"ଜଗନ୍ନାଥ ଦାସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
→‎ଜଗନ୍ନାଥ ଦାସ ଓ ମଠ: ଫିକ୍ସଡ଼ ବନାନ
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
+ ଚିତ୍ର
ଟ୍ୟାଗ: 2017 source edit
୩ କ ଧାଡ଼ି:
| honorific_prefix = ଅତିବଡ଼ି
| name = ଜଗନ୍ନାଥ ଦାସ
| image = Atibadi Jagannatha Dasa (cropped).jpg
| alt =
| caption = ଭୁବନେଶ୍ୱରର ଭଞ୍ଜ କଳାମଣ୍ଡପଠାରେ ଥିବା ଅତିବଡ଼ିଙ୍କ ପ୍ରତିମୂର୍ତ୍ତି
| caption =
| birth_date = ଭାଦ୍ରବ ଶୁକ୍ଳ ଅଷ୍ଟମୀ (ରାଧାଷ୍ଟମୀ), ୧୪୯୦<!--{{birth date and age|1937|09|17}}-->
| birth_place = କପିଳେଶ୍ଵର, [[ପୁରୀ ଜିଲ୍ଲା|ପୁରୀ]], [[ଓଡ଼ିଶା]]
୧୪ କ ଧାଡ଼ି:
| known_for =
|notable works= [[ଓଡ଼ିଆ ଭାଗବତ]]<ref>{{cite web |url= http://puri.nic.in/great.htm |title=Eminent Personalities |first= |last= |work=puri.nic.in |year=2012 [last update] |quote=JAGANNATH DAS the famed translator of the Bhagabat into Oriya |accessdate=7 November 2012}}</ref>
| occupation = ପୌରାଣିକ କବି
}}
'''ଜଗନ୍ନାଥ ଦାସ''' (୧୪୯୦-୧୫୫୦) ''(କେତେକ ମତ ଦେଇଥାନ୍ତି ତାଙ୍କ ଜୀବନ କାଳ (୧୪୯୨-୧୫୫୨) ଭିତରେ)''<ref>{{cite web |url= http://orissadiary.com/personality/poet/JAGANNATHA_DAS.asp |title=ATIBADI JAGANNATHA DAS, POET THE GREAT |first= |last= |work=orissadiary.com |quote=Historians differ and opine that he was born in 1490 ‘Bhadra Shukla Pakhya’, Radhastami Day about 5 kms away from Puri, in Kapileswarpur Sashana. As per ‘Odissa Sahitya Academy Publication titled Jagannath Das written by Bhagabana Panda, the done of birth of poet Sait Jagannath Das is 1491 and he had a life span of 59 years (1491-1550). Others opine that his exact span of life was sixty years (1492-1552). |accessdate=7 November 2012}}</ref> ଜଣେ [[ଓଡ଼ିଆ ଲୋକ|ଓଡ଼ିଆ]] କବି ଓ ସାଧକ ଥିଲେ । ସେ [[ଓଡ଼ିଆ ସାହିତ୍ୟ]]ର [[ପଞ୍ଚସଖା]]ଙ୍କ (ପାଞ୍ଚ ଜଣ [[ଭକ୍ତି ଆନ୍ଦୋଳନ|ଭକ୍ତ]]କବିଙ୍କ ସମାହାର; [[ଅଚ୍ୟୁତାନନ୍ଦ ଦାସ]], [[ବଳରାମ ଦାସ]], [[ଶିଶୁ ଅନନ୍ତ ଦାସ]], [[ଯଶୋବନ୍ତ ଦାସ]]) ଭିତରୁ ଜଣେ । ଏହି ପଞ୍ଚସଖା ଓଡ଼ିଶାରେ "ଭକ୍ତି" ଧାରାର ଆବାହକ ଥିଲେ । [[ଚୈତନ୍ୟ ମହାପ୍ରଭୁ|ଚୈତନ୍ୟ ଦେବଙ୍କ]] ପୁରୀ ଆଗମନ ସମୟରେ ସେ ଜଗନ୍ନାଥ ଦାସଙ୍କ ଭକ୍ତିଭାବରେ ପ୍ରୀତ ହୋଇ ସମ୍ମାନରେ ଜଗନ୍ନାଥଙ୍କୁ "ଅତିବଡ଼ି" ଡାକୁଥିଲେ (ଅର୍ଥାତ: "ଜଗନ୍ନାଥଙ୍କର ସବୁଠାରୁ ବଡ଼ ଭକ୍ତ"‌) । ଜଗନ୍ନାଥ [[ଓଡ଼ିଆ ଭାଗବତ]]ର ରଚନା କରିଥିଲେ ।<ref name=Utkalaprasanga>{{cite journal|last=Acharya|first=Shrinibasa|title=ଅତିବଡ଼ୀ ଜଗନ୍ନାଥ ଦାସ|journal=ଉତ୍କଳ ପ୍ରସଙ୍ଗ|issue=July 2016|pages=53-59|url=http://odisha.gov.in/e-magazine/utkalprasanga/2016/July/Julyoriya.htm|accessdate=3 August 2016}}</ref>