"ସ୍ୱର୍ଣ୍ଣ ମନ୍ଦିର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଶିଖ ଐତିହାସିକ ଅଭିଲେଖ ଅନୁସାରେ, ଶିଖ ଗୁରୁ ପରମ୍ପରାର ତୃତୀୟ ଗୁରୁ - ଗୁରୁ ଅମର ଦାସଙ୍କ ପସନ୍ଦରେ ଅମୃତସରର ଭୂମି ଓ ହରମନ୍ଦିର ସାହିବଙ୍କ ଗୃହ ବନାଯାଇଥିଲା । ତାଙ୍କର ଶିଷ୍ୟ ରାମ ଦାସଙ୍କୁ ଆଦେଶ ଦେଇ ଭୂମି ଖୋଜିବା ପରେ ଏକ ନୂତନ ସହର ସହିତ ଯାହାର କେନ୍ଦ୍ରରେ ଏକ ମନୁଷ୍ୟଦ୍ୱାରା ବନା ଯାଇଥିବା ଜଳାଶୟ କରିଥିଲେ, ଏହାକୁ ଗୁରୁ ଦା ଚକ ମଧ୍ୟ କୁହାଯାଇଥାଏ ।{{Sfn|Pardeep Singh Arshi|1989|2014|p=33|pp=5–7}}<div class="cx-overlay"><div class="cx-spinner"></div></div>{{Sfn|Louis E. Fenech|W. H. McLeod|2014|p=33|pp=38-40}} ୧୫୭୪ରେ ରାମ ଦାସ ଗୁରୁ ଆମର ଦାସଙ୍କ ଉତ୍ତରାଧିକାରୀ ବନିଥିଲେ, ଏବଂ ଗୁରୁ ଅମର ଦାସଙ୍କ ପୁତ୍ର ମାନଙ୍କ ଶତ୍ରୁତାପୂର୍ଣ ବିପକ୍ଷର ସାମନା କରିଥିଲେ,{{Sfn|Arvind-Pal Singh Mandair|2013|pp=38-40}} ଗୁରୁ ରାମ ଦାସ ଏକ ସହର ସ୍ଥାପନ କରିଥିଲେ ଯାହା "ରାମଦାସପୁର" ନାମରେ ଜଣାଯାଏ. ସେ ବାବା ବୁଦ୍ଧ (ବୁଦ୍ଧ ଧର୍ମର ଗୌତମ ବୁଦ୍ଧ ନୁହେଁ)ଙ୍କ ସାହାଯ୍ୟରେ ଜଳାଶୟର କାର୍ଯ୍ୟ ପୂରଣ କରିଥିଲେ. ଗୁରୁ ରାମ ଦାସ ତାଙ୍କ କାର୍ଯ୍ୟାଳୟ ଏବଂ ଗୃହ ଏହାର ନିକଟରେ ବନାଇଥିଲେ. ନୂତନ ସହରର ନିର୍ମାଣ ପାଇଁ ସେ ବଣିକ ଓ କଳାକାର ମନକୁ ଭାରତର ବିଭିର୍ଣ୍ଣ ପ୍ରାନ୍ତରୁ ନିମଂତ୍ରଣ କରିଥିଲେ.<ref name="eosramdas">{{Cite web}}</ref>
 
