"ଦେବଯାନୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୨୫ କ ଧାଡ଼ି:
ଦେବଯାନୀ ପ୍ରଥମେ [[ଇ ଟିଭି ଓଡ଼ିଆ]]ରେ ପ୍ରସାରିତ ଧାରାବାହିକ ତୁଳସୀରେ ପ୍ରଥମେ ଅଭିନୟ କରିଥିଏଲ ।<ref name="Debjani">{{cite news|title=ପିଣ୍ଟୁଙ୍କ ପରେ ପପୁଙ୍କ ନାୟିକା ବନିଥିଲେ ଦେବଯାନୀ|url=http://archive.sambad.in/news/Entertainment/devjani-acted-with-papu-once/44787.html|accessdate=17 November 2017|newspaper=sambad.in|date=3 April 2017}}</ref> ଏହାପରେ ୨୦୦୬ ମସିହାରେ ସେ [[ଆଇ ଲଭ୍ ମାଇଁ ଇଣ୍ଡିଆ]] କଥାଚିତ୍ରରେ ପାର୍ଶ୍ୱ ଅଭିନେତ୍ରୀ ଭାବରେ ଅଭିନୟ ଆରମ୍ଭ କରିଥିଲେ ।<ref name="ଆଜି ଶୁଭମୁକ୍ତି : ‘ଅଜାତଶତ୍ରୁ’">{{cite news|title=ଆଜି ଶୁଭମୁକ୍ତି : ‘ଅଜାତଶତ୍ରୁ’|url=http://sambad.in/entertainment/todayreleaseajatasatru-107203/|accessdate=23 March 2018|newspaper=sambad.in|date=23 March 2018}}</ref> ୨୦୦୭ ମସିହାରେ ସେ [[ହର ପଟ୍ଟନାୟକ]]ଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର [[ପାଗଳ ପ୍ରେମୀ]]ରେ ନାୟିକାର ସାଙ୍ଗ ଭାବରେ ଅଭିନୟ କରିଥିଲେ । ଏହାପରେ ସେ [[ତୋ ବିନା ମୋ କାହାଣୀ ଅଧା]], [[ଲାଲ ଟୁକୁ ଟୁକୁ ସାଧବ ବୋହୂ]] ଆଦି ଚଳଚ୍ଚିତ୍ରରେ ପାର୍ଶ୍ୱ ଅଭିନେତ୍ରୀ ଭାବରେ ଅଭିନୟ କରିଥିଲେ । ୨୦୧୦ ମସିହାରେ ବ୍ରଜରାଜ ମୁଭିଜ୍‌ର ଚଳଚ୍ଚିତ୍ର [[ଡନ୍]]‌ରେ ଦେବଯାନୀ ମଧ୍ୟ ସ‌ହକାରୀ ଅଭିନେତ୍ରୀ ଭାବରେ ଅଭିନୟ କରିଥିଲେ ।
 
୨୦୧୨ ମସିହାରେ [[ପପୁ ପମ ପମ]]ଙ୍କ ସ‌ହ ଦେବଯାନୀ [[ରଙ୍ଗିଲା ଟୋକା]]ରେ ନାୟିକା ଭାବରେ ପ୍ରଥମ ଥର ପାଇଁ ଅଭିନୟ କରିଥିଲେ ।<ref>{{cite web|title=Cast and Crew of Oriya film Rangila Toka|url=http://www.newodisha.in/rangila-toka-oriya-film-story-cast-crew-wallpapers-and-songs/|publisher=NewOdisha.in|accessdate=6 April 2017}}</ref> ଏହି ଚଳଚ୍ଚିତ୍ରଟି ମୁକ୍ତିଲାଭ କରିବା ପରେ ଦେବଯାନୀ ତାଙ୍କର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ଏହା ପରେ ଦେବଯାନୀ [[ଚାନ୍ଦ ନା ତମେ ତାରା]] ଚଳଚ୍ଚିତ୍ରରେ ସମାନ୍ତରଳ ନାୟିକା ଭାବରେ ଅଭିନୟ କରିଥିଲେ । ନାୟିକା ଭାବରେ ଦେବଯାନୀଙ୍କ ଅଭିନୀତ ଅନ୍ୟ ଚଳଚ୍ଚିତ୍ର ହେଲା: [[ସଲାମ ସିନେମା]], [[ଖାସ୍ ତୁମରି ପାଇଁ]], [[ଅଜାତ ଶତ୍ରୁଅଜାତଶତ୍ରୁ (ଓଡ଼ିଆ କଥାଚିତ୍ର)|ଅଜାତ ଶତ୍ରୁ]] ।<ref name="ଆଜି ଶୁଭମୁକ୍ତି : ‘ଅଜାତଶତ୍ରୁ’"/><ref>{{cite news|title="AjatShatru" Upcoming Odia Film Mahurat Held at Bhubaneswar|url=https://enewsodia.com/ajatshatru-upcoming-odia-film-mahurat-held-bhubaneswar/|accessdate=6 April 2017|newspaper=E News ଓଡ଼ିଆ|date=14 March 2017}}</ref>
 
==ଅଭିନୀତ କଥାଚିତ୍ର==
"https://or.wikipedia.org/wiki/ଦେବଯାନୀ"ରୁ ଅଣାଯାଇଅଛି