"କୁନ୍ଦୁଲି ଗଣଦୁଷ୍କର୍ମ ମାମଲା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୭ କ ଧାଡ଼ି:
ସମସ୍ତେ ପୋଲିସ ଡ୍ରେସରେ ଥିଲେ ଏବଂ ଜଣଙ୍କର ଆଖି ତଳକୁ କଳାଜାଇ ଥିଲା ବୋଲି ପୀଡ଼ିତା ଅଭିଯୋଗ କରିଥିଲେ । କୁନ୍ଦୁଲି ହାଟପଦାଠାରେ ସ୍ଥାନୀୟ ଗ୍ରାମବାସୀ ୨ଦିନ ଧରି ରାସ୍ତାରୋକ କରିଥିଲେ । ପରେ ଜିଲା ପ୍ରଶାସନ ପକ୍ଷରୁ ତଦନ୍ତ ପ୍ରତିଶ୍ରୁତି ପାଇ ରାସ୍ତାରୋକୋରୁ ହଟିଥିଲା । ଏହି ଘଟଣାର ଗୁରୁତ୍ୱକୁ ନେଇ ମୁଖ୍ୟମନ୍ତ୍ରୀ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ପରବର୍ତ୍ତୀ ସମୟରେ କ୍ରାଇମବ୍ରାଞ୍ଚର ୫ଜଣିଆ ଏକ ଦଳ ଘଟଣାସ୍ଥଳକୁ ଗସ୍ତ କରି ତଦନ୍ତ କରିଥିଲେ।<ref>http://www.dharitri.com/main/news/19085</ref>
 
ପୀଡ଼ିତା ମିଛ ଅଭିଯୋଗ କରିଛନ୍ତି ବୋଲି ପୁଲିସ ପକ୍ଷରୁ କୁହାଯାଇଥିଲା । ତେବେ ପୁଲିସର ମତକୁ ମିଛ ବୋଲି କହିଥଲେ ପୀଡ଼ିତା। ସେ କହିଥଲେ, ତାଙ୍କୁ ଦୁଷ୍କର୍ମ କରାଯାଇଛି। କୁନ୍ଦୁଲି ବଜାରରୁ ଗାଁକୁ ଫେରୁଥିବା ବେଳେ ତିନି ଜଣ ପୁଲିସ ବାଟରୁ ଟେକି ନେଇ ଦୁଷ୍କର୍ମ କରିଥିଲେ। ଏ ନେଇ ମୁହଁ ଖୋଲିବା ପରେ ଘଟଣାକୁ ଚାପିବା ଲାଗି ଉଦ୍ୟମ ହୋଇଥିଲା। ମେଡିକାଲରେ ଚିକିତ୍ସାଧୀନ ଥିବାବେଳେ ଏଡିଜି ତାଙ୍କ ପାଖରେ ପହଞ୍ଚି ଏକ କାଗଜରେ ଦସ୍ତଖତ କରିବାକୁ କହିଥିଲେ। ପୁଲିସ ଦୁଷ୍କର୍ମ କରିନାହିଁ ବୋଲି କହିବାକୁ ଚାପ ପକାଇଥିଲେ। ଏଥିପାଇଁ ୯୦ ହଜାର ଟଙ୍କା ମଧ୍ୟ ଯାଚିଥିଲେ।<ref>http://www.financialexpress.com/india-news/dgp-bribed-me-to-withdraw-complaint-says-kunduli-rape-victim/995125/</ref> ସେମାନଙ୍କ କଥାରେ ରାଜି ନ ହେବାରୁ ମୋ ପରିବାରକୁ ଧମକ ଦିଆଯାଉଛି। ମୋତେ ଦୁଷ୍କର୍ମ କରାଯାଇ ନ ଥିବା କୁହାଯାଉଛି। ବାହାର ରାଜ୍ୟକୁ ନେଇ ପୁଣିଥରେ ମୋର ଡାକ୍ତରୀ ମଇନା କରାଯାଉ। ଯଦି ମୁଁ ମିଛ କହୁଥିବି ତେବେ ଫାଶୀ ଦିଆଯାଉ ବୋଲି ଦମ୍ଭୋକ୍ତି ପ୍ରକାଶ କରିଥିଲେ କୁନ୍ଦୁଲି ପୀଡ଼ିତା।