"ମୁକ୍ତିଦାତା ଯୀଶୁ ପ୍ରତିମୂର୍ତ୍ତି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
୪ କ ଧାଡ଼ି:
|caption =
|location = [[କୋର୍କୋଭାଡୋ ପର୍ବତ]], <br> [[ରିଓ ଡି ଜେନିରୋ]], [[ବ୍ରାଜିଲ]]
|designer = ଫରାସୀ ଶିଳ୍ପୀ ପଲ୍ ଲାନ୍ଦୋସ୍କିଙ୍କ ଦ୍ଵାରାଲାନ୍ଦୋସ୍କିଙ୍କଦ୍ଵାରା ମୂର୍ତ୍ତିର ଶରୀର ଖୋଦିତ, ବ୍ରାଜିଲ୍‍ର ଯନ୍ତ୍ରୀ ହେଇଟର୍ ଡା ସିଲ୍‍ଭା କୋଷ୍ଟା ଓ ଫରାସୀ ଯନ୍ତ୍ରୀ ଆଲ୍‍ବର୍ଟ୍ କେକୁଙ୍କ ମିଳିତ ଉଦ୍ୟମରେ ନିର୍ମିତ ଏବଂ ରୋମାନିଆର ଶିଳ୍ପୀ ଘ୍ୟୋର୍ଘେ ଲ୍ୟୋନାଇଡାଙ୍କ ଦ୍ଵାରାଲ୍ୟୋନାଇଡାଙ୍କଦ୍ଵାରା ମୂର୍ତ୍ତିର ମୁଖ ଖୋଦିତ
|material = ଖଡ଼ିପଥର
|length =
୩୬ କ ଧାଡ଼ି:
୧୯୨୨ ମସିହାରେ ଲାନ୍ଦୋସ୍କି ରୋମେନିଆରେ ଜନ୍ମ ଗ୍ରହଣ କରିଥିବା ଓ ଫ୍ରାଂସରେ ତାଙ୍କ ସହ କାମ କରିଥିବା ଶିଳ୍ପୀ ଘ୍ୟୋର୍ଘେ ଲ୍ୟୋନାଇଡାଙ୍କୁ ଏହି ପ୍ରକଳ୍ପରେ ନିୟୋଜିତ କରିଥିଲେ । ଲ୍ୟୋନାଇଡା [[ବୁକାରେଷ୍ଟ]]ର ଲଳିତ-କଳା ଗୃହ ଓ ଇଟାଲୀରେ ଏହା ପୂର୍ବରୁ ମୂର୍ତ୍ତିନିର୍ମାଣ କଳା ଅଧ୍ୟୟନ କରିଥିଲେ । ଲ୍ୟୋନାଇଡା ପରବର୍ତ୍ତୀ ସମୟରେ ମୁକ୍ତିଦାତା ଯୀଶୁ ପ୍ରତିମୂର୍ତ୍ତିର ମସ୍ତକର ରଚୟିତା ହେବାର ଗୌରବ ଲାଭ କରିଥିଲେ ।<ref>{{cite web |url=http://www.rio.rj.gov.br/web/portaldoservidor/exibeconteudo?id=5013051 |title=Cristo Redentor: santuário carioca que virou símbolo da cidade no mundo |publisher=Prefeitura da Cidade do Rio de Janeiro |date=October 20, 2014}} {{Pt icon}}</ref><ref>{{cite web|url=http://anothercoolro.wordpress.com/2012/03/11/gheorghe-leonida-romanian-contribution-to-cristo-redentor/|title=Gheorghe Leonida – Romanian contribution to "Cristo Redentor"|last=Dima|first=Alina}}</ref>
 
