"ସ୍ୱର୍ଣ୍ଣ ମନ୍ଦିର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୭୪ କ ଧାଡ଼ି:
 
=== କୋଳି ଗଛ ===
[[File:Ber ki ped, Harmandir sahib Golden Temple, Punjab.jpg|thumb|କୋଳି ଗଛ, ଶ୍ରୀ ହରମନ୍ଦିର ସାହିବ (ଗୋଲଡେନ ଟେମ୍ପଲ), ପଞ୍ଜାଵ, ଚିତ୍ର - ଫେବୃଆରୀ ୨୦୧୮]]
ସ୍ଵର୍ଣ୍ଣମନ୍ଦିର ପରିସର ଖୋଲା ଥିଲା ଓ ଏହା ମଧ୍ୟରେ ଅଗଣିତ ଗଛ ଜଳାଶୟ ଚାରିପାର୍ଶ୍ୱରେ ଥିଲା। ଏହା ବର୍ତ୍ତମାନ ପାଚେରି ଓ ଦୁଇ ମହଲା ଅଗଣା ସହିତ ୪ଟି ପ୍ରବେଶ ଦ୍ୱାରରେ ପରିବର୍ତିତ, ଯାହା କୋଳି ଗଛ (ଯୁଜୁବେ)ର ରକ୍ଷା କରିଥାଏ। ଏହା ମଧ୍ୟରୁ ଗୋଟିଏ ମୁଖ୍ୟ ଘଣ୍ଟା ଘର ଦେଓରି ଦ୍ୱାର ଦକ୍ଷିଣ ପାଶ୍ୱର୍ରେ ଅଛି, ଯାହାକୁ ବେର ବାବା ବୁଦ୍ଧ କୁହାଯାଏ । ଏହା ଶୀଖ ସମୁଦାୟରେ ବିଶ୍ୱାସ କର ଯାଇଥାଏ କି ବାବା ବୁଦ୍ଧ ଏହିଠାରେ ବସି ଜଳାଶୟ ଓ ମନ୍ଦିରର ନିର୍ମାଣ କାର୍ରୟ ନିରୀକ୍ଷଣ କରିଥିଲେ। ।<ref name="Cole2004p6">{{Harvard citation no brackets|W. Owen Cole|2004|pages=6-9}}</ref>{{Sfn|Pashaura Singh|Louis E. Fenech|2014|pp=435-436}}