"ପୋକେମୋନ କଲୋସେଅମ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୧୩ କ ଧାଡ଼ି:
 
ଏହି ପରି କ୍ରମାନ୍ୱୟରେ ଖେଳିବା ସ‌ହିତ କଲୋସେୟମରେ, ଯୁଦ୍ଧ ଭିତ୍ତିକ ଖେଳର ମଧ୍ଯ ବ୍ୟବସ୍ତା ରହି ଅଛି । "କ୍ୱିକ ବାଟେଲ"ରେ ଖେଳାଳି ଜଣକ, [[କମ୍ପୁଟର]] ସ‌ହ କିମ୍ବା ଅନ୍ୟ ଖେଳାଳିଙ୍କ ସ‌ହିତ ଯୁଦ୍ଧ କରିବାର ବ୍ୟବସ୍ତା ରହି ଅଛି । ଏହି ପ୍ରକାରର ଯୁଦ୍ଧରେ କୌଣସି ଖେଳର ପଇସା କିମ୍ବା ଅନୁଭୁତି ମିଳେ ନାହିଁ ।
 
==ବିକ୍ରୟ==
ଖେଳଟି ବଜାରକୁ ଆସିବା ପୂର୍ବରୁ, ଏହା ଅମାଜନ ଡ଼ଟ କମରେ ସବୁଠୁ ବିକ୍ରି ହେବାକୁ ଥିବା ଖେଳ ଭାବେ ପରିଚିତ ହୋଇ ସାରିଥିଲା । ଇଉନାଇଟେଡ଼ କୀଙ୍ଗଡ଼ମରେ ଏହି ଖେଳଟି ଗେମ କ୍ୟୁବ ସଂସ୍ଥାର ବଜାର ଭାଗ ୧୬ ପ୍ରତିଶତ ରୁ ୩୨ ପ୍ରତିଶତରେ ପହଁଚାଇ ଦେଇ ଥିଲା । ଏବଂ ୨୦୦୪ ରେ ଏହା ଗେମକ୍ୟୁବର ସର୍ବଶ୍ରେଷ୍ଠ ଖେଳ ଭାବେ ମଧ୍ୟ ପରିଚିତ ହୋଇଥିଲା । ଏହା ସହିତ, ୨୦୦୫ ମସିହାରେ ନିତେଣ୍ଡୋର ଖେଳାଳିଙ୍କ ପସନ୍ଦ ଖେଳ ଭାବରେ ୨୫୦୦୦୦ଟି ଭାଗ ବିକ୍ରୟ ହୋଇଯାଇଥିଲା । ୨୦୦୭ ମସିହା ଶେଷ ସୁଦ୍ଧା ଏହି ଖେଳର ବିକ୍ରୟ ୧ ନିୟୁତ ଉପରେ ପହଞ୍ଚି ଯାଇଥିଲା ।