"ଗୋଳବାଇ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
No edit summary ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ |
ଟିକେ →ସଂଶୋଧନ: ତଥ୍ୟପେଡ଼ି ଉଇକିକୋଡ଼ |
||
୧ କ ଧାଡ଼ି:
{{Infobox Military Structure|partof=
|location=ଗୋଳବାଇ ଶାସନ, [[ଖୋର୍ଦ୍ଧା]], [[ଓଡ଼ିଶା]], [[ଭାରତ]]
|image=|caption=
|map_type=India Odisha
|map_size=300
|map_caption=
|type=ପ୍ରତ୍ନତାତ୍ତ୍ଵିକ ସ୍ଥଳୀ
|coordinates={{coord|20.0201648|85.5462152
|type:landmark|display=inline,title}}
|code=
|built=|builder=|materials=
|height=|used=
|demolished=|condition=
|open_to_public=ହଁ
|controlledby=|garrison=|current_commander=
|occupants=|battles=|events=|image2=
|caption2=}}
[[Image:AMS Cuttack, Orissa, Golbai.jpg|thumb|୧୯୫୯ର ଏକ ମାନଚିତ୍ରରେ ଗୋଳବାଇ ଶାସନ]]
'''ଗୋଳବାଇ ଶାସନ''' ବା '''ଗୋଳବାଇ''' [[ଖୋର୍ଦ୍ଧା
ଦ୍ଵାଦଶ ଶତାବ୍ଦୀର ଦ୍ଵିତୀୟାର୍ଦ୍ଧ ପର୍ଯ୍ୟନ୍ତ ଗୋଳବାଇ ଲୋକମୁଖରେ ସେତେଟା ପରିଚିତ ନଥିଲା । କିନ୍ତୁ ୧୯୯୦ ଦଶନ୍ଧିରେ ଏଠାରେ ଆବିଷ୍କୃତ ପ୍ରତ୍ନତାତ୍ତ୍ଵିକ ଓ ମଧ୍ୟଯୁଗୀୟ ମନ୍ଦିରର ଅବଶେଷ ଯୋଗୁଁ ଏହି ଗ୍ରାମ ଖ୍ୟାତି ଲାଭ କରିଛି ।<ref name=ASI/> ବର୍ତ୍ତମାନ ସମୟର ଗୋଳବାଇ ଗ୍ରାମର ଦକ୍ଷିଣ-ପୂର୍ବ ଦିଗରେ ପ୍ରାଚୀନ କାଳରେ ଏକ ସଭ୍ୟତା ବା ଜନବସତି ଗଢ଼ି ଉଠିଥିଲା ବୋଲି ଐତିହାସିକମାନେ ମତ ରଖିଛନ୍ତି ।ପାଇକ ବିଦ୍ରୋହରେ ଇଂରେଜମାନଙ୍କ ଉପରେ ଗୋଳା ଫୋପାଡି ବାଇ ହୋଇଥିବାରୁ ଗୋଳବାଇ ନାମ କରଣ କରାଯାଇଛି
==ପ୍ରତ୍ନତାତ୍ତ୍ଵିକ ମହତ୍ତ୍ଵ==
Line ୩୯ ⟶ ୫୫:
==ସାମୁଦ୍ରିକ ବାଣିଜ୍ୟରେ ଗୋଳବାଇର ସ୍ଥାନ==