<ref>https://m.dailyhunt.in/news/india/english/kanaknews-epaper-kanak/kunduli+piditanka+drumbhokti+kahile+micha+kahithile+phashidia-newsid-78968134?listname=topicsList&index=0&topicIndex=0&mode=pwa</ref>
 
==ତଦନ୍ତ==
୧୬ କ ଧାଡ଼ି:
ସୁସ୍ଥ ହୋଇ କୋରାପୁଟ ଡାକ୍ତରଖାନାରୁ ଡିସ ଚାର୍ଜ ପରେ ଧାରା ୧୬୪ରେ ବୟାନ ରେକର୍ଡ ପାଇଁ ତାଙ୍କୁ ଜେଏମ‌ଏଫସି କୋର୍ଟରେ ହାଜର କରାଯାଇଥିଲା । ନାବାଳିକା କହିଥିଲେ ଯେ ପୋଲିସ ଅସଲ ଆସାମୀଙ୍କୁ ପୋଲିସ‌ ଗିରଫ ନ କରି ମୋ ସମ୍ପର୍କୀୟଙ୍କୁ ଧରି ପଚରାଉଚୁରା କରୁଛି। ଯଦି ସମ୍ପର୍କୀୟମାନେ ଏଭଳି କାଣ୍ଡ କରିଥାନ୍ତେ ତେବେ ଏତଲାରେ ସେମାନଙ୍କ ନାଁ ଦିଆଯାଇଥାନ୍ତା। ବିନା କାରଣରେ ସମ୍ପର୍କୀୟ ଓ ଗାଁ ଲୋକଙ୍କୁ ପୋଲିସ‌ ହଇରାଣ କରୁଥିବାରୁ ମୋ ପରିବାର ଲୋକଙ୍କୁ ଗାଁରେ ଅନେକ ଅପବାଦ ଶୁଣିବାକୁ ମିଳୁଛି। ମୁଁ ଏଥିପାଇଁ ମାନସିକ ସ୍ତରରେ ଭାଙ୍ଗି ପଡ଼ିଛି ବୋଲି ସେ ପ୍ରତିକ୍ରିୟା ଦେଇଥିଲେ ।<ref>http://odishatime.com/odiya/kunduli-mass-rape/</ref>
 
ପୀଡ଼ିତାଙ୍କ ଘରକୁ ଯାଇ ମାମଲାର ତଦନ୍ତ କରିଥିଲା କ୍ରାଇମବ୍ରାଞ୍ଚ। ତଦନ୍ତ ଚାଲିଥିବାବେଳେ ଅସୁସ୍ଥ ହୋଇ ପଡିଥିଲେ କୁନ୍ଦୁଲି ପୀଡ଼ିତା। ତାଙ୍କୁ ପ୍ରଥମେ କୋରାପୁଟ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସୁସ୍ଥ ହୋଇ ସୁଧାର ଗୃହକୁ ଫେରିଥିଲେ ପୀଡ଼ିତା ଏହାପରେ ପୁଣିଥରେ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାକୁ ତାଙ୍କୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଥିଲା । କୁନ୍ଦୁଲି ପୀଡ଼ିତାଙ୍କ ଚିକିତ୍ସା ପରେ ମାନସିକ ସ୍ଥିତି ଠିକ ନ ଥିବା କହିଥିଲେ ଡାକ୍ତର । <ref>http://odishareporter.in/odisha/kunduli-victim-death/</ref>
