"ପାର୍ବତୀ ଘୋଷ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୧୫ କ ଧାଡ଼ି:
| imagesize = 150px
}}
'''ପାର୍ବତୀ ଘୋଷ:''' ପାର୍ବତୀ(ଜନ୍ମ ଘୋଷ୨୮ ମାର୍ଚ (ଜନ୍ମ୧୯୩୩)<ref>{{cite web|last=Palit|first=Ashok|title=Orissa: ମାର୍ଚ୍ଚFirst ୨୮,Women ୧୯୩୩Director )of Odia Cinema|url=http://www.orissadiary.com/ShowEntertainmentNews.asp?id=28018|publisher=OMIS Private Limited|accessdate=18 June</ref> ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣେ ଅଭିନେତ୍ରୀ, ପ୍ରଥମ ମହିଳା ନିର୍ଦ୍ଦେଶିକା ତଥା ପ୍ରଯୋଜିକା।ପ୍ରଯୋଜିକା । ଓଡ଼ିଆ ନାଟକ <nowiki>''</nowiki>ମମତା<nowiki>''</nowiki> ଓ ହିନ୍ଦୀ ନାଟକ <nowiki>''</nowiki>ଦୋ ଅାଁସୁ<nowiki>''</nowiki>ରେ ପାଞ୍ଚ ବର୍ଷ ବୟସରୁ ଅଭିନୟ ଆରମ୍ଭ କରିଥିଲେ।<ref>ଦ ସନ୍‌ଡେ ଇଣ୍ଡିଆନ୍</ref> ୧୯୫୦ ମସିହାରେ ଶିଶୁ କଳାକାର ଭାବରେ <nowiki>''ଶ୍ରୀ ଜଗନ୍ନାଥ'' ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ୧୯୫୩ ମସିହାରେ ''</nowiki>ଅାମରି ଗାଁ ଝିଅ" ଚଳଚ୍ଚିତ୍ରରେ ଗୌର ଘୋଷଙ୍କ ବିପକ୍ଷରେ ନାୟିକା ଭାବେ ଅଭିନୟ କରିଥିଲେ। ସେ ସମୁଦାୟ ଅାଠଟିରୁ ଊର୍ଦ୍ଧ୍ୱ ସିନେମାରେ ଅଭିନୟ କରିବା ସହ ୬ଟିରେ ପ୍ରଯୋଜନା ଏବଂ ଦୁଇଟିରେ ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇଛନ୍ତି। ସେ ଅଭିନୟ କରିଥିବା ସିନେମାଗୁଡ଼ିକ ମୁଖ୍ୟତଃ ସାମାଜିକ କାହାଣୀ ଉପରେ ଅାଧାରିତ। ସେ ଏକାଧିକ ସମ୍ମାନରେ ସମ୍ମାନିତ ହୋଇଛନ୍ତି।
'''ପାର୍ବତୀ ଘୋଷ''' (ଜନ୍ମ ୨୮ ମାର୍ଚ ୧୯୩୩)<ref>{{cite web|last=Palit|first=Ashok|title=Orissa: First Women Director of Odia Cinema|url=http://www.orissadiary.com/ShowEntertainmentNews.asp?id=28018|publisher=OMIS Private Limited|accessdate=18 June</ref>
 
ପାର୍ବତୀ ଘୋଷ: ପାର୍ବତୀ ଘୋଷ (ଜନ୍ମ: ମାର୍ଚ୍ଚ ୨୮, ୧୯୩୩ ) ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣେ ଅଭିନେତ୍ରୀ, ପ୍ରଥମ ମହିଳା ନିର୍ଦ୍ଦେଶିକା ତଥା ପ୍ରଯୋଜିକା। ଓଡ଼ିଆ ନାଟକ <nowiki>''</nowiki>ମମତା<nowiki>''</nowiki> ଓ ହିନ୍ଦୀ ନାଟକ <nowiki>''</nowiki>ଦୋ ଅାଁସୁ<nowiki>''</nowiki>ରେ ପାଞ୍ଚ ବର୍ଷ ବୟସରୁ ଅଭିନୟ ଆରମ୍ଭ କରିଥିଲେ।<ref>ଦ ସନ୍‌ଡେ ଇଣ୍ଡିଆନ୍</ref> ୧୯୫୦ ମସିହାରେ ଶିଶୁ କଳାକାର ଭାବରେ <nowiki>''ଶ୍ରୀ ଜଗନ୍ନାଥ'' ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ୧୯୫୩ ମସିହାରେ ''</nowiki>ଅାମରି ଗାଁ ଝିଅ" ଚଳଚ୍ଚିତ୍ରରେ ଗୌର ଘୋଷଙ୍କ ବିପକ୍ଷରେ ନାୟିକା ଭାବେ ଅଭିନୟ କରିଥିଲେ। ସେ ସମୁଦାୟ ଅାଠଟିରୁ ଊର୍ଦ୍ଧ୍ୱ ସିନେମାରେ ଅଭିନୟ କରିବା ସହ ୬ଟିରେ ପ୍ରଯୋଜନା ଏବଂ ଦୁଇଟିରେ ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇଛନ୍ତି। ସେ ଅଭିନୟ କରିଥିବା ସିନେମାଗୁଡ଼ିକ ମୁଖ୍ୟତଃ ସାମାଜିକ କାହାଣୀ ଉପରେ ଅାଧାରିତ। ସେ ଏକାଧିକ ସମ୍ମାନରେ ସମ୍ମାନିତ ହୋଇଛନ୍ତି।
 
== ବିବାହ ଓ ପରିବାର ==