"ପୋକେମୋନ କଲୋସେଅମ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୪ କ ଧାଡ଼ି:
 
ପୋକେମୋନ କଲୋସେଅମ ୨୦୦୩ ମସିହାରେ ହୋଇଥିବା ଇଲେକ୍ଟ୍ରୋନିକ ଏଣ୍ଟରଟେଂମେଣ୍ଟ ଏକ୍ସପୋରେ ପ୍ରଦର୍ଶିତ ହୋଇଥିଲା । ଉତ୍ତର ଆମେରିକାରେ ବିକ୍ରି ହୋଇଥିବା ଖେଳରେ ପ୍ରାରମ୍ଭିକ ଭାବେ ଏକ ଅଲଗା ଡିସ୍କ ମଧ୍ୟ ରହିଥିଲା ଯାହା କି ଖେଳାଳି ମାନଙ୍କୁ ପୋକେମୋନ ଜିରଚିକୁ ଡାଉନଲୋଡ କରିବାର ସୁଯୋଗ ମଧ୍ୟ ଦେଉଥିଲା । ଏହି ଖେଳଟି ଉନ୍ମୋଚନ ପରେ ଏହାର ସଙ୍ଗୀତ ଏବଂ ଦୃଶ୍ୟମାନଙ୍କୁ ନେଇ ବିଶ୍ୱ ଦରବାରରେ ପ୍ରଶଂସାର ପାତ୍ର ହୋଇଥିଲା । ଏହାର ବୈଷୟିକ ଉନ୍ମୋଚନ ପରେ ଏହାର ୧.୧୫ ନିୟୁତଟି ସଂସ୍କରଣ ଯୁକ୍ତରାଷ୍ଟ୍ର ଆମେରିକାରେ ବିକ୍ରୟ ହୋଇଥିଲା ଏବଂ ଜାପାନରେ ୬୫୬,୨୭୦ଟି ବିକ୍ରୀ ହୋଇଥିଲା ।
 
==ଖେଳିବା ଶୈଳୀ==
ଦେଖିବାକୁ ଗଲେ ପୋକେମୋନ କଲୋସେଅମ ହେଉଛି ଏକ ତିନି ଡାଇମେନସନ ବିଶିଷ୍ଟ ଏକ ଖେଳ । ଏହି ଖେଳର ମୁଖ୍ୟ ଖେଳାଳୀର ନାମ ହେଉଛି ୱେସ, ଯେ କି ଭିନ୍ନ ଭିନ୍ନ ସ‌ହର ବୁଲି ଅନ୍ୟ ଖେଳାଳୀଙ୍କ ସ‌ହିତ ପୋକେମୋନ ଯୁଦ୍ଧ୍ୟ କରିଥାଏ । ଏହି ଖେଳରେ ନୁଆ ବସ୍ଥୁ କୁ କିଣିବା ପାଇଁ ପୋକେ ମାର୍ଟର ବ୍ୟବ‌ହାର କରାଯାଏ । ଯେଉଁ ସମୟରେ ପୋକେମୋନ ଯୁଦ୍ଧ୍ୟର ପ୍ରାରମ୍ଭ ହୁଏ, ଖେଳାଳୀ ମାନେ ଏକା ସମ‌ୟରେ ଆକ୍ରମଣ ନ କରି, ଜଣଙ୍କ ପରେ ଜଣେ ଆକ୍ରମଣ କରିଥାନ୍ତି ।