"ଜାଭା (ପ୍ରୋଗ୍ରାମିଂ ଭାଷା)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୧୬ କ ଧାଡ଼ି:
| wikibooks = Java Programming
}}
ଜାଭା ହେଉଛି ଏକ class based object oriented ପ୍ରୋଗ୍ରାମିଂଗ ଭାଷା।<ref>{{cite web|title=Java (programming language)|url=https://en.wikipedia.org/wiki/Java_(programming_language)#CITEREFGoslingJoySteeleBracha2014|accessdate=4 February 2018}}</ref> ଏହି ଭାଷା ମୁଖ୍ୟତଃ Application କୁ "write once run anywhere"(WORA) ଉପଯୁକ୍ତ କରିବା ପାଇଁ ଉନ୍ନତ କରାଯାଇଛି।"write once run anywhere" ର ଅର୍ଥ, compile ହୋଇଥିବା ଜାଭା code କୁ ଅନ୍ୟ ଯେ କୌଣସି platform ରେ ପୁନର୍ବାର compile ନକରି ମଧ୍ୟ ସିଧାସଳଖ run କଲେ ଏହା run ହୋଇପାରିବ।<ref>{{cite web|title=The Java Language Environment|url=http://www.oracle.com/technetwork/java/intro-141325.html|accessdate=4 February 2018}}</ref> ଜାଭା Application ଗୁଡିକ compile ହେଲାପରେ ଏହା bytecode କୁ ପରିଣତ ହୋଇଥାଏ ଏବଂ ଏହି bytecode ଯେକୌଣସି କମ୍ପୁଟର OS ର JVM(Java Virtual Machine) ରେ run ହୋଇପାରିବ। ୯୦ ଲକ୍ଷ developer ଙ୍କ ମତ ଅନୁସାରେ ଜାଭା ୨୦୧୬ ମସିହା ବେଳକୁ ଅତ୍ୟନ୍ତ ଲୋକପ୍ରିୟ ପ୍ରୋଗ୍ରାମିଂ ଭାଷାରେ ପରିଣତ ହୋଇସାରିଥିଲା ଏବଂ ମୁଖ୍ୟତଃ client-server web application ପାଇଁ ଏହାର ବହୁଳ ବ୍ୟବହାର ମଧ୍ୟ ଆରମ୍ଭ ହୋଇସାରିଥିଲା।<ref>{{cite web|title=IS JAVA LOSING ITS MOJO?|url=https://www.wired.com/2013/01/java-no-longer-a-favorite/|accessdate=4 February 2018}}</ref><ref>{{cite web|title=The RedMonk Programming Language Rankings: January 2015|url=http://redmonk.com/sogrady/2015/01/14/language-rankings-1-15/|accessdate=4 February 2018}}</ref>
 
==ଆଧାର==