"ମୁକ୍ତିଦାତା ଯୀଶୁ ପ୍ରତିମୂର୍ତ୍ତି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
"{{Infobox monument |monument_name = ''ମୁକ୍ତିଦାତା ଯୀଶୁ ପ୍ରତିମୂର୍ତ୍ତି..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
 
୮୬ କ ଧାଡ଼ି:
[[File:Height comparison of notable statues 01.jpg|thumb|250px|ଅନ୍ୟ କିଛି ପ୍ରତିମାଙ୍କ ସହ ତୁଳନା]]
ବିଶ୍ଵର ଅନ୍ୟ କେତେକ ମୁଖ୍ୟ ପ୍ରତିମୂର୍ତ୍ତିଙ୍କ ଆନୁମାନିକ ମାପ :
 
୧. ସ୍ପିଂଗ୍ ଟେମ୍ପଲ୍ ବୁଦ୍ଧ – ୧୫୩ ମିଟର୍ (ପୀଠ ଓ ସିଂହାସନ ସହିତ)
 
୨. ଷ୍ଟାଚ୍ୟୁ ଅଫ୍ ଲିବର୍ଟି – ୯୩ ମିଟର୍ (ପୀଠ ସହିତ)
 
୩. ଦ ମଦର୍‍ଲ୍ୟାଣ୍ଡ କଲ୍‍ସ୍ – ୯୧ ମିଟର୍ (ପୀଠକୁ ବାଦ୍ ଦେଇ)
 
୪. କ୍ରାଇଷ୍ଟ୍ ଦ ରିଡିମର୍ – ୩୮ ମିଟର୍ (ପୀଠ ସହିତ)
 
୫. ଡେଭିଡ୍ ପ୍ରତିମୂର୍ତ୍ତି – ୫.୧୭ ମିଟର୍ (ପୀଠକୁ ବାଦ୍ ଦେଇ)
== ସମାନ ଶୈଳୀରେ ନିର୍ମିତ ଅନ୍ୟ ପ୍ରତିମୂର୍ତ୍ତି ==