"ଦେଉଳଝରି ଉଷ୍ଣପ୍ରସ୍ରବଣ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
୩୧ କ ଧାଡ଼ି:
== ଇତିହାସ ଓ କିମ୍ବଦନ୍ତୀ ==
ଇତିହାସ କହେ ବର୍ତ୍ତମାନ ଯେଉ ମନ୍ଦିର ଅଛି ତାହା ୧୯୩୬ ମସିହା କାଦମ୍ବ ରାଜ ବଂଶର ରାଜା କିଶୋର ଚନ୍ଦ୍ର ଦେଓ ତିଆରି କରିଥିଲେ |<ref>{{cite web|title=DEULAJHARI, ATHAMALLICK|url=http://angul.nic.in/deulajhari.htm|publisher=ଓଡ଼ିଶା ପର୍ଯ୍ୟଟନ ବିଭାଗ|accessdate=18 November 2013}}</ref> ପ୍ରାଚୀନକାଳରେ ଆଠମଲ୍ଲିକ ରାଜାଙ୍କ ଦ୍ୱାରା ମନ୍ଦିରଟି ତିଆରି କରାଯାଇଥିଲା | ରାଜା ଏଇ ଉଷ୍ଣପ୍ରସ୍ରବଣଗୁଡିକର ଝରକୁ ସବୁଦିନ ପାଇଁ ବଞ୍ଚେଇ ରଖିବାକୁ ବନ୍ଧ ପକାଇ ରଖିଥିଲେ । ପରେ ଉକ୍ତଝରକୁ ଚୂନ ଓ ସିମେଣ୍ଟକୁଣ୍ଡ ତିଆରି କରି ଏହି ଉଷ୍ଣପ୍ରସ୍ରବଣର ପାଣିକୁ ମହଜୁଦ ରଖିବାର ବ୍ୟବସ୍ଥା କରାଯାଇଥିଲା । ପରେ ଏହାକୁ ସିମେଣ୍ଟ ବାଲିରେ ଯୋଡେଇ କରି ବିକ୍ଷିପ୍ତଭାବରେ ବୋହିଯାଉଥିବା ପାଣିକୁ ଅଟକା ଯାଇପାରିଥିଲା ।<ref>୧୬।୩।୨୦୧୮, ପୃଷ୍ଠା-୧୪, ସଂଚାର</ref> ପରେ ଅନ୍ୟ ପାର୍ଶ୍ବ ମନ୍ଦିର କେତେକ ଶୈବ ଭକ୍ତଙ୍କ ଦ୍ବାରା ତିଆରି ହୋଇଛି |
କିମ୍ବଦନ୍ତୀ ଅଛି ସ୍ଥାନଟି ତ୍ରେତେୟା ଯୁଗରୁ ଜଣାଶୁଣା | ପ୍ରଭୁ ରାମଚନ୍ଦ୍ର, ମାତା ସୀତା ଦେବୀ ଏବଂ ସାନ ଭାଇ ଲକ୍ଷ୍ମଣ ୧୪ ବର୍ଷ ବନବାସ ସମୟରେ ଏହି ସ୍ଥାନରେ ଭଗବାନ ଶିବଙ୍କର ପୂଜା କରିଥିଲେ | କେତେକଙ୍କ ମତରେ ମଧ୍ୟ ସ୍ଥାନଟିକୁ ଜଗତରନାଥ ଜଗନ୍ନାଥଙ୍କ ଆଦିପୀଠ କୁହାଯାଉଛି |
କିନ୍ତୁ କେବେ ଓ କେମିତି ଏଠାରେ ପୂଜା ଆରମ୍ବ ହେଲା ତାହା ଏବେବି ଗବେଷଣାର ବିଷୟ |