"ପୋକେମୋନ କଲୋସେଅମ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୭ କ ଧାଡ଼ି:
==ଖେଳିବା ଶୈଳୀ==
ଦେଖିବାକୁ ଗଲେ ପୋକେମୋନ କଲୋସେଅମ ହେଉଛି ଏକ ତିନି ଡାଇମେନସନ ବିଶିଷ୍ଟ ଏକ ଖେଳ । ଏହି ଖେଳର ମୁଖ୍ୟ ଖେଳାଳୀର ନାମ ହେଉଛି ୱେସ, ଯେ କି ଭିନ୍ନ ଭିନ୍ନ ସ‌ହର ବୁଲି ଅନ୍ୟ ଖେଳାଳୀଙ୍କ ସ‌ହିତ ପୋକେମୋନ ଯୁଦ୍ଧ୍ୟ କରିଥାଏ । ଏହି ଖେଳରେ ନୁଆ ବସ୍ଥୁ କୁ କିଣିବା ପାଇଁ ପୋକେ ମାର୍ଟର ବ୍ୟବ‌ହାର କରାଯାଏ । ଯେଉଁ ସମୟରେ ପୋକେମୋନ ଯୁଦ୍ଧ୍ୟର ପ୍ରାରମ୍ଭ ହୁଏ, ଖେଳାଳୀ ମାନେ ଏକା ସମ‌ୟରେ ଆକ୍ରମଣ ନ କରି, ଜଣଙ୍କ ପରେ ଜଣେ ଆକ୍ରମଣ କରିଥାନ୍ତି ।
 
ଏହାର ଯୁଦ୍ଧ ଗୁଡିକ ମୁଖ୍ୟତଃ ଦ୍ୱେତ ଯୁଦ୍ଧ ପରିକା । ଅର୍ଥାତ ଏଥିରେ ଉଭୟ ପଟୁ ଏକ ସମୟରେ ଦୁଇଟି ପୋକେମୋନ ଭାଗ ନେବାର ବ୍ୟବସ୍ତା ରହିଅଛି । ଏହି ଖେଳରେ ଅଧିକ ପୋକେମୋନ ପାଇବା ପାଇଁ ହେଲେ, ଖେଳାଳିଙ୍କୁ ଅନ୍ୟ ଖେଳାଳିଙ୍କ ପୋକେମୋନ ଜିତିବାକୁ ପଡିଥାଏ । ଏହି ପଧ୍ଧତିକୁ ସ୍ନାଗିଙ୍ଗ ବୋଲି ମଧ୍ୟ କୁହାଯାଏ । ଏଠାରେ ମନେରଖିବାର କଥା ଏହା ଯେ, କେବଳ ଛାୟା ପୋକେମୋନ, ଯାହାର ହୃଦୟଟିକୁ କୁତ୍ରିମ ଉପାୟରେ ବନ୍ଦ କରି ଦିୟା ଯାଇଥାଏ, ତାହାକୁ ହିଁ ଅନ୍ୟ ଖେଳାଳିଙ୍କ ଠାରୁ ନେଇ ହୁଏ । ଏହା ସହ, ଏହି ଖେଳରେ ପୋକେମୋନକୁ ଅନ୍ୟ ଖେଳାଳିଙ୍କ ସହ କ୍ରୟ ବିକ୍ରୟ କରିବାର ମଧ୍ୟ ବ୍ୟବସ୍ଥା ରହିଛି ।
 
ଅନ୍ୟ ପୋକେମୋନ ଖେଳ ମାନଙ୍କ ଭଳି ଏଥିରେ ଆକସ୍ମିକ ପୋକେମୋନ ଦେଖା ଦେବାର ସମ୍ଭାବନା ନାହିଁ । ଏଥିସହିତ, ଯେତେ ବେଳେ ପୋକେମୋନର ଜୀବନ ସରି ଆସିଥାଏ, ତାକୁ ସେଲେବି ସ୍ରଇନକୁ ନେଇକି ଯିବାକୁ ପଡିଥାଏ । ମୁଖ୍ୟତଃ ଛାୟା ପୋକେମୋନକୁ ବିଶୁଦ୍ଧିକରଣ କରିବାକୁ ପଡିଥାଏ । ନ ହେଲେ ସେମାନେ ଖେଳାଳୀର ନିର୍ଦେଶ କୁ ପାଳନ କରି ନଥାନ୍ତି ଏବଂ ସେମାନଙ୍କର ଉନ୍ନତି ବି ହୋଇ ନଥାଏ ।