"ଦି ସନ ଅଫ ନେପ୍ଚୁନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
"''''ଦି ସନ ଅଫ ନେପ୍ଚୁନ ''''୨୦୧୧ ରେ ଆମେରେକିୟ ଲେଖକ ରିକ..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
ଟ୍ୟାଗ: 2017 source edit
(କିଛି ବଦଳିନାହିଁ)

୨୨:୩୯, ୨୬ ମାର୍ଚ୍ଚ ୨୦୧୮ ଅନୁସାରେ କରାଯାଇଥିବା ବଦଳ

'ଦି ସନ ଅଫ ନେପ୍ଚୁନ '୨୦୧୧ ରେ ଆମେରେକିୟ ଲେଖକ ରିକ ଋଓରଡାନ ଦ୍ଵାରା ଲିଖିତ ଏକ କାଳ୍ପନିକ ପ୍ରବନ୍ଧ ।ଏହା ଗ୍ରୀକ ଏବଂ ରୋମାନ ପୁରାଣ ଉପରେ ଆଧାରିତ। ଏହା ଦି ହୀରୋଜ ଅଫ ଅଲମ୍ପସ ସିରିଜ ର ଦ୍ଵିତୀୟ ପୁସ୍ତକ । ଏହା ଜଳ ଦେବତା ପୋଷେଡୋନ ଙ୍କ ପୁତ୍ର ପରସି ଜ୍ଯାକସନ ର ସାହସିକ ଗାଥା ଉପରେ ଆଧାରିତ। ଦି ହୀରୋଜ ଅଫ ଅଲମ୍ପସ ସିରିଜ ର ପ୍ରଥମ ପୁସ୍ତକ ର ନାମ "ଦି ଲଷ୍ଟ ହୀରୋ" ଏବଂ ତୃତୀୟ ପୁସ୍ତକ ର ନାମ "ଦି ମାର୍କ ଅଫ ଏଥେନା"।