"ଅବନୀ କୁମାର ବରାଳ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
ସଜାଣି
୧ କ ଧାଡ଼ି:
{{ସୁଧାର}}
{{ଛୋଟ|Abani Kumar Boral}}
'''ଅବନୀ କୁମାର ବରାଳ''' [[ଓଡ଼ିଶା]]ର ଜଣେ ପ୍ରବୀଣ ଶିକ୍ଷାବିଦ ଓ ଶିକ୍ଷକ ନେତା ଥିଲେ ।<ref>{{cite news|title=Prof Abani Baral passes away|url=http://www.thestatesman.net/news/23870-Prof-Abani-Baral-passes-away.html|accessdate=18 November 2013|newspaper=ଷ୍ଟେଟ୍ସମ୍ୟାନ}}</ref>
{{Infobox person
ପ୍ରବୀଣ ଶିକ୍ଷାବିତ୍, ସାହିତ୍ୟିକ, ଶିକ୍ଷକମାନଙ୍କ ନାର୍ଯ୍ୟଦାବୀ ପାଇଁ ବିଭିନ୍ନ ଆନ୍ଦୋଳନର ପୁରୋଧା ତଥା କମ୍ୟୁନିଷ୍ଟ ଦଳର ତୁଙ୍ଗନେତା ଅବନୀ କୁମାର ବରାଳଙ୍କର ୭.୧୧.୨୦୧୩ ଗୁରୁବାର ଦିନ ପୂର୍ବାହ୍ନରେ ପରଲୋକ ହୋଇଯାଇଛି । ଦିବଂଗତ ନେତାଙ୍କର ପତ୍ନୀ ଆଦରମଣି, ଦୁଇ ପୁଅ ଆଭାସ ଓ ଆକାଶଙ୍କ ସହ ଦୁଇ ଝିଅ ଅଛନ୍ତି । ସେ [[ଜଗତସିଂହପୁର ଜିଲ୍ଲା]] ବିରିଡି ବ୍ଳକ ଅନ୍ତର୍ଗତ ହଳଦିଆପଡା ଗ୍ରାମରେ ୧୯୨୫, ମେ ୩ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ଓ [[କଟକ]]ରେ ଓଡ଼ିଆରେ ସ୍ନାତକୋତ୍ତର ଶିକ୍ଷା ଲାଭ କରିଥିଲେ । ଶିକ୍ଷା ସମାପ୍ତି ପରେ ସେ ଖୋର୍ଦ୍ଧାର ପ୍ରାଣନାଥ ମହାବିଦ୍ୟାଳୟରେ ଅଧ୍ୟାପନା ବୃତ୍ତିରେ ଯୋଗଦେଇଥିଲେ । ୧୯୯୪ମେ ମାସରେ ସେଠାରୁ ଅଧ୍ୟକ୍ଷ ଭାବେ ଅବସର ଗ୍ରହଣ କରିଥିଲେ । ତାଙ୍କର ମହାବିଦ୍ୟାଳୟ ଅଧ୍ୟୟନ ବେଳରୁ ତାଙ୍କ ସାଂଗଠନିକ ଦକ୍ଷତା ଓ ନେତୃତ୍ଵର ପ୍ରକାଶିତ ହୋଇଥିଲା । ବାମପନ୍ଥୀ ଆଦର୍ଶରେ ଉଦ୍‌ବୁଦ୍ଧ ହୋଇ ସେ ଅଖିଳ ଭାରତୀୟ ଛାତ୍ର ସଂଘ, ଗଣତାନ୍ତ୍ରିକ ଯୁବ ସଂଘ ଓ ଇସ୍‌କସ୍ ଭଳି ସଙ୍ଗଠନରେ ସାମିଲ ହୋଇଥିଲେ । କମ୍ୟୁନିଷ୍ଟ ପାର୍ଟିର ମୁଖପାତ୍ର 'ନୂଆ ଦୁନିଆ'ର ପ୍ରତିଷ୍ଠାତା ସମ୍ପାଦକ ଭାବେ ସାମ୍ୟବାଦୀ ଆଦର୍ଶର ପ୍ରଚାର କରାଇଥିଲେ । ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ)ର ରାଜ୍ୟ ସମ୍ପାଦକ ଭାବେ ଦୀର୍ଘକାଳ ଦାୟିତ୍ଵ ତୁଲାଇଥିଲେ । ଶିକ୍ଷକ ସଂଘ ନେତା ଭାବେ ତାଙ୍କ ନେତୃତ୍ଵରେ ପ୍ରାଥମିକ ଶିକ୍ଷକଙ୍କଠାରୁ ଆରମ୍ଭକରି ଅଧ୍ୟାପକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ନେଇ ଶିକ୍ଷକ ମହାସଂଘ ଗଠନ କରାଯାଇଥିଲା । ମହାସଂଘର ଛତାତଳେ ଅନେକ ଆନ୍ଦୋଳନାତ୍ମକ ପଦକ୍ଷେପଦ୍ଵାରା ଶିକ୍ଷକ ସମାଜର ଅନେକ ସମସ୍ୟାର ସମାଧାନ କରାଇଥିଲେ । ସର୍ବଭାରତୀୟସ୍ତରରେ ଜଣେ ଆଗଧାଡ଼ିର ଶିକ୍ଷକ ନେତା ଭାବେ ତାଙ୍କର ପରିଚିତ ଥିଲେ । ବିଶ୍ଵ ଶିକ୍ଷକ ମହାସଂଘର ସେ ଉପସଭାପତି ପଦ ମଣ୍ଡନ କରିଥିଲେ । ବିଶ୍ଵଦରବାରରେ ସେ ଶିକ୍ଷା ଓ ଶିକ୍ଷକ ଆନ୍ଦୋଳନ ସମ୍ପର୍କିତ ବହୁ ସମ୍ମିଳନୀକୁ ଭାରତର ପ୍ରତିନିଧିତ୍ଵ କରିଥିଲେ । ରାଜ୍ୟରେ ଶିକ୍ଷା ସଂସ୍କାର ଓ ଶିକ୍ଷକ କର୍ମଚାରୀଙ୍କ ସ୍ଵାର୍ଥରକ୍ଷା କ୍ଷେତ୍ରରେ ତାଙ୍କର ଅବଦାନ ରହିଛି । ବିଭିନ୍ନ ଗଣମାଧ୍ୟମରେ ସ୍ତମ୍ଭକାର ଭାବେ ଓ ଦୁଇ ଡଜନରୁ ଅଧିକ ପୁସ୍ତକ ରଚନା ସାହିତ୍ୟ ଜଗତରେ ବିଶେଷ ଖ୍ୟାତି ରହିଛି । ଓଡ଼ିଶା ସାହିତ୍ୟ ଏକାଡେମୀଦ୍ଵାରା ସେ ମଧ୍ୟ ସମ୍ଵର୍ଦ୍ଧିତ ହୋଇଛନ୍ତି । ଏହା ବ୍ୟତୀତ ବହୁ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ଅନେକ ସମ୍ମାନ ଓ ସମ୍ଵର୍ଦ୍ଧନା ପ୍ରଦାନ କରାଯାଇଛି । <ref>ସମାଜ, ପୃଷ୍ଠା-୧, ଶୁକ୍ରବାର ୮ନଭେମ୍ବର ୨୦୧୩</ref>
| name =
| image =
| imagesize = 150px
| caption =
|birth_name = ଅବନୀ କୁମାର ବରାଳ
| birth_date = {{Birth date|df=y|1925|05|03}}
| birth_place = ହଳଦିଆପଡା, ବିରିଡ଼ି, [[ଜଗତସିଂହପୁର ଜିଲ୍ଲା|ଜଗତସିଂହପୁର]]
| death_date = {{Death date and age|df=y|2013|11|07|1925|05|03}}
| death_place =
| spouse = ଆଦରମଣି
| children = [[ଆଭାସ କୁମାର ବରାଳ|ଆଭାସ]], ଆକାଶ
| years_active =
| occupation =
| parents =
}}
 
 