ରାମଦାସପୁର ସହର ଗୁରୁ ଅର୍ଜନଙ୍କ ସମୟରେ ବିସ୍ତାରିତ ହୋଇଥିଲା ଯାହାର ଆର୍ଥିକ ସାହାଯ୍ୟ ଦାନଦ୍ୱାରା ଏବଂ ନିର୍ମାଣ କାର୍ଯ୍ୟ ସ୍ବେଚ୍ଛାସେବୀଙ୍କଦ୍ୱାରା କରାଯାଇଥିଲା । ଏହି ଛୋଟ ସହର ଅମୃତସରର ଏକ ବିରାଟ ସହରରେ ପରିବର୍ତିତ ହୋଇଥିଲା ଓ ଜଳାଶୟ ଭାଗ ସ୍ଵର୍ଣ୍ଣମନ୍ଦିର ପରିସର ରୂପେ ବଦଳି ଥିଲା ।{{Sfn|Christopher Shackle|Arvind Mandair|2013|pp=xv-xvi}}<div class="cx-overlay"><div class="cx-spinner"></div></div> ୧୫୭୪ରୁ୧୫୭୪ ରୁ ୧୬୦୪ ମଧ୍ୟରେ ନିର୍ମାଣ କାର୍ଯ୍ୟ ଗତିବିଧି ମହିମା ପ୍ରକାଶ ବର୍ତ୍ତକରେ ବର୍ଣ୍ଣନା କରାଯାଇଛି ଯାହା କି ଏକ ଅର୍ଧ ଐତିହାସିକ ଶିଖ ସଂତଚରିତ୍ରରେ ଉଲେଖ କରାଯାଇଛି । ଏହା ୧୭୪୨ରେ ତିଆରି କରା ଯାଇଥିଲା ଏବଂ ଏହା ସମସ୍ତ ଦାସ ଗୁରୁଙ୍କ ଜୀବନ ସଂଭାଦିତ ପ୍ରଥମ ପ୍ରାମାଣିକ ଦସ୍ତାଵେଦ ଅଟେ ।<ref>{{cite book|author=W.H. McLeod|title=Textual Sources for the Study of Sikhism |url=https://books.google.com/books?id=7xIT7OMSJ44C&pg=PA28 |year=1990|publisher=University of Chicago Press|isbn=978-0-226-56085-4|pages=28–29}}</ref> ଗୁରୁ ଅର୍ଜନ ୧୬୦୪ରେ ନୂତନ ମନ୍ଦିର ଭିତରେ ଶିଖ ଧର୍ମ ବଚନ ସ୍ଥାପନା କରିଥିଲେ ।{{sfn|Christopher Shackle|Arvind Mandair|2013|pp=xv-xvi}} ଗୁରୁ ରାମ ଦାସଙ୍କ ପ୍ରଚେଷ୍ଟାକୁ ଜାରି ରଖି ଗୁରୁ ଅର୍ଜନ ଅମୃତସରକୁ ଏକ ପ୍ରାଥମିକ ତୀର୍ଥଯାତ୍ରା ସ୍ଥଳ ରୂପେ ସ୍ଥାପନା କରିଥିଲେ । ସିଏ ଲୋକପ୍ରିୟ ସୁଖମଣି ସାହିବଙ୍କ ସହିତ ଯୋଗଦାନ ଦେଇ ବହୁତ ପରିମାଣରେ ଶିଖ ଶାସ୍ତ୍ରର ଲିଖନ କରିଥିଲେ ।<ref>{{Cite book|url=https://books.google.com/books?id=PCQaSH_29i4C&pg=PA6|title=Guru Arjan Dev|last=Mahindara Siṅgha Joshī|publisher=Sahitya Akademi|year=1994|isbn=978-81-7201-769-9|pages=6–8}}</ref><ref>{{Cite book|url=https://books.google.com/books?id=PCQaSH_29i4C&pg=PA6|title=Guru Arjan Dev|last=Mahindara Siṅgha Joshī|publisher=Sahitya Akademi|year=1994|isbn=978-81-7201-769-9|pages=6–8}}</ref>
[[ଫାଇଲ:Ranjit_Singh_at_Harmandir_Sahib_-_August_Schoefft_-_Vienna_1850_-_Princess_Bamba_Collection_-_Lahore_Fort.jpg|thumb|ହରମନ୍ଦିର ସାହିବ ପାର୍ଶ୍ୱରେ ମହାରାଜା ରଂଜିତ ସିଂ ଗୁରୁ ଗ୍ରଂଥ ସାହିବଙ୍କୁ ଶୁଣୁଛନ୍ତି ]]
 
୧୮

ଗୋଟି ସମ୍ପାଦନା