୨୦୧୭ନଵେମ୍ବର ୨୫ ତାରିଖରେ କଟକ ମଙ୍ଗଳାବାଗ ଥାନାରେ ପୀଡ଼ିତାଙ୍କ ପରିବାର ପକ୍ଷରୁ କୋରାପୁଟ ଡିସିପିଓ, ପୁଲିସ ବିରୋଧରେ ଏତଲା ଦାୟର କରାଯାଇଥିଲା। ଏସସିବି ମେଡ଼ିକାଲ କର୍ତ୍ତୃପକ୍ଷଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇଥିଲା। ଅଭିଯୋଗରେ କୁହାଯାଇଥିଲା, ପୀଡ଼ିତାଙ୍କୁ ଜବରଦସ୍ତି ଏସସିବିରେ ରଖାଯାଇଛି।<ref>http://onakhabar.com/କୁନ୍ଦୁଲି-ଗଣଦୁଷ୍କର୍ମ-କଟକ/</ref>
 
ପିଡ଼ିତାଙ୍କ ଅଭିଯୋଗକୁ ମିଛ ବୋଲି ଦର୍ଶାଯାଉଥିବାରୁ ମାନସିକ ଅବସାଦଗସ୍ତ ରହୁଥିଲେ ପୀଡିତା । ଏଥିପାଇଁ [[କଟକ ବଡ଼ ମେଡିକାଲ]]ରେ ତାଙ୍କର ଚିକିତ୍ସା କରାଯାଉଥିଲା । ତେବେ [[କଂଗ୍ରେସ]] ଏହି ଘଟଣାରେ ପ୍ରତିବାଦ କରିବା ପରେ ପୀଡିତାଙ୍କୁ ପରିବାର ଲୋକଙ୍କ ଜିମା ଦିଆଯାଇଥିଲା । <ref>https://odisha.live/2018/01/22/କୁନ୍ଦୁଲି-ପୀଡ଼ିତା/</ref>
==ସରକାରୀ ସହାୟତା==
 
ପୀଡିତାଙ୍କୁ ସହାୟତା ଦେବାକୁ ରାଜ୍ୟ ମାନବାଧିକାର କମିଶନର ଏସ୍ସି ଏସ୍ଟି ସଚିବଙ୍କୁ ନିର୍ଦେଶ ଦେଇଥିଲେ। ପୀଡିତାଙ୍କୁ ୫୦ ହଜାର ଟଙ୍କାର ମଧ୍ୟବର୍ତ୍ତୀକାଳୀନ ସହାୟତା ପ୍ରଦାନ ସହିତ ପୀଡିତାଙ୍କୁ କୁନ୍ଦୁଲି ଏକଲବ୍ୟ ସ୍କୁଲରେ ପଢାଇବାର ସମ୍ପୂର୍ଣ୍ଣ ବ୍ୟବସ୍ଥା କରିବାକୁ ନିର୍ଦେଶନିର୍ଦ୍ଦେଶ ଦେଇଥିଲେ।ଦେଇଥିଲେ । ଆଗାମୀ ନଵେମ୍ବର ୨୭ ତାରିଖ ସୁଦ୍ଧା ଯେପରି ପୀଡ଼ିତାଙ୍କୁ ଏହି ସହାୟତା ରାଶି ଦିଆଯାଏ ସେ ନେଇ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେବା ସହିତ ୪ ସପ୍ତାହ ମଧ୍ୟରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ [[କ୍ରାଇମ ବ୍ରାଞ୍ଚ]]ଙ୍କୁ ନିର୍ଦ୍ଦେଶ ଦେଇଥିଲେ।<ref>http://www.janatakhabar.in/ରାଜ୍ୟ/କୁନ୍ଦୁଲି-ଗଣଦୁଷ୍କର୍ମ-ପୀଡି/</ref>
