"ମିସ ଓଡ଼ିଶା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୧ କ ଧାଡ଼ି:
ବିଶ୍ଵ ଦରବାରରେ ଓଡ଼ିଆ ଚଳଣି ତଥା ସଂସ୍କୃତିକୁ ଉପସ୍ଥାପନ କରିବା, ଓଡ଼ିଆ ଯୁବତୀମାନଙ୍କୁ ମିସ ଇଣ୍ଡିଆ ପ୍ରତିଯୋଗିତାରେ ଭାଗନେବା ସହଜ କରିବା ଏବଂ ଯୁବାବସ୍ଥାରେ ପାଦଦେଉଥିବା ଝିଅମାନଙ୍କ ପାଇଁ ଓଡ଼ିଆ ଛାପଥିବା ନୂଆ ରୋଲ ମଡେଲ ପ୍ରସ୍ତୁତ କରବା ଆଦି ଲକ୍ଷ୍ୟ ନେଇ ଜ୍ୟୋସ୍ନା ରାଉତରାୟ ମେମୋରିଆଲ ଚାରିଟେବଲ ଟ୍ରଷ୍ଟ ପୃସ୍ତୁତ ମିସ ଓଡ଼ିଶା - ମୁଁ ଓଡ଼ିଶା ସୁନ୍ଦରୀ ପ୍ରତିଯୋଗିତା ୨୦୧୪ ମସିହାରୁ ଆରମ୍ଭ ହୋଇଛି ।<ref>http://www.missodisha.in</ref>
===ମିସ ଓଡ଼ିଶା - ଓଡ଼ିଶା ସୁନ୍ଦରୀ ୨୦୧୪ ବିଜେତା===
ଏକ୍ସଆଇଏମବି ପରିସରରେ ଅନୁଷ୍ଠିତ ‘ମୁଁ ମିସ୍‍ ଓଡ଼ିଶା’ ଗ୍ରାଣ୍ଡ ଫିନାଲେରେ ଦାମନଯୋଡ଼ିର [[ଜ୍ୟୋତିର୍ମୟୀ ବଳ]] ‘ମୁଁ ମିସ୍‍ ଓଡ଼ିଶା’ ବିବେଚିତ ହୋଇଛନ୍ତି । ଭୁବନେଶ୍ୱରରେ ଏମ୍‍ବିଏ ପଢୁଥିବା ଜ୍ୟୋତିର୍ମୟୀ ମଡେଲିଂ କରୁଛନ୍ତି । ବିଶ୍ୱସୁନ୍ଦରୀ ପ୍ରତିଯୋଗିତା ପାଇଁ ବି ସେ ପ୍ରସ୍ତୁତି କରିବେ ସୁଯୋଗ ମିଳଲେ ବଲିଉଡ୍‍ରେ କାମ କରିବେ ବୋଲି କହିଛନ୍ତି । <ref>http://sambadepaper.com/epaperpdf%5C23122014%5C23-md-bm-14.pdf</ref> ସେହିପରି ସଙ୍କଲପୁରର ପୂଜା ତ୍ରିପାଠୀ ପ୍ରଥମ ରନର୍ସ ଅପ ଓ ଜଗତସିଂହପୁରର [[ସୁପ୍ରିୟା ନାୟକ]] ଦ୍ୱିତୀୟ ରନର୍ସ ଅପ ହୋଇଛନ୍ତି । ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲେ ବଲିଉଡ ନାୟିକା ଇଲିଆନା । ସେ ବିଜୟିନୀଙ୍କୁ ମୁକୁଟ ପିନ୍ଧାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓଲିଉଡ ନାୟକ ସବ୍ୟସାଚୀ, ନାୟିକା ଅର୍ଚ୍ଚିତା, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ନିର୍ଦେଶକ ଅବିନାଶ ନନ୍ଦ ପ୍ରମୁଖ ଯୋଗ ଦେଇଥିଲେ । <ref>http://eodisha.org/jyotirmayee-bal-wins-title-mu-miss-odisha-2014-odisha-model-lifestyle/</ref>
 
===ମିସ ଓଡ଼ିଶା - ଓଡ଼ିଶା ସୁନ୍ଦରୀ ୨୦୧୫ ବିଜେତା===