"ଜାଭା (ପ୍ରୋଗ୍ରାମିଂ ଭାଷା)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୧୭ କ ଧାଡ଼ି:
}}
ଜାଭା ହେଉଛି ଏକ class based object oriented ପ୍ରୋଗ୍ରାମିଂଗ ଭାଷା।<ref>{{cite web|title=Java (programming language)|url=https://en.wikipedia.org/wiki/Java_(programming_language)#CITEREFGoslingJoySteeleBracha2014|accessdate=4 February 2018}}</ref> ଏହି ଭାଷା ମୁଖ୍ୟତଃ Application କୁ "write once run anywhere"(WORA) ଉପଯୁକ୍ତ କରିବା ପାଇଁ ଉନ୍ନତ କରାଯାଇଛି।"write once run anywhere" ର ଅର୍ଥ, compile ହୋଇଥିବା ଜାଭା code କୁ ଅନ୍ୟ ଯେ କୌଣସି platform ରେ ପୁନର୍ବାର compile ନକରି ମଧ୍ୟ ସିଧାସଳଖ run କଲେ ଏହା run ହୋଇପାରିବ।<ref>{{cite web|title=The Java Language Environment|url=http://www.oracle.com/technetwork/java/intro-141325.html|accessdate=4 February 2018}}</ref> ଜାଭା Application ଗୁଡିକ compile ହେଲାପରେ ଏହା bytecode କୁ ପରିଣତ ହୋଇଥାଏ ଏବଂ ଏହି bytecode ଯେକୌଣସି କମ୍ପୁଟର OS ର JVM(Java Virtual Machine) ରେ run ହୋଇପାରିବ। ୯୦ ଲକ୍ଷ developer ଙ୍କ ମତ ଅନୁସାରେ ଜାଭା ୨୦୧୬ ମସିହା ବେଳକୁ ଅତ୍ୟନ୍ତ ଲୋକପ୍ରିୟ ପ୍ରୋଗ୍ରାମିଂ ଭାଷାରେ ପରିଣତ ହୋଇସାରିଥିଲା ଏବଂ ମୁଖ୍ୟତଃ client-server web application ପାଇଁ ଏହାର ବହୁଳ ବ୍ୟବହାର ମଧ୍ୟ ଆରମ୍ଭ ହୋଇସାରିଥିଲା।<ref>{{cite web|title=IS JAVA LOSING ITS MOJO?|url=https://www.wired.com/2013/01/java-no-longer-a-favorite/|accessdate=4 February 2018}}</ref><ref>{{cite web|title=The RedMonk Programming Language Rankings: January 2015|url=http://redmonk.com/sogrady/2015/01/14/language-rankings-1-15/|accessdate=4 February 2018}}</ref> ଜାଭାକୁ Sun Microsystems ରେ କାର୍ଯରତ [[ଜେମ୍ସ ଗସଲିଙ୍ଗ]] ଉନ୍ନତ କରିଥିଲେ ଓ ୧୯୯୫ ରେ release କରିଥିଲେ (ବର୍ତ୍ତମାନ Sun Microsystems, Oracle Corporation ଅକ୍ତିଆରରେ ଅଛି)। ଜାଭା ପ୍ରୋଗ୍ରାମିଂ ଭାଷାର ଅନେକ syntax ଗୁଡିକ C ଓ C++ ପ୍ରୋଗ୍ରାମିଂ ଭାଷାରୁ ଆସିଛି।
 
ଜାଭା compiler,JVM,class libraries ଗୁଡିକ Sun Microsystems release କରିଥିଲା। Latest version ଜାଭା (Java 9) ୨୦୧୭ ମସିହା ସେପ୍ଟେମ୍ବର ମାସ ୨୧ ତାରିଖରେ release ହୋଇଥିଲା।
==ଇତିହାସ==
James Gosling, Mike Sheridan, and Patrick Naughton ଜୁନ୍ ୧୯୯୧ ମସିହାରେ ଜାଭା ପ୍ରୋଗ୍ରାମିଂ ଭାଷା ପ୍ରକଳ୍ପ ଆରମ୍ଭ କରିଥିଲେ। ଜାଭା ପ୍ରକୃତରେ ଟେଲିଭିଜନ୍ ସହ interact କରିବା ଉଦ୍ଦେଶ୍ୟରେ ଉନ୍ନତ କରାଯାଉଥିଲା। ପ୍ରଥମରୁ ଏହି ଭାଷାକୁ "ଓକ୍" କୁହାଯାଉଥିଲା ଏପରି ନାମକରଣର କାରଣ ଜେମ୍ସ ଗସଲିଙ୍ଗ ଙ୍କ କାର୍ଯାଳୟ ବାହାର ପାର୍ଶ୍ୱରେ ଓକ୍ ଗଛ ଥିଲା ଏହାକୁ ଦେଖି ସେ ଏହି ଭାଷା ର ନାମ ଓକ୍ ଦେଇଥିଲେ। ପରେ ଏହି ଭାଷାର ନାମ "ଗ୍ରୀନ" ହେଲା ଓ ପରେ ଜାଭା କଫିକୁ ଦେଖି ଏହାର ନାମ ଜାଭାରେ ପରିଣତ ହେଲା। system ଓ application programmer ମାନଙ୍କୁ ଅସୁବିଧା ନ ହେବା ପାଇଁ ଜେମ୍ସ ଗସଲିଙ୍ଗ ଏହି ଭାଷାର syntax ଗୁଡିକ "C" ଓ "C++" ଭାଷାର syntax ଅନୁସାରେ ଉନ୍ନତ କରିଛନ୍ତି।
 
==ଆଧାର==