"ଲୀନା ମହାନ୍ତି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
"'''ଲୀନା ମହାନ୍ତି''' ଜଣେ ପ୍ରସିଦ୍ଧ ଓଡ଼ିଶୀ ନର୍ତ୍ତକୀ..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
 
୨ କ ଧାଡ଼ି:
 
== ଆଦ୍ୟ ଜୀବନ ==
ଲୀନା ମହାନ୍ତି ବ୍ୟବସାୟୀ ରବିନାରାୟଣ ମହାନ୍ତି ଓ କବି ସ୍ୱର୍ଣ୍ଣଲତା ମହାନ୍ତିଙ୍କ ଠାରୁ ଜନ୍ମ ହୋଇ ଭୁବନେଶ୍ୱରରେ ବଢ଼ିଥିଲେ ।ମାତ୍ର ତାଙ୍କର ପରିବେଶ ଧାର୍ମିକ ଓ ସାଂସ୍କୃତିକ ଥିଲା, ସେଥିପାଇଁ ଚାରି ବର୍ଷ ବୟସରୁ ଓଡ଼ିଶୀ ଶିଖିବା ଆରମ୍ଭ କରିଥିଲେ । ସେ ପ୍ରଥମେ ପ୍ରସିଦ୍ଧ ଓଡ଼ିଶୀ ଗୁରୁ [[ଦେବପ୍ରସାଦ ଦାସ]]ଙ୍କ ଠାରୁ ଶିଖିଥିଲେ ଓ ତାଙ୍କ ମୃତ୍ୟୁ ପରେ ଗୁରୁ ଦୁର୍ଗା ଚରଣ ରଣବୀରଙ୍କ ନିକଟରୁ ଶିଖିଥିଲେ । ସେ ଏବେ ମଧ୍ୟ ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ କରିବା ସହ ଶିଖଉଛନ୍ତି ।
 
୧୧ ବର୍ଷ ବୟସରେ ସେ ଗୁରୁଦାସଙ୍କ ନିର୍ଦ୍ଦେଶିତ, ଓଡ଼ିଆ ଚଳଚ୍ଚିତ୍ର ''ବସନ୍ତ ରସ''ରେ ରାଧାର ବିଶ୍ୱସ୍ତ ସାଙ୍ଗ ଲଳିତାର ଅଭିନୟ କରିଥିଲେ ।
 
==ସମ୍ମାନ==
 
 
==ଆଧାର==
{{ଆଧାର}}