"ଦି ସନ ଅଫ ନେପ୍ଚୁନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟ୍ୟାଗ: 2017 source edit
No edit summary
ଟ୍ୟାଗ: 2017 source edit
୧୪ କ ଧାଡ଼ି:
| pub_date = October 4, 2011
| media_type = Print ([[hardcover]] and [[paperback]]), [[audiobook]], [[e-book]]
 
| pages = 513 pp (first ed.)<ref name=LCC/>
| isbn = 978-1-4231-4059-7
| oclc = 719377188
୨୧ କ ଧାଡ଼ି:
| followed_by = [[The Mark of Athena]]
}}
'''ଦି ସନ ଅଫ ନେପ୍ଚୁନ '''୨୦୧୧ ରେ ଆମେରେକିୟ ଲେଖକ ରିକ ଋଓରଡାନ ଦ୍ଵାରା ଲିଖିତ ଏକ କାଳ୍ପନିକ ପ୍ରବନ୍ଧଉପନ୍ୟାସ ।ଏହା ଗ୍ରୀକ ଏବଂ ରୋମାନ ପୁରାଣ ଉପରେ ଆଧାରିତ। ଏହା ଦି ହୀରୋଜ ଅଫ ଅଲମ୍ପସ ସିରିଜ ର ଦ୍ଵିତୀୟ ପୁସ୍ତକ । ଏହା ଜଳ ଦେବତା ପୋଷେଡୋନ ଙ୍କ ପୁତ୍ର ପରସି ଜ୍ଯାକସନ ର ସାହସିକ ଗାଥା ଉପରେ ଆଧାରିତ। ଦି ହୀରୋଜ ଅଫ ଅଲମ୍ପସ ସିରିଜ ର ପ୍ରଥମ ପୁସ୍ତକ ର ନାମ "ଦି ଲଷ୍ଟ ହୀରୋ" ଏବଂ ତୃତୀୟ ପୁସ୍ତକ ର ନାମ "ଦି ମାର୍କ ଅଫ ଏଥେନା"। ଏହି ଉପନ୍ୟାସ ଟି ଗୁଡରିଡସ ଚୟେସ ପୁରସ୍କାର ରେ ମଧ୍ୟ ପୁରସ୍କୃତ ହେଇ ସାରିଛି। ଏହା ଅନେକ ସମୟ ଧରି ସର୍ବଶ୍ରେଷ୍ଠ ବିକ୍ରେତା ଲିଷ୍ଟ ରେ ମଧ୍ୟ ରହିଥିଲା। ଏହା ପ୍ରଥମେ ଅକ୍ଟୋବର ୪ ୨୦୧୧ ରେ ପ୍ରକାଶିତ ହୋଇଥିଲା ଏବଂ ବର୍ତମାନ ଏହା ଇବୂକ ଅଡିଓ ବୂକ ଭାବରେ ମଧ୍ୟ ଉପଲବ୍ଧ । ବର୍ତମାନ ଏହା ୩୭ ଟି ଭାଷା କୁ ଅନୁବାଦ କରା ସରିଛି।
== ବିକାଶ ==