"ଜାଭା (ପ୍ରୋଗ୍ରାମିଂ ଭାଷା)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୨୦ କ ଧାଡ଼ି:
ଜାଭା compiler,JVM,class libraries ଗୁଡିକ Sun Microsystems release କରିଥିଲା। Latest version ଜାଭା (Java 9) ୨୦୧୭ ମସିହା ସେପ୍ଟେମ୍ବର ମାସ ୨୧ ତାରିଖରେ release ହୋଇଥିଲା।
==ଇତିହାସ==
James Gosling, Mike Sheridan, and Patrick Naughton ଜୁନ୍ ୧୯୯୧ ମସିହାରେ ଜାଭା ପ୍ରୋଗ୍ରାମିଂ ଭାଷା ପ୍ରକଳ୍ପ ଆରମ୍ଭ କରିଥିଲେ। ଜାଭା ପ୍ରକୃତରେ ଟେଲିଭିଜନ୍ ସହ interact କରିବା ଉଦ୍ଦେଶ୍ୟରେ ଉନ୍ନତ କରାଯାଉଥିଲା।<ref>{{cite web|title=JAVA TECHNOLOGY: THE EARLY YEARS|url=https://web.archive.org/web/20050420081440/http://java.sun.com/features/1998/05/birthday.html|accessdate=4 February 2018}}</ref> ପ୍ରଥମରୁ ଏହି ଭାଷାକୁ "ଓକ୍" କୁହାଯାଉଥିଲା ଏପରି ନାମକରଣର କାରଣ ଜେମ୍ସ ଗସଲିଙ୍ଗ ଙ୍କ କାର୍ଯାଳୟ ବାହାର ପାର୍ଶ୍ୱରେ ଓକ୍ ଗଛ ଥିଲା ଏହାକୁ ଦେଖି ସେ ଏହି ଭାଷା ର ନାମ ଓକ୍ ଦେଇଥିଲେ। ପରେ ଏହି ଭାଷାର ନାମ "ଗ୍ରୀନ" ହେଲା ଓ ପରେ ଜାଭା କଫିକୁ ଦେଖି ଏହାର ନାମ ଜାଭାରେ ପରିଣତ ହେଲା।<ref>{{cite web|title=So why did they decide to call it Java?|url=https://www.javaworld.com/article/2077265/core-java/so-why-did-they-decide-to-call-it-java-.html|accessdate=4 February 2018}}</ref> system ଓ application programmer ମାନଙ୍କୁ ଅସୁବିଧା ନ ହେବା ପାଇଁ ଜେମ୍ସ ଗସଲିଙ୍ଗ ଏହି ଭାଷାର syntax ଗୁଡିକ "C" ଓ "C++" ଭାଷାର syntax ଅନୁସାରେ ଉନ୍ନତ କରିଛନ୍ତି।
 
==ଆଧାର==