"ଭୁଟାନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟିକେ Regular Character Changes
୭୭ କ ଧାଡ଼ି:
ଭୂଟାନରେ ମୁଖ୍ୟତଃ ପାଞ୍ଚଟି ଋତୁ ଅନୁଭୂତ ହୁଏ ଗ୍ରୀଷ୍ମ,ବର୍ଷା,ଶରତ,ଶୀତ,ବସନ୍ତ।ପଶ୍ଚିମ ଭୂଟାନରେ ପ୍ରବଳ ବର୍ଷା ଅନୁଭୂତ ହୁଏ,ଦକ୍ଷିଣ ଭୂଟାନରେ ଗ୍ରୀଷ୍ମ ଓ ଶୀତ ଅନୁଭୂତ ହୁଏ, ଭୂଟାନର ପୂର୍ବ ଓ କେନ୍ଦ୍ର ପଶ୍ଚିମ ଅପେକ୍ଷା ଶୁଷ୍କ ରୁହେ।
==ପଶୁପକ୍ଷୀ==
ଭୂଟାନର ଦକ୍ଷିଣରେ Bengal tiger, clouded leopard, hispid hare the sloth bear ଆଦି ଦେଖିବାକୁ ମିଳନ୍ତି। ଆଉ କିଛି ଅଞ୍ଚଳରେ grey langur, tiger, goral and serow ଆଦି ଦେଖିବାକୁ ମିଳନ୍ତି। ବାଉଁଶ ଗଛ ଓ ଫଳ ଗଛ ଆଦି Himalayan black bear, red panda, squirrel, sambar, wild pig, barking deer ମାନଙ୍କୁ ବାସ ପ୍ରଦାନ କରିଥାନ୍ତି। ବୃହତ୍ତ ପର୍ବତ ଗୁଡିକ snow leopard, blue sheep, marmot, Tibetan wolf, antelope, Himalayan musk deer, takin ଆଦିଙ୍କୁ ବାସ ପ୍ଦାନ କରିଥାନ୍ତି। takin ଭୂଟାନ ରଭୂଟାନର ଜାତୀୟ ପଶୁ।
==କୃଷି==
ଭୂଟାନରୁ ଉତ୍ତର ଆମେରିକା ଓ ଇୟୁରୋପକୁ ବହୁଳ ମାତ୍ରାରେ ନାଲି ଚାଉଳ ରପ୍ତାନୀ ହୋଇଥାଏ। ବାଂଲାଦେଶ ଭୂଟାନର ସେଓ ଓ କମଳା ପାଇଁ ଏକ ବୃହତ୍ ବଜାର ଅଟେ।
"https://or.wikipedia.org/wiki/ଭୁଟାନ"ରୁ ଅଣାଯାଇଅଛି