"ପ୍ରେମ ସବୁଠୁ ବଳବାନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Ssgapu22 Prema Sabuthu Balabana ପୃଷ୍ଠାଟି ପ୍ରେମ ସବୁଠୁ ବଳବାନକୁ ଲେଉଟାଇଲେ
No edit summary
୨୯ କ ଧାଡ଼ି:
'''ପ୍ରେମ ସବୁଠୁ ବଳବାନ''', ୨୦୧୩ରେ ମୁକ୍ତିଲାଭ କରିଥିବା [[ଓଡ଼ିଆ ଭାଷା|ଓଡ଼ିଆ]] କଥାଚିତ୍ର । ଏହି କଥାଚିତ୍ରର ନିର୍ଦ୍ଦେଶନା ଦେଇଥିଲେ [[ଅରୁଣ ମହାନ୍ତି]] । ଅରୁଣ ମହାନ୍ତି ଏହି ଚଳଚ୍ଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେବା ସ‌ହ ଶୀର୍ଷାନନ୍ଦ ଦାସ କାନୁନ୍‌ଗୋଙ୍କ ସ‌ହ ଏହାର ସଂଳାପ ରଚନା କରିଥିଇଲେ ।
 
ଏହି ଚଳଚ୍ଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନ୍ୟ କରିଥିଲେ ଦୁଷ୍ମନ୍ତ ପଣ୍ଡା ଏବଂ ବର୍ଷା ପ୍ରିୟଦର୍ଶିନୀ ।<ref name="Barsha">{{cite news|title=କେବଳ ଏହି ନିର୍ଦ୍ଦେଶକଙ୍କ ଫିଲ୍ମ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି ବର୍ଷା ପ୍ରିୟଦର୍ଶିନୀ|url=http://sambad.in/entertainment/barsha-state-award-arun-mohanty-108626/|accessdate=2 April 2018|newspaper=sambad.in|date=25 March 2018}}</ref> ପ୍ରଥମେ ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ [[ଅରିନ୍ଦମ ରାୟ]]ଙ୍କ ନିଆଯାଇଥିଲା । ସେତେବେଳେ ଏହି ଚଳଚ୍ଚିତ୍ରଟିର ଶୀର୍ଷକ 'ସ୍ୱର୍ଗଦ୍ୱାର ସାକ୍ଷୀ' ରଖାଯାଇଥିଲା ।<ref>{{cite news|title=ଅରିନ୍ଦମ୍‌ ଅଧାରୁ ଛାଡିଥିଲେ ଏହି ସିନେମା!|url=http://sambad.in/news/entertainment/arindam-left-this-film/66199.html|accessdate=30 August 2017|newspaper=ସମ୍ବାଦ|date=21 July 2017}}</ref> ମାତ୍ର ଅରିନ୍ଦମ ଏହି ଚଳଚ୍ଚିତ୍ରରୁ ଓହରିଯିବା ପରେ ଦୁଷ୍ମନ୍ତଙ୍କୁ ନାୟକ ରୂପେ ନିଆଯାଇଥିଲା ଏବଂ ଚଳଚ୍ଚିତ୍ରଟିର ଶୀର୍ଷକ ପ୍ରେମ ସବୁଠୁ ବଳବାନ‌କୁ ବଦଳାଇଦିଆଯାଇଥିଲା ।<ref>{{cite news|title=ଅରିନ୍ଦମ୍‌ - ବର୍ଷା ପ୍ରିୟଦର୍ଶିନୀ ଯୋଡିର ପ୍ରଥମ ସିନେମା ହୋଇଥାନ୍ତା ଏହି ସିନେମା!|url=http://sambad.in/news/entertainment/arindam-barsa-first-movie/73568.html|accessdate=30 August 2017|newspaper=ସମ୍ବାଦ|date=29 August 2017}}</ref>
 
==ଅଭିନୟ==