ପୀଡ଼ିତାଙ୍କ ପାଇଁ ବ୍ୟାଙ୍କରେ ୫୦ ହଜାର ଟଙ୍କା ଜମା କରାଯିବା ନେଇ ଏସସି/ଏସଟି କମିଶନର ତଥା ସଚିବ ଓଏଚଆରସିକୁ ସୂଚନା ଦେଇଥିଲେ । ପୀଡ଼ିତାଙ୍କ ଶିକ୍ଷା ବ୍ୟବସ୍ଥା ନେଇ ପଦକ୍ଷେପ ବିଷୟରେ କୋରାପୁଟ ଜିଲ୍ଲାପାଳଙ୍କୁ ଓଏଚଆରସି ୨ୟ ଥର ପାଇଁ ରିପୋର୍ଟ ମାଗିଥିଲେ ।<ref>http://www.samajalive.in/post.php?ref=13130&post=ଏସସବ-ମଡକଲର-ଡସଚରଜ-କନଦଲ-ପଡତ</ref>
==ଜୀବନ ହାରିଲେ ପୀଡ଼ିତା==
ପିଡ଼ିତାପୀଡ଼ିତା ୨୨ ଜାନୁଆରୀ ୨୦୧୮ରେ ନିଜ ଘରେ ଆତ୍ମହତ୍ୟା ପାଇଁ ଊଦ୍ୟମ କରିଥିଲେ ।ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲ ନିଆଯାଇଥିଲା । ତେବେ ମେଡିକାଲରେ ତାଙ୍କୁ 'ଡେଡ ରିସଵଡ' ହିଁ ଘୋଷଣା କରାଯାଇଥିଲା । <ref>https://www.fastmailtv.com/news/amp/odisha/kunduli-rape-victim-suicide/5815</ref> ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିଲା ।
 
===ପ୍ରତିକ୍ରିୟା===
ଅନୁସୂଚିତ ଜାତିର ଓଡ଼ିଶା ଅଧ୍ୟକ୍ଷ,ବିଜେଡ଼ି ଦଳିତ ସେଲର ଅଧ୍ୟକ୍ଷ ତଥା ପୂର୍ବତନ ମନ୍ତ୍ରୀ [[ବିଷ୍ଣୁ ଦାସ]] ଘଟଣାର ଠିକ ତଦନ୍ତ ହୋଇନି ବୋଲି ଅସନ୍ତୋଷ ଜାହିର କରିଥିଲେ । ଘଟଣାରେ ଏସଓଜି ଯବାନମାନେ ସମ୍ପୃକ୍ତ ଅଛନ୍ତି ବୋଲି ବିଷ୍ଣୁ ଦାସ ପ୍ରକାଶ କରି ଉକ୍ତ ଘଟଣା ଉପରେ କ୍ରାଇମବ୍ରାଞ୍ଚର ଅତିରିକ୍ତ ପୋଲିସ ନିଦ୍ଦେର୍ଶକଙ୍କ ଦ୍ୱାରା ତଦନ୍ତ କରିବା ପାଇଁ ଦାବି କରିଥିଲେ।<ref>http://odishatime.com/odiya/kunduli-rape-case-2/</ref> କୁନ୍ଦୁଲି ନାବାଳିକାଙ୍କ ସହ ଗଣଦୁଷ୍କର୍ମ ଘଟଣାରେ ପୁଲିସ ଓ ଏଚଆରପିସି ଏଡିଜିଙ୍କ ମନ୍ତବ୍ୟର ୨୪ ଘଂଟା ଭିତରେ ମୁଖ୍ୟମନ୍ତ୍ରୀ ବିଚାର ବିଭାଗୀୟ ତଦନ୍ତ ନିର୍ଦେଶ ଦେଇଥିଲେ । ଯାହା କୁନ୍ଦୁଲି ଘଟଣାକୁ ଆହୁରି ରହସ୍ୟାବୃତ କରିଥିଲା । ଯଦି ବିଚାର ବିଭାଗୀୟ ତଦନ୍ତ କରିବାର ଥିଲା ତେବେ ଏତେ ନାଟକ ବାଜି କାହିଁକି କଲେ ବୋଲି ପ୍ରଶ୍ନ କରିଥିଲେ ଆଦିବାସୀ କଲ୍ୟାଣ ମନ୍ତ୍ରୀ [[ଜୁଆଳ ଓରାମ]] ।
