"ଗୋଳବାଇ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
No edit summary
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୧ କ ଧାଡ଼ି:
{{Infobox Military Structure|partof=|location=ଗୋଳବାଇ ଶାସନ, [[ଖୋର୍ଦ୍ଧା]], [[ଓଡ଼ିଶା]], [[ଭାରତ]]|image=|caption=|map_type=India Odisha|map_size=300|map_caption=|type=ପ୍ରତ୍ନତାତ୍ତ୍ଵିକ ସ୍ଥଳୀ|coordinates={{coord|20.0201648|85.5462152|type:landmark|display=inline,title}}|code=|built=|builder=|materials=|height=|used=|demolished=|condition=|open_to_public=ହଁ|controlledby=|garrison=|current_commander=|commanders=|occupants=|battles=|events=|image2=|caption2=}}
 
[[Image:AMS Cuttack, Orissa, Golbai.jpg|thumb|୧୯୫୯ର ଏକ ମାନଚିତ୍ରରେ ଗୋଳବାଇ ଶାସନ]]
 
'''ଗୋଳବାଇ ଶାସନ''' ବା '''ଗୋଳବାଇ''' [[ଖୋର୍ଦ୍ଧା]] ଜିଲ୍ଲା (ଅବିଭକ୍ତ ପୁରୀ ଜିଲ୍ଲା)ର ଏକ ଗ୍ରାମ । ଗୋଳବାଇର ଭୌଗୋଳିକ ଅବସ୍ଥିତି ହେଲା ୨୦°୨୫'୧୪" ଉତ୍ତର ଅକ୍ଷାଂଶ; ୮୫°୪୯'୦୩" ପୂର୍ବ ଦ୍ରାଘିମା । [[ଓଡ଼ିଶା]]<nowiki/>ର ରାଜଧାନୀ [[ଭୁବନେଶ୍ୱର|ଭୁବନେଶ୍ଵର]]<nowiki/>ରୁ ଦକ୍ଷିଣ-ପୂର୍ବ ଦିଗକୁ ପ୍ରାୟ ୬୦ କି.ମି. ଦୂରରେ ଅବସ୍ଥିତ । ସଡ଼କ ପଥ ଓ ରେଳପଥଦ୍ଵାରା ଗୋଳବାଇରେ ପହଞ୍ଚିହେବ । [[ବିଜୁ ପଟ୍ଟନାୟକ ବିମାନ ବନ୍ଦର|ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର]] ଗୋଳବାଇର ସବୁଠାରୁ ନିକଟତମ ବିମାନବନ୍ଦର । ଗୋଳବାଇର ପିନ୍ କୋଡ୍ ହେଉଛି ୭୫୨୦୨୦ ।
 
ଦ୍ଵାଦଶ ଶତାବ୍ଦୀର ଦ୍ଵିତୀୟାର୍ଦ୍ଧ ପର୍ଯ୍ୟନ୍ତ ଗୋଳବାଇ ଲୋକମୁଖରେ ସେତେଟା ପରିଚିତ ନଥିଲା । କିନ୍ତୁ ୧୯୯୦ ଦଶନ୍ଧିରେ ଏଠାରେ ଆବିଷ୍କୃତ ପ୍ରତ୍ନତାତ୍ତ୍ଵିକ ଓ ମଧ୍ୟଯୁଗୀୟ ମନ୍ଦିରର ଅବଶେଷ ଯୋଗୁଁ ଏହି ଗ୍ରାମ ଖ୍ୟାତି ଲାଭ କରିଛି ।<ref name=ASI/> ବର୍ତ୍ତମାନ ସମୟର ଗୋଳବାଇ ଗ୍ରାମର ଦକ୍ଷିଣ-ପୂର୍ବ ଦିଗରେ ପ୍ରାଚୀନ କାଳରେ ଏକ ସଭ୍ୟତା ବା ଜନବସତି ଗଢ଼ି ଉଠିଥିଲା ବୋଲି ଐତିହାସିକମାନେ ମତ ରଖିଛନ୍ତି ।ପାଇକ ବିଦ୍ରୋହରେ ଇଂରେଜମାନଙ୍କ ଉପରେ ଗୋଳା ଫୋପାଡି ବାଇ ହୋଇଥିବାରୁ ଗୋଳବାଇ ନାମ କରଣ କରାଯାଇଛି ।
 
==ପ୍ରତ୍ନତାତ୍ତ୍ଵିକ ମହତ୍ତ୍ଵ==
"https://or.wikipedia.org/wiki/ଗୋଳବାଇ"ରୁ ଅଣାଯାଇଅଛି