"ପୋକେମୋନ କଲୋସେଅମ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
No edit summary
୧ କ ଧାଡ଼ି:
{{Infobox video game
| title = ପୋକେମୋନ କଲୋସେଅମ
| image =
|alt=
| caption = North American cover art. Clockwise from top: Wes, [[Kyogre]], [[Raikou]], [[Suicune]], [[Entei]], and [[Groudon]].
| developer = [[Genius Sonority]]
| publisher = [[Nintendo]]
[[The Pokémon Company]]
| director = Manabu Yamana
| producer = Gakuji Nomoto
Hiroyuki Jinnai
Hiroaki Tsuru
Kenji Miki
[[Shigeru Miyamoto]]
| designer = Kazunori Orio
Gakuji Nomoto
Akihiko Miura
Sayaka Yamazaki
Ryota Aomi
Chiharu Sugaya
Kōji Ōno
| programmer = Masayuki Kawamoto
| artist = Sin'Ichi Hiromoto
| writer = Kazunori Orio
| composer = [[Tsukasa Tawada]]
| released = {{vgrelease|JP|November 21, 2003|NA|March 22, 2004|EU|May 14, 2004}}
| genre = [[Role-playing video game|Role-playing]]
| series = ''[[Pokémon (video game series)|Pokémon]]''
| modes = [[Single-player video game|Single-player]], [[multiplayer video game|multiplayer]]
| platforms = [[GameCube]]

ପୋକେମୋନ କଲୋସେଅମ ହେଉଛି ଜିନିଅସ ସୋନୋରିଟି ଦ୍ୱାରା ନିର୍ମାଣ ହୋଇଥିବା ଏକ ଭୁମିକା ଭିତ୍ତିକ ଭିଡିଓ ଗେମ, ଯାହାର ଉନ୍ମୋଚନ ଦ ପୋକେମୋନ କମ୍ପାନି ଏବଂ ପ୍ରସାର ପ୍ରଚାର [[ନିତେଣ୍ଡୋ]]ଦ୍ୱାରା ହୋଇଥିଲା । ଏହାର ଉନ୍ମୋଚନ ପ୍ରଥମେ ନଭେମ୍ବର ୨୧, ୨୦୧୩ରେ ଜାପାନରେ, ମାର୍ଚ୍ଚ ୨୨, ୨୦୦୪ରେ ଉତ୍ତର ଆମେରିକାରେ ଏବଂ ମଇ ୧୪, ୨୦୦୪ରେ ଇଉରୋପରେ ନିତେଣ୍ଡୋର ଗେମ କ୍ୟୁବ ପାଇଁ ହୋଇଥିଲା । ପୋକେମୋନର ପୁର୍ବ ସଙ୍କଳନ ଭଲି, ଏଥିରେ ପୋକେମୋନ ସ‌ହ ଆକସ୍ମିକ ମିଳନର ସମ୍ଭାବନା ନଥିଲା । ବରଂ ଏଥିରେ ଅନ୍ୟ ଖେଲାଲିଙ୍କ ଠାରୁ ପୋକେମୋନ ଚୋରାଇବାର ବ୍ୟବସ୍ଥା ରହିଥିଲା । ଏହି ଖେଳରେ, ଅଫଲାଇ‌ନ ଏବଂ ଅନଲାଇ‌ନ ଖେଳିବାର ବ୍ୟବସ୍ଥା ମଧ୍ୟ ରହିଥିଲା ।