"ଶିବ ନିବାସ ପେଲେସ , ଉଦୟପୁର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ଟି +ଟି )
No edit summary
ଟ୍ୟାଗ: 2017 source edit
୧୧ କ ଧାଡ଼ି:
ଏହି 3ଟି ପେଲେସ ଏକ ଅର୍ଦ୍ଧ ବୃତ୍ତକାର ଭାବରେ ଅବସ୍ଥିତ । ଏହାର ମଧ୍ୟ ସ୍ଥଳରେ ଏକ ମାର୍ବଲ ପୁଲ<ref>{{Harvard citation no brackets|Crump|Toh|1996|p=249}}</ref> ତିଆରି ହେଇଛି । ଉପର ମହଲା ମାନକ ବାଲକୋନୀରୁ ବଗିଚା ଓ ପିଚୋଳ ହ୍ରଦର ଦୃଶ୍ୟ ଦେଖା ଯାଇଥାଏ । ଭିତର ଅଞ୍ଚଳରେ ପ୍ରାଚୀନ ରାଜପୁତ ଚରୁ କଳା ସହ ହାତିଦାନ୍ତ , କାଚ ଇତ୍ୟାଦିର ସୂକ୍ଷ୍ମ କରୁକର୍ଜ୍ୟ ରହି ଏହାକୁ ଖୁବ ସୁନ୍ଦର କରିଥାଏ । ମହାରାଣା ନିଜେ ତତ୍ବାବଧାନ କରି କୁନ୍ଦନଲାଳ ଓ ଖାଜା ଉସ୍ତାଦ ନାମକ ସ୍ଥାପତ୍ୟ ଶିଳ୍ପୀଙ୍କୁ ଏହି କଳା ଶିଖେଇବାକୁ ଇଂଲଣ୍ଡ ପଠେଇ ଥିଲେ । <ref>{{Harvard citation no brackets|Crites|Nanji|2007|p=38}}</ref> 
 
ପରେ ଏହି ହୋଟେଲରେ ଆହୁରି ପରିବର୍ଦ୍ଧନ ହେଇ ବର୍ତମାନ 36ଟି ଅତିଥି କୋଠରି ଉପଲବ୍ଧ ହେଇଛି ।<ref>{{Cite web}}</ref> 
 
ଏହାର ପୁନର୍ବିନ୍ୟାସ ହେଲା ପରେ ଏଠାରେ ମହାରାଣୀ ଏଲିଜାବେଥ , ନେପାଲର ରାଜା , ଇରାନର ଶାହ ଓ ଜାକେଳିନ କେନେଡିଙ୍କ ପରି ବିଶିଷ୍ଟ ଅତିଥି ମାନେ ରହିଥିଲେ । 
୨୮ କ ଧାଡ଼ି:
 
== ବାହ୍ୟ ସଂଯୋଗ ସବୁ ==
* {{Cite web}}Check date values in: <code style="color:inherit; border:inherit; padding:inherit;">&#x7C;access-date=</code> ([[ସହଯୋଗ:CS1 errors|help]]) [[Category:CS1 errors: dates|Category:CS1 errors: dates]]
* [http://www.hrhhotels.com/Grand_Heritage/Shiv_Niwas_Palace/index.aspx Official Website of Shiv Niwas Palace udaipur]