"ପୋକେମୋନ କଲୋସେଅମ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
No edit summary
୧ କ ଧାଡ଼ି:
ପୋକେମୋନ କଲୋସେଅମ ହେଉଛି ଜିନିଅସ ସୋନୋରିଟିଦ୍ୱାରାସୋନୋରିଟି ଦ୍ୱାରା ନିର୍ମାଣ ହୋଇଥିବା ଏକ ଭୁମିକା ଭିତ୍ତିକ ଭିଡିଓ ଗେମ, ଯାହାର ଉନ୍ମୋଚନ ଦ ପୋକେମୋନ କମ୍ପାନି ଏବଂ ପ୍ରସାର ପ୍ରଚାର [[ନିତେଣ୍ଡୋ]]ଦ୍ୱାରା ହୋଇଥିଲା । ଏହାର ଉନ୍ମୋଚନ ପ୍ରଥମେ ନଭେମ୍ବର ୨୧, ୨୦୧୩ରେ ଜାପାନରେ, ମାର୍ଚ୍ଚ ୨୨, ୨୦୦୪ରେ ଉତ୍ତର ଆମେରିକାରେ ଏବଂ ମଇ ୧୪, ୨୦୦୪ରେ ଇଉରୋପରେ ନିତେଣ୍ଡୋର ଗେମ କ୍ୟୁବ ପାଇଁ ହୋଇଥିଲା । ପୋକେମୋନର ପୁର୍ବ ସଙ୍କଳନ ଭଲି, ଏଥିରେ ପୋକେମୋନ ସ‌ହ ଆକସ୍ମିକ ମିଳନର ସମ୍ଭାବନା ନଥିଲା । ବରଂ ଏଥିରେ ଅନ୍ୟ ଖେଲାଲିଙ୍କ ଠାରୁ ପୋକେମୋନ ଚୋରାଇବାର ବ୍ୟବସ୍ଥା ରହିଥିଲା । ଏହି ଖେଳରେ, ଅଫଲାଇ‌ନ ଏବଂ ଅନଲାଇ‌ନ ଖେଳିବାର ବ୍ୟବସ୍ଥା ମଧ୍ୟ ରହିଥିଲା ।
 
ଏହି ଖେଳର ଆରମ୍ଭ ଓରେ ନାମକ ଏକ ମରୁଭୂମି ଅଞ୍ଚଳରୁ । ଏବଂ ଏହାର ମୁଖ୍ୟ ଖେଳାଳୀର ନାମ ହେଉଛି ୱେସ, ସ୍ନାଗମ ଦଳର ଏକ ପୂର୍ବତନ ସଦସ୍ୟ । ଏହି ଖେଳ ସାରା, ଖେଳାଳି ଜଣକ ଏକ ଛାୟା ପୋକେମୋନକୁ ବଞ୍ଚାଇବାର ପ୍ରଚେଷ୍ଟା କରିଥାଏ । ଛାୟା ପୋକେମୋନ ହେଉଛନ୍ତି ସେହି ପୋକେମୋନ ଯାହାର ହୃଦୟଟି ସିଫରଦ୍ୱାରା ଏକ ବିରୋଧୀ ଦଳଦ୍ୱାରା ମଇଳା କରିଦିଆ ଯାଇଥାଏ । ଏହି ଖେଳରେ ୱେସକୁ ସାହାଯ୍ୟ କରିବା ପାଇଁ ରୁଇ ନାମକ ଏକ ଅଣଖେଳାଳୀର ବ୍ୟବସ୍ଥା ମଧ୍ୟ ରହିଅଛି, ଯେ କୋ ଛାୟା ପୋକେମୋନଙ୍କୁ ଖୋଜି ବାହାର କରିଥାଏ ।