ପୀଡିତାଙ୍କୁ ବଳାତ୍କାର କରାଯାଇନାହିଁ ବୋଲି ପୋଲିସ ୨୭ ଦିନ ପରେ ଘୋଷଣା କରିଥିବା ବେଳେ ଏତେଅନେକ ଦିନ ଧରି ଡାକ୍ତର କ’ଣ ଚିକିତ୍ସା କରୁଥିଲେ । ପୀଡିତା ମିଛ କହୁଛି ଓ ତା’ର କିଛି ହୋଇନି ବୋଲି ପୋଲିସ ସ୍ପଷ୍ଟ କରିଥିବା ବେଳେ କାହିଁକି ପୀଡ଼ିତାଙ୍କୁ ଶିଶୁ ମଙ୍ଗଳକମିଟିକୁ ହସ୍ତାନ୍ତର କଲେ ତାହା ଅବୁଝା ହୋଇ ରହିଥିଲାହୋଇଥିଲା ଯଦି କିଛି ହୋଇନି ତା’ହେଲେ କାହିଁକି ପରିବାରକୁ ହସ୍ତାନ୍ତର ନକରି ଶିଶୁ ମଂଗଳ ବିଭାଗକୁ ଦେଇ ପୀଡ଼ିତା ଉପରେ ମାନସିକ ଚାପ ପକାଇ ତାକୁ ନଜରବନ୍ଦୀ ଭାବେ କାହିଁକି ରଖାଯାଇଥିଲା । ଘଟଣାର ୩୦ ଦିନ ପରେ ହଠାତ ତାଂକୁ [[ଏସ୍ସିବି ମେଡିକାଲ]]କୁ ରାତି ୧୨ଟାରେ ତାଙ୍କ ପରିବାରକୁ ନଜଣାଯାଇ [[କୋରାପୁଟରୁ ବଡ଼ ମେଡିକାଲ]]କୁ କାହା ନିର୍ଦ୍ଦେଶରେ କରାଗଲା ସ୍ଥାନାନ୍ତର ତାକୁହୋଇଥିଲା। ନେଇପୀଡ଼ିତା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପୀଡିତା ଏତେଅନେକ ମାତ୍ରାରେ ଆଇରନ୍ ବଟିକା ପାଇଲେବ୍ୟବହାର କେଉଁଠୁକରୁଥିଲେ ଓ ତାଙ୍କୁ ଦେଖାଶୁଣା କରୁଥିବା ଶିଶୁ ମଙ୍ଗଳ କମିଟି କିପରି ଜାଣିପାରିଲେ ନି କି ଦେଖିପାରିଲେ ନି ତାହାବାବଦରେ ତଦନ୍ତଅଜ୍ଞ ସାପେକ୍ଷରହିଥିଲେ । ଏକାଥରକେ ଏତେ ବଟିକା ଖାଇବା ଯଦି ସତ୍ୟ ହୋଇଥାଏ ତେବେ ଶିଶୁ ମଂଗଳ କମିଟିତଦନ୍ତ ପରିସରକୁ ଆସିବା ସମୀଚିନ ବୋଲି ମତପ୍ରକାଶଜନମତପ୍ରକାଶ ପାଇଥିଲା ।
ପୀଡ଼ିତା ଏବେ ଶାରୀରିକ ଭାବେ ସୁସ୍ଥଥିବା ଡାକ୍ତର କହୁଥିବା ବେଳେ କାହିଁକି ଏତେ ଦିନ ଧରି [[ଆଇସିୟୁ]]ରେ ରଖାଯାଇଥିଲା ଓ ତାଙ୍କ ପରିବାର ସହିତ କଥାବାର୍ତ୍ତା ପାଇଁ କାହିଁକିରହସ୍ୟମୟ ଭାବେ ବାରଣ କରାଯାଉଥିଲା ତାହା ରହସ୍ୟମୟ ହୋଇପଡ଼ିଥିଲା । ଯିଏ ସ୍କୁଲରେ ୭୦ ପ୍ରତିଶତ ମାର୍କ ରଖି କୃତକାର୍ଯ୍ୟ ହେଉଥିଲେ ସେ କିପରି ମାନସିକ ରୋଗୀ ହେଲେ ଓ ତାକୁ ମାନସିକ ୱାର୍ଡକୁ କାହିଁକି ସ୍ଥାନାନ୍ତର କରିବାକୁ ପ୍ରଶାସନ ଯୁକ୍ତି ବାଢୁଥିଲା ତାହା ସରକାରଙ୍କ ଭୂମିକା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ଝିଅର