'''ଅବନୀ କୁମାର ବରାଳ'''(୩ ମେ ୧୯୨୫-୭ ନଭେମ୍ବର ୨୦୧୩) [[ଓଡ଼ିଶା]]ର ଜଣେ ପ୍ରବୀଣ ଶିକ୍ଷାବିଦ ଓ ଶିକ୍ଷକ ସଂଘ ନେତା ଥିଲେ ।<ref>{{cite news|title=Prof Abani Baral passes away|url=http://www.thestatesman.net/news/23870-Prof-Abani-Baral-passes-away.html|accessdate=18 November 2013|newspaper=ଷ୍ଟେଟ୍ସମ୍ୟାନ}}</ref> [[ଭାରତୀୟ କମ୍ୟୁନିଷ୍ଟ ପାର୍ଟି|ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ସିପିଆଇ)ର]] ରାଜ୍ୟ ସମ୍ପାଦକ ଭାବେ ଦୀର୍ଘକାଳ ଦାୟିତ୍ଵ ତୁଲାଇଥିଲେ ।<ref>http://www.thehindu.com/todays-paper/tp-national/abani-boral-passes-away/article5332478.ece</ref>
 
ପ୍ରବୀଣ ଶିକ୍ଷାବିତ୍, ସାହିତ୍ୟିକ, ଶିକ୍ଷକମାନଙ୍କ ନାର୍ଯ୍ୟଦାବୀ ପାଇଁ ବିଭିନ୍ନ ଆନ୍ଦୋଳନର ପୁରୋଧା ତଥା କମ୍ୟୁନିଷ୍ଟ ଦଳର ତୁଙ୍ଗନେତା ଅବନୀ କୁମାର ବରାଳଙ୍କର ୭.୧୧.୨୦୧୩ ଗୁରୁବାର ଦିନ ପୂର୍ବାହ୍ନରେ ପରଲୋକ ହୋଇଯାଇଛି । ଦିବଂଗତ ନେତାଙ୍କର ପତ୍ନୀ ଆଦରମଣି, ଦୁଇ ପୁଅ ଆଭାସ ଓ ଆକାଶଙ୍କ ସହ ଦୁଇ ଝିଅ ଅଛନ୍ତି । ସେ [[ଜଗତସିଂହପୁର ଜିଲ୍ଲା]] ବିରିଡିବିରିଡ଼ି ବ୍ଳକ ଅନ୍ତର୍ଗତ ହଳଦିଆପଡା ଗ୍ରାମରେ ୧୯୨୫, ମେ ୩ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ଓ [[କଟକ]]ରେ ଓଡ଼ିଆରେ ସ୍ନାତକୋତ୍ତର ଶିକ୍ଷା ଲାଭ କରିଥିଲେ । ଶିକ୍ଷା ସମାପ୍ତି ପରେ ସେ [[ଖୋର୍ଦ୍ଧା|ଖୋର୍ଦ୍ଧାର]] ''ପ୍ରାଣନାଥ ମହାବିଦ୍ୟାଳୟରେ'' ଅଧ୍ୟାପନା ବୃତ୍ତିରେ ଯୋଗଦେଇଥିଲେ । ୧୯୯୪ମେ ମାସରେ ସେଠାରୁ ଅଧ୍ୟକ୍ଷ ଭାବେ ଅବସର ଗ୍ରହଣ କରିଥିଲେ । ତାଙ୍କର ମହାବିଦ୍ୟାଳୟ ଅଧ୍ୟୟନ ବେଳରୁ ତାଙ୍କ ସାଂଗଠନିକ ଦକ୍ଷତା ଓ ନେତୃତ୍ଵର ପ୍ରକାଶିତ ହୋଇଥିଲା । ବାମପନ୍ଥୀ ଆଦର୍ଶରେ ଉଦ୍‌ବୁଦ୍ଧ ହୋଇ ସେ ଅଖିଳ ଭାରତୀୟ ଛାତ୍ର ସଂଘ, ଗଣତାନ୍ତ୍ରିକ ଯୁବ ସଂଘ ଓ ଇସ୍‌କସ୍ ଭଳି ସଙ୍ଗଠନରେ ସାମିଲ ହୋଇଥିଲେ । କମ୍ୟୁନିଷ୍ଟ ପାର୍ଟିର ମୁଖପାତ୍ର 'ନୂଆ ଦୁନିଆ'ର ପ୍ରତିଷ୍ଠାତା ସମ୍ପାଦକ ଭାବେ ସାମ୍ୟବାଦୀ ଆଦର୍ଶର ପ୍ରଚାର କରାଇଥିଲେ । ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ)ର ରାଜ୍ୟ ସମ୍ପାଦକ ଭାବେ ଦୀର୍ଘକାଳ ଦାୟିତ୍ଵ ତୁଲାଇଥିଲେ । ଶିକ୍ଷକ ସଂଘ ନେତା ଭାବେ ତାଙ୍କ ନେତୃତ୍ଵରେ ପ୍ରାଥମିକ ଶିକ୍ଷକଙ୍କଠାରୁ ଆରମ୍ଭକରି ଅଧ୍ୟାପକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ନେଇନେତୃତ୍ୱରେ ଶିକ୍ଷକ ମହାସଂଘ ଗଠନ କରାଯାଇଥିଲା । ମହାସଂଘର ଛତାତଳେ ଅନେକ ଆନ୍ଦୋଳନାତ୍ମକ ପଦକ୍ଷେପଦ୍ଵାରା ଶିକ୍ଷକ ସମାଜର ଅନେକ ସମସ୍ୟାର ସମାଧାନ କରାଇଥିଲେ । ସର୍ବଭାରତୀୟସ୍ତରରେ ଜଣେ ଆଗଧାଡ଼ିର ଶିକ୍ଷକ ନେତା ଭାବେ ତାଙ୍କର ପରିଚିତ ଥିଲେ । ବିଶ୍ଵ ଶିକ୍ଷକ ମହାସଂଘର ସେ ଉପସଭାପତି ପଦ ମଣ୍ଡନ କରିଥିଲେ ।<ref>{{cite book|title=Final Report: World Conference on Education for All, Meeting Basic Learning Needs, 5-9 March 1990, Jomtien, Thailand|url=https://books.google.com/books?id=rb-IQc9tI9sC|year=1990|publisher=Inter-Agency Commission, WCEFA}}</ref> ବିଶ୍ଵଦରବାରରେ ସେ ଶିକ୍ଷା ଓ ଶିକ୍ଷକ ଆନ୍ଦୋଳନ ସମ୍ପର୍କିତ ବହୁ ସମ୍ମିଳନୀକୁ ଭାରତର ପ୍ରତିନିଧିତ୍ଵ କରିଥିଲେ । ରାଜ୍ୟରେ ଶିକ୍ଷା ସଂସ୍କାର ଓ ଶିକ୍ଷକ କର୍ମଚାରୀଙ୍କ ସ୍ଵାର୍ଥରକ୍ଷା କ୍ଷେତ୍ରରେ ତାଙ୍କର ଅବଦାନ ରହିଛି । ବିଭିନ୍ନ ଗଣମାଧ୍ୟମରେ ସ୍ତମ୍ଭକାର ଭାବେ ଓ ଦୁଇ ଡଜନରୁ ଅଧିକ ପୁସ୍ତକ ରଚନା ସାହିତ୍ୟ ଜଗତରେ ବିଶେଷ ଖ୍ୟାତି ରହିଛି । ଓଡ଼ିଶା ସାହିତ୍ୟ ଏକାଡେମୀଦ୍ଵାରା ସେ ମଧ୍ୟ ସମ୍ଵର୍ଦ୍ଧିତ ହୋଇଛନ୍ତି । ଏହା ବ୍ୟତୀତ ବହୁ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ଅନେକ ସମ୍ମାନ ଓ ସମ୍ଵର୍ଦ୍ଧନା ପ୍ରଦାନ କରାଯାଇଛି । <ref>ସମାଜ, ପୃଷ୍ଠା-୧, ଶୁକ୍ରବାର ୮ନଭେମ୍ବର ୨୦୧୩</ref>
 
==ଆଧାର==