"ରଜନୀ ରଞ୍ଜନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୧୭ କ ଧାଡ଼ି:
}}
 
'''ରଜନୀ ରଞ୍ଜନ''' ଜଣେ ଓଡ଼ିଆ କଥାଚିତ୍ର ସଂଳାପକାର, ଗୀତିକାର, କାହାଣୀକାର, ଚିତ୍ରନାଟ୍ୟ ରଚୟିତା ଏବଂ ଅଭିନେତା । ସେ ଜଣେ ଗୀତିକାର ଭାବରେ ଓଡ଼ିଆ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ । ୧୯୯୫ ମସିହାରେ ରଜନୀ ରଞ୍ଜନ ଓଡ଼ିଆ କଥାଚିତ୍ର ଜଗତରେ ଜଣେ ଗୀତିକାର ଭାବରେ ତାଙ୍କର ଜୀବିକା ଆରମ୍ଭ କରିଥିଲେ । ଗୀତିକାର ଭାବରେ ସେ [[ଏଇ ସଂଘର୍ଷ]] ଚଳଚ୍ଚିତ୍ରରେ ପ୍ରଥମେ ଗୀତ ରଚନା କରିଥିଲେ । ଏହପରେ ସେ [[ମୋ ଭାଇ ଜଗା]] ଚଳଚ୍ଚିତ୍ରରେ ପ୍ରଥମଥର ପାଇଁ ସଂଳାପ ରଚନା କରିଥିଲେ ଏବଂ ଏହାର କାହାଣୀ ରଚନା କରିଥିଲେ ।<ref name="Rajani Ranjan">{{cite news|title=ରଜନୀଙ୍କ '୫୦'|url=http://samajaepaper.in/epaperimages/25032018/25032018-md-sn-8/2432018231443982.jpg|accessdate=25 March 2018|newspaper=ସମାଜ|date=25 March 2018}}</ref> ରଜନୀ ରଞ୍ଜନ ୨୦୧୦ ମସିହାରେ ଓଡ଼ିଆ କଥାଚିତ୍ର [[ପ୍ରେମ ଅଢ଼େଇ ଅକ୍ଷର]]ରେ ଜଣେ ଅତିଥି କଳାକାର ଭାବରେ ଅଭିନୟ କରିଥିଲେ ।
 
==ପ୍ରାରମ୍ଭିକ ଜୀବନ==