"ଓଡ଼ିଶୀ ସଙ୍ଗୀତ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
+ ଅଧିକ ତଥ୍ୟ
୧ କ ଧାଡ଼ି:
[[File:Mohini Mohan Patnaik orchestrating an Odissi music composition at Utkal Sangeet Natak Mahavidyalaya.JPG|thumb|[[ଓଡ଼ିଶା]]ର [[ଭୁବନେଶ୍ୱର]]ସ୍ଥିତ [[ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ]]ରେ [[ମୋହିନୀ ମୋହନ ପଟ୍ଟନାୟକ]] ଏକ ଓଡ଼ିଶୀ ସଙ୍ଗୀତ ଗାୟନ ଦଳ ପରିଚାଳନା କରୁଛନ୍ତି ।]]
'''ଓଡ଼ିଶୀ ସଙ୍ଗୀତ''' ([[ଇଂରାଜୀ ଭାଷା|ଇଂରାଜୀ]]: '''Odissi music''', ''oṛiśī'') [[ଓଡ଼ିଶା]]ରେ ଆରମ୍ଭ ହୋଇଥିବା ଏକ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ । ଭରତ ମୁନିଙ୍କ ନାଟ୍ୟଶାସ୍ତ୍ରରେ ଉଲ୍ଲିଖିତ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତରେ ଥିବାସଙ୍ଗୀତର ପାଞ୍ଚଟି ବିଭାଗଶାଖା; ଅବନ୍ତୀ, ପାଞ୍ଚାଳୀ, ଓଡ୍ରମାଗଧୀ, ହିନ୍ଦୁସ୍ଥାନୀ ଓ କର୍ଣ୍ଣାଟକୀ ଭିତରୁ ଓଡ଼ିଶୀ ଉଡ୍ରମାଗଧୀରଓଡ୍ରମାଗଧୀର ଅନ୍ତର୍ଭୁକ୍ତ । ସାଧାରଣତଃ [[ଓଡ଼ିଶୀ ନୃତ୍ୟ]]ରେ ଓଡ଼ିଶୀ ସଙ୍ଗୀତ ପରିବେଷଣ କରାଯାଏ । ଗାୟନ ପାଇଁ ଗୀତ ରଚନା କରୁଥିବା [[ଜୟଦେବ]]ଙ୍କ ସମୟରୁ ଓଡ଼ିଶୀ ସଙ୍ଗୀତ ଉନ୍ନତ ହୋଇ ବିକାଶଲାଭ କରିଥିଲା । ୧୧ଶ ଶତକ ବେଳକୁ [[ଓଡ଼ିଶାର ଲୋକଗୀତ]]ମାନ ତ୍ରିସ୍ୱରୀ, ଚତୁର୍ସ୍ୱରୀ, ପଞ୍ଚସ୍ୱରୀ ଭାବେ ଥିଲା । ଏହା ପରେ ଶାସ୍ତ୍ର୍ରୀୟ ଧାରାରେ ବଦଳାଯାଇଥିଲା । ତେବେ ଓଡ଼ିଶୀ ସଙ୍ଗୀତ [[ଓଡ଼ିଆ ଭାଷା]]ର ବିକାଶ ହେବା ଆଗରୁ ରହିଥିଲା । ଖ୍ରୀ.ପୂ. ଦ୍ୱିତୀୟ ଶତକରେ [[କଳିଙ୍ଗ]]ର ଶାସକ [[ଖାରବେଳ]] ସଙ୍ଗୀତ ଓ ନୃତ୍ୟର ପୃଷ୍ଠପୋଷକତା କରୁଥିଲେ ।<ref name="bare_url">[http://orissagov.nic.in/e-magazine/Orissareview/august-2007/engpdf/Page108-111.pdf] {{dead link|date=July 2013}}</ref>
==ଆରମ୍ଭ ଓ ଇତିହାସ==
[[ଓଡ଼ିଶାର ଇତିହାସ|ଓଡ଼ିଶା]]ର ସଂସ୍କୃତି ଓ ସଙ୍ଗୀତର ପ୍ରମାଣ ବିଭିନ୍ନ ପ୍ରତ୍ନତାତ୍ୱିକ ଖନନରୁ ମିଳିଛି । [[ଅନୁଗୋଳ ଜିଲ୍ଲା]]ର [[ଶଙ୍କରଜଙ୍ଗ]]ଠାରେ ଖନନରୁ ତାମ୍ର ଓ ପ୍ରସ୍ତର ଯୁଗର ପ୍ରମାଣ ମିଳିଥିଲା । ଏଠାରୁ ମସୃଣକରାଯାଇଥିଲା ଶିଳା ଓ ହାତଗଢ଼ା ମାଟିପାତ୍ର ଖୋଳାଯାଇ ମିଳିଥିଲା । କିଛି କିଛି ଶିଳା ବିଶାଳାକାର ଥିଲା । ତେଣୁ ଏଗୁଡ଼ିକୁ ଶିଳାଖମ୍ବ ନାମିତ କରାଯାଇଥିଲା । ଶଙ୍କରଜଙ୍ଗରୁ ମିଳିଥିବା ଶିଳାଖମ୍ବ ପୁରାତନ ବାଦ୍ୟଯନ୍ତ୍ର ବୋଲି ଜଣାଯାଏ ।<ref>[http://orissagov.nic.in/e-magazine/Journal/Journal2/pdf/ohrj-014.pdf] {{wayback|url=http://orissagov.nic.in/e-magazine/Journal/Journal2/pdf/ohrj-014.pdf |date=20091029204543 }}</ref><!-- There are historical evidences in the form of sculptural evidences, i.e. musical instruments, singing and dancing postures of damsels in the Ranigumpha Caves in [[Khandagiri]] and [[Udayagiri and Khandagiri Caves|Udayagiri]] at [[Bhubaneswar]].-->
 
== କଳାକାର ==