"ଲୀନା ମହାନ୍ତି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୧ କ ଧାଡ଼ି:
{{Infobox dancer
| name = ଲୀନା ମହାନ୍ତି
| image =
| alt =
| caption =
| full_name = ଲୀନା ମହାନ୍ତି
| birth_name =
| birth_date = {{birth date and age|1951|10|04}}
| birth_place = [[ଓଡ଼ିଶା]], ଭାରତ
| death_date =
| death_place =
| height =
| occupation =[[ଓଡ଼ିଶୀ]] ନର୍ତ୍ତକୀ ଓ ଗୁରୁ
| years_active =
| current_group =
| former_groups =
| dances = [[ଓଡ଼ିଶୀ]]
| website = <!-- {{URL|website}} -->
}}
 
'''ଲୀନା ମହାନ୍ତି''' ଜଣେ ପ୍ରସିଦ୍ଧ ଓଡ଼ିଶୀ ନର୍ତ୍ତକୀ । ସେ ଉସ୍ତାଦ ବିସମିଲ୍ଲା ଖାନ୍ ଯୁବ ସମ୍ମାନ, ମାହାରୀ ସମ୍ମାନ, ସଂଯୁକ୍ତା ପାଣିଗ୍ରାହୀ ସମ୍ମାନ, ପ୍ରଭୃତି ପାଇଛନ୍ତି ଓ ବିଭିନ୍ନ ମଞ୍ଚରେ ପ୍ରଦର୍ଶନ କରିଛନ୍ତି । ସେ ମଧ୍ୟ ବିଶ୍ୱସାରା ନୃତ୍ୟ ନିର୍ଦ୍ଦେଶନା ତଥା ଶିକ୍ଷା ଦେଇଛନ୍ତି । ସେ [[ଭୁବନେଶ୍ୱର]], [[କୁଆଲାମ୍ପପୁର]],[[ନ୍ୟୁୟର୍କ]], ପ୍ରଭୃତି ଠାରେ ଶିକ୍ଷାକେନ୍ଦ୍ର ଖୋଲିବା ସହ ନୃତ୍ୟ ପ୍ରଦର୍ଶନ କରୁଛନ୍ତି।
 
== ଆଦ୍ୟ ଜୀବନ ==
ଲୀନା ମହାନ୍ତି ବ୍ୟବସାୟୀ ରବିନାରାୟଣ ମହାନ୍ତି ଓ କବି ସ୍ୱର୍ଣ୍ଣଲତା ମହାନ୍ତିଙ୍କ ଠାରୁ ଜନ୍ମ ହୋଇ ଭୁବନେଶ୍ୱରରେ ବଢ଼ିଥିଲେ ।ମାତ୍ର। ମାତ୍ର ତାଙ୍କର ପରିବେଶ ଧାର୍ମିକ ଓ ସାଂସ୍କୃତିକ ଥିଲା, ସେଥିପାଇଁ ଚାରି ବର୍ଷ ବୟସରୁ ଓଡ଼ିଶୀ ଶିଖିବା ଆରମ୍ଭ କରିଥିଲେ । ସେ ପ୍ରଥମେ ପ୍ରସିଦ୍ଧ ଓଡ଼ିଶୀ ଗୁରୁ [[ଦେବପ୍ରସାଦ ଦାସ]]ଙ୍କ ଠାରୁ ଶିଖିଥିଲେ ଓ ତାଙ୍କ ମୃତ୍ୟୁ ପରେ ଗୁରୁ ଦୁର୍ଗା ଚରଣ ରଣବୀରଙ୍କ ନିକଟରୁ ଶିଖିଥିଲେ । ସେ ଏବେ ମଧ୍ୟ ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ କରିବା ସହ ଶିଖଉଛନ୍ତି ।
 
୧୧ ବର୍ଷ ବୟସରେ ସେ ଗୁରୁଦାସଙ୍କ ନିର୍ଦ୍ଦେଶିତ, ଓଡ଼ିଆ ଚଳଚ୍ଚିତ୍ର ''ବସନ୍ତ ରସ''ରେ ରାଧାର ବିଶ୍ୱସ୍ତ ସାଙ୍ଗ ଲଳିତାର ଅଭିନୟ କରିଥିଲେ ।