲବ୍‌ରେ ନୃତ୍ୟ କରିବା, ''ପୋର୍ଗି ଆଣ୍ଡ ବେସ୍'' ଅପେରାରେ ନାଟକରେ ଅଭିନୟ କରିବା, ଦକ୍ଷିଣୀ ଖ୍ରିଷ୍ଟିଆନ ନେତୃ ସମ୍ମିଳନୀର ଆୟୋଜିକା ଏବଂ ଇଜିପ୍ଟ ଓ ଘାନାରେ ସମ୍ୱାଦ‌ଦାତା ଭାବରେ କାର୍ଯ୍ୟ କରିଥିଲେ । ସେ ବିଭିନ୍ନ ଚଳଚ୍ଚିତ୍ର ତଥା ସାଧାରଣ ଗଣମାଧ୍ୟମ ଓ ଦୂରଦର୍ଶନର ଜଣେ ଅଭିନେତ୍ରୀ, ଲେଖିକା, ନିର୍ଦ୍ଦେଶିକା ଏବଂ ପ୍ରଯୋଜିକା ଭାବରେ କାର୍ଯ୍ୟ କରିଥିଲେ । ୧୯୮୨ ମସିହାରେ ତାଙ୍କୁ ଆମରିକୀୟ ପାଠ୍ୟକ୍ରମର ପ୍ରଥମ ଅଧ୍ୟାପକଙ୍କ ନାମାନୁସାରେ ଥିବା ଉପାଧୀରେ ଉତ୍ତର କାଲିଫର୍ଣ୍ଣିଆର ୱାସିଂଟନ-ସଲେମ୍‌ର ୱେକ୍ ଫରଷ୍ଟ ବିଶ୍ୱବିଦ୍ୟାଳୟ ନାମିତ କରିଥିଲା । ସେ ମାନବାଧିକାର ଆନ୍ଦୋଳନର ଜଣେ ନିୟମିତ ସଦସ୍ୟ ଭାବରେ ମାର୍ଟିନ୍ ଲୁଥର୍ କିଙ୍ଗ୍ ଜୁନିଅର ଏବଂ ମାଲ୍‌କୋଲମ୍ ଏକ୍ସ‌ଙ୍କ ସ‌ହ କାର୍ଯ୍ୟ କରିଆସୁଥିଲେ ।
 
==ଆଧାର==