ଲାନ୍ଦୋସ୍କିଙ୍କ ମୂର୍ତ୍ତିଗଠନ ନମୁନାକୁ ଅନେକ ଯନ୍ତ୍ରୀ ଓ ବୈଷୟିକ ବିଜ୍ଞାନୀ ଅନୁଭବ କଲେ ଯେ ଯୁକ୍ତ ଚିହ୍ନ ପରି ମୂର୍ତ୍ତିର ନିର୍ମାଣ ପାଇଁ ଷ୍ଟିଲ୍ ପରିବର୍ତ୍ତେ ଦୃଢ଼ କଂକ୍ରିଟ୍ ବ୍ୟବହାର କରିବା ଠିକ୍ ହେବ । ଦୀର୍ଘସ୍ଥାୟିତ୍ଵ ଓ ବ୍ୟବହାରରେ ସହଜ ହେଉଥିବାରୁ ମୂର୍ତ୍ତିର ବାହ୍ୟପାର୍ଶ୍ଵ ଖଡ଼ିପଥର ଦ୍ଵାରାଖଡ଼ିପଥରଦ୍ଵାରା ଗଢ଼ିବାର ଯୋଜନା କରାଗଲା ।<ref name="Travel Channel" /> ୧୯୨୨ରୁ ନେଇ ୧୯୩୧ ମସିହା ପର୍ଯ୍ୟନ୍ତ ୯ ବର୍ଷ ଧରି ନିର୍ମାଣ କାର୍ଯ୍ୟ ଚାଲୁ ରହିଥିଲା ଓ ନିର୍ମାଣ ପାଇଁ ପ୍ରାୟ ତତ୍କାଳୀନ ସମୟର ୨୫୦୦୦୦ ଆମେରିକୀୟ ଡଲାର୍ ମୂଲ୍ୟର ସମ୍ଵଳ ଖର୍ଚ୍ଚ କରାଯାଇଥିଲା । ଏହି କଳାକୃତିଟି ୧୨ ଅକ୍ଟୋବର ୧୯୩୧ ମସିହାରେ ଉଦ୍‍ଘାଟନ କରାଗଲା ।<ref name="Travel Channel" /><ref name="BBC" /> ଉଦ୍‍ଘାଟନ ସମୟରେ ୯୨୦୦ କିଲୋମିଟର୍ ଦୂରରେ ଅବସ୍ଥିତ ରୋମ୍ ସହରରୁ ବେତାର ତରଙ୍ଗର ପ୍ରେରଣ କରି ରିଓରେ ଆଲୋକ ଜଳାଇ ମୂର୍ତ୍ତିକୁ ଉଜ୍ଜ୍ଵଳିତ କରିବାର ଯୋଜନା କରାଯାଇଥିଲା । କିନ୍ତୁ ଖରାପ ପାଗ ଯୋଗୁଁ ରିଓରେ ଥିବା ସ୍ଵିଚ୍ ଦ୍ଵାରାସ୍ଵିଚ୍ଦ୍ଵାରା ଆଲୋକ ପ୍ରଜ୍ଜ୍ଵଳିତ ହୋଇଥିଲା ।<ref name="Riotur">{{cite web|url=http://www.rio.rj.gov.br/riotur/pt/atracao/?CodAtr=3912|title=Cristo Redentor – Histórico da Construção|language=Portuguese|deadurl=yes|archiveurl=https://web.archive.org/web/20090313041840/http://www.rio.rj.gov.br/riotur/pt/atracao/?CodAtr=3912|archivedate=March 13, 2009}}</ref>
 
୨୦୦୬ ମସିହା ଅକ୍ଟୋବର ମାସରେ (ମୂର୍ତ୍ତିର ୭୫ ବର୍ଷପୂର୍ତ୍ତି ଉପଲକ୍ଷେ) ରିଓର ଆର୍ଚ୍-ବିଶପ୍ (ମୁଖ୍ୟ ପାଦ୍ରୀ) କାର୍ଡିନାଲ୍ [[ଐସେବିଓ ଓସ୍କାର୍ ଶାଇଡ୍]] ପ୍ରତିମୂର୍ତ୍ତିର ପାଦଦେଶରେ ଦୀକ୍ଷାଗ୍ରହଣ ଓ ବିବାହ ପରି ଉତ୍ସବ ପାଳନ କରିବା ପାଇଁ ନୋସା ସିନ୍ୟୋରା ଆପାର୍ଚିଡା (ପର୍ତ୍ତୁଗୀଜ ଭାଷାରେ Nossa Senhora Aparecida) ନାମକ ଏକ କ୍ଷୁଦ୍ର ଗୀର୍ଜାଘରର ପ୍ରତିଷ୍ଠା କରାଇଥିଲେ ।<ref name="BBC" />