"ପାର୍ବତୀ ଘୋଷ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୬୩ କ ଧାଡ଼ି:
 
==ମୃତ୍ୟୁ==
ପାର୍ବତୀ ୧୨ ଫେବୃଆରୀ ୨୦୧୮ରେ ପାଖାପାଖି ରାତି ସାଢ଼େ ୧୨ଟା ବେଳେ ହଠାତ୍ ଅସୁସ୍ଥ ଅନୁଭବ କରିଥିଲେ, ତେଣୁ ତାଙ୍କୁ ତୁରନ୍ତ ହସ୍ପାତାଳକୁ ନିଆଯାଇଥିଲା । ସେତେବେଳକୁ ତାଙ୍କର ଦେହାନ୍ତ ହୋଇସାରିଥିଲା ।<ref name="ପାର୍ବତୀ ଘୋଷ ଆଉ ନାହାନ୍ତି"/><ref>{{cite news|title=ବର୍ଷିଆନ ଅଭିନେତ୍ରୀ ପାର୍ବତୀ ଘୋଷଙ୍କ ପରଲୋକ|url=http://odishareporter.in/odisha/ollywood-actress-parbati-ghosh-passes-away/|accessdate=12 February 2018|newspaper=Odisha Reporter|date=12 February 2018}}</ref>
 
== ଆଧାର ==