"ଶକ୍ତି (ଓଡ଼ିଆ କଥାଚିତ୍ର)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୨୯ କ ଧାଡ଼ି:
'''ଶକ୍ତି''', ୨୦୧୮ରେ ମୁକ୍ତିଲାଭ କରିବାକୁ ଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ରୋନ‌କ ସାହୁ ଏବଂ ମିନତି ସାହୁ ।<ref name="ଶକ୍ତି">{{cite news|title=କରନଙ୍କ କରିସ୍ମା|url=http://samajaepaper.in/epaperimages/03092017/03092017-md-sn-8/292017211747173.jpg|accessdate=8 September 2017|newspaper=ସମାଜ|date=3 September 2017}}</ref> ରଣଜିତ ପଟ୍ଟନାୟକ ଏହି କଥାଚିତ୍ରଟିର କାହାଣୀ ଏବଂ ସଂଳାପ ରଚନା କରିଥିଲେ ।<ref>{{cite news|title='ଶକ୍ତି' ଯୋଡ଼ି|url=http://samajaepaper.in/epaperimages/15102017/15102017-md-sn-8/14102017184425266.jpg|accessdate=15 October 2017|newspaper=[[ସମାଜ]]|date=15 October 2017}}</ref> ସୁଧାକର ବସନ୍ତ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।<ref name="କରନ-ସୂର୍ଯ୍ୟମୟୀଙ୍କ ଚମକ">{{cite news|title=କରନ-ସୂର୍ଯ୍ୟମୟୀଙ୍କ ଚମକ|url=https://samajaepaper.in/epaperimages/03122017/03122017-md-sn-8/212201721917246.jpg|accessdate=7 December 2017|newspaper=[[ସମାଜ]]|date=3 December 2017}}</ref> ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
 
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ କରନ ଏବଂ ସୂର୍ଯ୍ୟମୟୀ ।<ref>{{cite news|title=ଜାନୁଆରିରେ ନୁହେଁ , ଜାଣନ୍ତୁ କେବେ ଆସିବ ‘ଶକ୍ତି’|url=http://sambad.in/entertainment/releaseofshakti-64742/|accessdate=1 February 2018|newspaper=sambad.in|date=13 January 2018}}</ref><ref name="ଶକ୍ତି"/> ମିହିର ଦାସ, ଉତ୍ତମ ମହାନ୍ତି, ପିଣ୍ଟୁ ନନ୍ଦ, ହରିହର ମହାପାତ୍ର, ଗୁଡ୍ଡୁ, ବିଜୁ ବଡ଼ଜେନା, ରାଜୀବ ମହାନ୍ତି, ମଧୁ, ଅପରାଜିତା, ପ୍ରତିଭା ପଣ୍ଡା, ଶୁଭାଶିଷ ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।<ref name="କରନ-ସୂର୍ଯ୍ୟମୟୀଙ୍କ ଚମକ"/><ref>{{cite news|title=ଅର୍ଦ୍ଧେନ୍ଦୁଙ୍କଆସୁଛି ଆତ୍ମ‌ବିଶ୍ୱାସଶକ୍ତି|url=http://samajaepaper.in/epaperimages/11032018/11032018-md-sn-8/1032018201526906.jpg|accessdate=12 March 2018|newspaper=ସମାଜ|date=11 March 2018}}</ref>
 
==ଅଭିନୟ==