ମାଳଗୁଣୀ ନଦୀ (ବା ମନ୍ଦାକିନୀ ନଦୀ)ର ଉତ୍ତର ପଟରେ (ବାମ ତଟରେ) ଗୋଳବାଇ ଗ୍ରାମ ଅବସ୍ଥିତ । ଗୋଳବାଇ ଗ୍ରାମର ଉତ୍ତର ଦିଗରେ କିଛି ଦୂରରେ [[ଚିଲିକା ହ୍ରଦ]] ଅବସ୍ଥିତ । ମାଳଗୁଣୀ ମୁଖ୍ୟତଃ ଏକ ପାହାଡ଼ିଆ ନଦୀ ଓ [[ଗଞ୍ଜାମ ଜିଲ୍ଲା
ଗୋଳବାଇ ଓ ଚିଲିକା ପାର୍ଶ୍ଵବର୍ତ୍ତୀ ଅଞ୍ଚଳରୁ ଆବିଷ୍କୃତ ପଥର, ଅସ୍ଥି ଓ ତାମ୍ର ନିର୍ମିତ ବିଭିନ୍ନ ପ୍ରକାରର ନିହାଣ, ଟାଙ୍ଗିଆ ପରି ହତିଆର, ମରାମତି ଉପକରଣରୁ ଗୋଳବାଇରେ ପ୍ରଚୀନ କାଳରେ ଏକ ଡଙ୍ଗା ବା ବୋଇତ ନିର୍ମାଣ ଓ ମରାମତି କେନ୍ଦ୍ର ରହିଥିଲା ବୋଲି ଐତିହାସିକମାନେ ଅନୁମାନ କରିଛନ୍ତି ।<ref name=Patra/> <ref name=Navy/> ପୁଣି ଏହି ଅଞ୍ଚଳରେ ଖନନରୁ ମିଳିଥିବା ତାମ୍ର ନିର୍ମିତ ବନିଶୀ କଣ୍ଟା ଓ ବହୁ ସଂଖ୍ୟକ କାଠ କାମ ଉପଯୋଗୀ ନିହାଣ ଏହି ଅଞ୍ଚଳର ଅନେକ ଲୋକ ମତ୍ସ୍ୟଜୀବୀ ଓ ଡଙ୍ଗା ନିର୍ମାଣକାରୀ ହୋଇଥିବାର ସୂଚନା ଦିଏ ।<ref name=Patra/> ନଦୀପଥରେ ମାଳଗୁଣୀ ନଦୀ ଓ ଦୟାନଦୀ ଯୋଗେ ଚିଲିକା ଓ ବଙ୍ଗୋପସାଗର ପର୍ଯ୍ୟନ୍ତ ଗମନାଗମନ ସମ୍ଭବପର ହୋଇଥିବାରୁ ଏଠାରେ ଯାହାଜ ମରାମତି କେନ୍ଦ୍ର ରହିଥିବା ସମ୍ଭବପର । ଗୋଳବାଇର ପ୍ରାଚୀନ ଯାହାଜ ନିର୍ମାଣ କେନ୍ଦ୍ର ପ୍ରାଚୀନ କଳିଙ୍ଗର ସାମୁଦ୍ରିକ ବାଣିଜ୍ୟର ବିକାଶରେ ସହାୟତା କରିଥିଲା ବୋଲି ମତପୋଷଣ କରାଯାଇଛି ।<ref name=Patra/> ଖ୍ରୀ. ୧୬ଶରୁ ନେଇ ୧୮ଶ ଶତାବ୍ଦୀ ବେଳକୁ ଇଉରୋପୀୟ ଔପନିବେଶିକ ଶକ୍ତିମାନଙ୍କ ଆଗମନ ପରେ ପିପିଲି ଯାହାଜ ନିର୍ମାଣ କେନ୍ଦ୍ର ଭାବେ ପ୍ରସିଦ୍ଧି ଲାଭ କରିଥିଲା ।<ref name=Navy/>
==ଆହୁରି ଦେଖନ୍ତୁ==
* [[ଓଡ଼ିଶାର ସାମୁଦ୍ରିକ ବାଣିଜ୍ୟର ଇତିହାସ]]
* [[ମାଣିକପାଟଣା]]▼
* [[ଚିଲିକା]]▼
▲[[ମାଣିକପାଟଣା]]
* [[ଶିଶୁପାଳଗଡ଼]]▼
▲[[ଚିଲିକା]]
▲[[ଶିଶୁପାଳଗଡ଼]]
==ଆଧାର==
|