"ପ୍ରିୟଙ୍କା ମହାପାତ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୨୨ କ ଧାଡ଼ି:
 
==ଅଭିନୟ ଜୀବନ==
ପ୍ରିୟାଙ୍କା ୧୯୯୪ ମସିହାରେ ସୁନା ଭାଉଜ ଚଳଚ୍ଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହାପରେ ସେ ଭାଇ ହେଲା ଭଗାରୀ, ରାଖିଲେ ଶିବ ମାରିବ କିଏ, ଜୀବନ ଧାରା, ସୁହାଗ ସିନ୍ଦୂର, ପୁଅ ମୋର ଭୋଳା ଶଙ୍କର, ନୀଳ ମାଷ୍ଟରାଣୀ, ଯଶୋଦା, ସ୍ତ୍ରୀ, କାଳଚକ୍ର, ବାବୁ ପର୍ଶୁରାମ, କାଶିଆ କପିଳା, ସମୟ ଚକରେ ସଂସାର ରଥ ଆଦି ଚଳଚ୍ଚିତ୍ରରେ ନୟିକା, ସ‌ହ-ଅଭିନେତ୍ରୀ ଆଦି ଭୂମିକାରେ ଅଭିନୟ କରିଥିଲେ । ଏହାପରେ ସେ ଅନେକ ଚଳଚ୍ଚିତ୍ରରେ ହାସ୍ୟ ଅଭିନେତ୍ରୀ, ଚରିତ୍ର ଅଭିନେତ୍ରୀ ଆଦି ଭୂମିକାରେ ଅଭିନୟ କରିଥିଲେ ।
 
==ଅଭିନୀତ କଥାଚିତ୍ର==