"ଜାଭା (ପ୍ରୋଗ୍ରାମିଂ ଭାଷା)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୧୬ କ ଧାଡ଼ି:
| wikibooks = Java Programming
}}
ଜାଭା ହେଉଛି ଏକ class based object oriented ପ୍ରୋଗ୍ରାମିଂଗ ଭାଷା।<ref>{{cite web|title=Java (programming language)|url=https://en.wikipedia.org/wiki/Java_(programming_language)#CITEREFGoslingJoySteeleBracha2014|accessdate=4 February 2018}}</ref> ଏହି ଭାଷା ମୁଖ୍ୟତଃ Application କୁ "write once run anywhere"(WORA) ଉପଯୁକ୍ତ କରିବା ପାଇଁ ଉନ୍ନତ କରାଯାଇଛି।"write once run anywhere" ର ଅର୍ଥ, compile ହୋଇଥିବା ଜାଭା code କୁ ଅନ୍ୟ ଯେ କୌଣସି platform ରେ ପୁନର୍ବାର compile ନକରି ମଧ୍ୟ ସିଧାସଳଖ run କଲେ ଏହା run ହୋଇପାରିବ।<ref>{{cite web|title=The Java Language Environment|url=http://www.oracle.com/technetwork/java/intro-141325.html|accessdate=4 February 2018}}</ref> ଜାଭା Application ଗୁଡିକ compile ହେଲାପରେ ଏହା bytecode କୁ ପରିଣତ ହୋଇଥାଏ ଏବଂ ଏହି bytecode ଯେକୌଣସି କମ୍ପୁଟର OS ର JVM(Java Virtual Machine) ରେ run ହୋଇପାରିବ। ୯୦ ଲକ୍ଷ developer ଙ୍କ ମତ ଅନୁସାରେ ଜାଭା ୨୦୧୬ ମସିହା ବେଳକୁ ଅତ୍ୟନ୍ତ ଲୋକପ୍ରିୟ ପ୍ରୋଗ୍ରାମିଂ ଭାଷାରେ ପରିଣତ ହୋଇସାରିଥିଲା ଏବଂ ମୁଖ୍ୟତଃ client-server web application ପାଇଁ ଏହାର ବହୁଳ ବ୍ୟବହାର ମଧ୍ୟ ଆରମ୍ଭ ହୋଇସାରିଥିଲା।<ref>{{cite web|title=IS JAVA LOSING ITS MOJO?|url=https://www.wired.com/2013/01/java-no-longer-a-favorite/|accessdate=4 February 2018}}</ref><ref>{{cite web|title=The RedMonk Programming Language Rankings: January 2015|url=http://redmonk.com/sogrady/2015/01/14/language-rankings-1-15/|accessdate=4 February 2018}}</ref> ଜାଭାକୁ Sun Microsystems ରେ କାର୍ଯରତ [[ଜେମ୍ସ ଗସଲିଙ୍ଗ]] ଉନ୍ନତ କରିଥିଲେ ଓ ୧୯୯୫ ରେ release କରିଥିଲେ (ବର୍ତ୍ତମାନ Sun Microsystems, Oracle Corporation ଅକ୍ତିଆରରେ ଅଛି)। ଜାଭା ପ୍ରୋଗ୍ରାମିଂ ଭାଷାର ଅନେକ syntax ଗୁଡିକ C[[ସି (ପ୍ରୋଗ୍ରାମିଂ ଭାଷା)]] ଓ C++ ପ୍ରୋଗ୍ରାମିଂ ଭାଷାରୁ ଆସିଛି।
 
ଜାଭା compiler,JVM,class libraries ଗୁଡିକ Sun Microsystems release କରିଥିଲା। Latest version ଜାଭା (Java 9) ୨୦୧୭ ମସିହା ସେପ୍ଟେମ୍ବର ମାସ ୨୧ ତାରିଖରେ release ହୋଇଥିଲା।
==ଇତିହାସ==
James Gosling, Mike Sheridan, and Patrick Naughton ଜୁନ୍ ୧୯୯୧ ମସିହାରେ ଜାଭା ପ୍ରୋଗ୍ରାମିଂ ଭାଷା ପ୍ରକଳ୍ପ ଆରମ୍ଭ କରିଥିଲେ। ଜାଭା ପ୍ରକୃତରେ ଟେଲିଭିଜନ୍ ସହ interact କରିବା ଉଦ୍ଦେଶ୍ୟରେ ଉନ୍ନତ କରାଯାଉଥିଲା।<ref>{{cite web|title=JAVA TECHNOLOGY: THE EARLY YEARS|url=https://web.archive.org/web/20050420081440/http://java.sun.com/features/1998/05/birthday.html|accessdate=4 February 2018}}</ref> ପ୍ରଥମରୁ ଏହି ଭାଷାକୁ "ଓକ୍" କୁହାଯାଉଥିଲା ଏପରି ନାମକରଣର କାରଣ ଜେମ୍ସ ଗସଲିଙ୍ଗ ଙ୍କ କାର୍ଯାଳୟ ବାହାର ପାର୍ଶ୍ୱରେ ଓକ୍ ଗଛ ଥିଲା ଏହାକୁ ଦେଖି ସେ ଏହି ଭାଷା ର ନାମ ଓକ୍ ଦେଇଥିଲେ। ପରେ ଏହି ଭାଷାର ନାମ "ଗ୍ରୀନ" ହେଲା ଓ ପରେ ଜାଭା କଫିକୁ ଦେଖି ଏହାର ନାମ ଜାଭାରେ ପରିଣତ ହେଲା।<ref>{{cite web|title=So why did they decide to call it Java?|url=https://www.javaworld.com/article/2077265/core-java/so-why-did-they-decide-to-call-it-java-.html|accessdate=4 February 2018}}</ref> system ଓ application programmer ମାନଙ୍କୁ ଅସୁବିଧା ନ ହେବା ପାଇଁ ଜେମ୍ସ ଗସଲିଙ୍ଗ ଏହି ଭାଷାର syntax ଗୁଡିକ "Cସି" ଓ "C++" ପ୍ରୋଗ୍ରାମିଂ ଭାଷାର syntax ଅନୁସାରେ ଉନ୍ନତ କରିଛନ୍ତି।
 
==ଆଧାର==