ପରିବାର ବର୍ଗ ପୀଡିତାଙ୍କୁ ବାହାରକୁ ନେଇ ଘରୋଇ ଡାକ୍ତରଖାନାରେ ଚିକିତ୍ସା କରିବାକୁ ଚାହୁଁଥିବା ବେଳେ ପ୍ରଶାସନ କାହିଁକି ଏଥିରେ ବାଧକ ସାଜିଥିଲା ତାହା ବୁଝାପଡୁନଥିବାରୁ ଏସବୁ ଅସମାହିତ ପ୍ରଶ୍ନର ଉତ୍ତର ନିତ୍ୟାନ୍ତ ଜରୁରୀ ବୋଲି ସାଧାରଣରେ ମତ ପ୍ରକାଶ ପାଇଥିଲା ।<ref>http://odisha24.com/latest_news_inner.php?id=236</ref>
 
==ଆତ୍ମହତ୍ୟା==
ପିଡ଼ିତା ୨୨ ଜାନୁଆରୀ ୨୦୧୮ରେ ନିଜ ଘରେ ଆତ୍ମହତ୍ୟା ପାଇଁ ଊଦ୍ୟମ କରିଥିଲେ ।ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲ ନିଆଯାଇଥିଲା । ତେବେ ମେଡିକାଲରେ ତାଙ୍କୁ 'ଡେଡ ରିସଵଡ' ହିଁ ଘୋଷଣା କରାଯାଇଥିଲା । <ref>https://www.fastmailtv.com/news/amp/odisha/kunduli-rape-victim-suicide/5815</ref>
ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିଲା ।
 
==ଘଟଣାକ୍ରମ==
Line ୪୩ ⟶ ୪୫:
*‎ ନଵେମ୍ବର ୫ - ପୀଡ଼ିତାଙ୍କୁ କାଉନସେଲିଂ କଲେ ଏକ ସ୍ୱତନ୍ତ୍ର ଦଳ ।
*‎ନଵେମ୍ବର ୬ - ଓଏଚଆରସିଙ୍କ ନିକଟରେ ମେଡ଼ିକାଲ ରିପୋର୍ଟ ଦାଖଲ
*‎ନଵେମ୍ବର ୭ - ପୀଡ଼ିତାଙ୍କୁ ଗଣବଳାତ୍କାର ହୋଇନାହିଁ ବୋଲି ପୁଲିସ ଏସପି, ଏନଆରପିସି ଏଡିଜି ଓ ଓଏଚଆରସିଙ୍କ ଘୋଷଣା ।<ref>http://kalingatv.com/latestnews/kunduli-gang-rape-victim-ends-life-union-tribal-minister-demands-cbi-probe/</ref> ଆତ୍ମହତ୍ୟା ଧମକ ଦେଲେ ପୀଡ଼ିତା ପରିଵାର ।
*‎ ନଵେମ୍ବର ୮ - ଘଟଣାର କ୍ରାଇମବ୍ରାଞ୍ଚ ଓ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
*‎ ନଵେମ୍ବର ୧୦ - କୋରାପୁଟରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭକଲା ଅପରାଧ ଶାଖା । ପୀଡ଼ିତାଙ୍କୁ ୫୦,୦୦୦ ଟଙ୍କାର ସହାୟତା ରାଶି ଦେବାକୁ ଓଏଚଆରସିଙ୍କ ନିର୍ଦ୍ଦେଶ ।
Line ୫୧ ⟶ ୫୩:
*‎ ନଵେମ୍ବର ୨୮ - ଚିକିତ୍ସିତ ଫେରିବା ପରେ ଶିଶୁ ମଙ୍ଗଳ କମିଟି ନିକଟରେ ହାଜର । କମିଟିଙ୍କ ନିଷ୍ପତ୍ତି ଅନୁଯାୟୀ ପୀଡ଼ିତାଙ୍କୁ ପରିଵାର ଲୋକଙ୍କ ଜିମାରେ ଦିଆଗଲା । ସନ୍ଧ୍ୟା ସମୟରେ ଘରକୁ ଫେରିଲେ ପୀଡ଼ିତା ।
*‎ ଡିସେମ୍ବର ୧୫ - ମାମଲାକୁ ବନ୍ଦ ଘୋଷଣାକଲେ ଓଏଚଆରସି ।
*‎ ଜାନୁଆରୀ ୨୨ - ନିଜ ଘରେ ପୀଡ଼ିତାଙ୍କ ଆତ୍ମହତ୍ୟା<ref>http://www.uniindia.com/kunduli-gang-rape-victim-commits-suicide/states/news/1113954.html</ref>
 
==ରହସ୍ୟ ଘେରରେ==
ପୀଡିତାଙ୍କୁ ବଳାତ୍କାର କରାଯାଇନାହିଁ ବୋଲି ପୋଲିସ ୨୭ ଦିନ ପରେ ଘୋଷଣା କରିଥିବା ବେଳେ ଏତେ ଦିନ ଧରି ଡାକ୍ତର କ’ଣ ଚିକିତ୍ସା କରୁଥିଲେ । ପୀଡିତା ମିଛ କହୁଛି ଓ ତା’ର କିଛି ହୋଇନି ବୋଲି ପୋଲିସ ସ୍ପଷ୍ଟ କରିଥିବା ବେଳେ କାହିଁକି ପୀଡ଼ିତାଙ୍କୁ ଶିଶୁ ମଙ୍ଗଳକମିଟିକୁ ହସ୍ତାନ୍ତର କଲେ ତାହା ଅବୁଝା ହୋଇ ରହିଥିଲା । ଯଦି କିଛି ହୋଇନି ତା’ହେଲେ କାହିଁକି ପରିବାରକୁ ହସ୍ତାନ୍ତର ନକରି ଶିଶୁ ମଂଗଳ ବିଭାଗକୁ ଦେଇ ପୀଡ଼ିତା ଉପରେ ମାନସିକ ଚାପ ପକାଇ ତାକୁ ନଜରବନ୍ଦୀ ଭାବେ କାହିଁକି ରଖାଯାଇଥିଲା । ଘଟଣାର ୩୦ ଦିନ ପରେ ହଠାତ ତାଂକୁ [[ଏସ୍ସିବି ମେଡିକାଲ]]କୁ ରାତି ୧୨ଟାରେ ତାଙ୍କ ପରିବାରକୁ ନଜଣାଯାଇ [[କୋରାପୁଟରୁ ବଡ଼ ମେଡିକାଲ]]କୁ କାହା ନିର୍ଦ୍ଦେଶରେ କରାଗଲା ସ୍ଥାନାନ୍ତର ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପୀଡିତା ଏତେ ମାତ୍ରାରେ ଆଇରନ୍ ବଟିକା ପାଇଲେ କେଉଁଠୁ ଓ ତାଙ୍କୁ ଦେଖାଶୁଣା କରୁଥିବା ଶିଶୁ ମଙ୍ଗଳ କମିଟି କିପରି ଜାଣିପାରିଲେ ନି କି ଦେଖିପାରିଲେ ନି ତାହା ତଦନ୍ତ ସାପେକ୍ଷ । ଏକାଥରକେ ଏତେ ବଟିକା ଖାଇବା ଯଦି ସତ୍ୟ ହୋଇଥାଏ ତେବେ ଶିଶୁ ମଂଗଳ କମିଟିତଦନ୍ତ ପରିସରକୁ ଆସିବା ସମୀଚିନ ବୋଲି ମତପ୍ରକାଶ ପାଇଥିଲା ।
 
== ପୀଡ଼ିତାଙ୍କ ଆତ୍ମହତ୍ୟା ପରର ପ୍ରତିକ୍ରିୟା==
ପୀଡ଼ିତା ଏବେ ଶାରୀରିକ ଭାବେ ସୁସ୍ଥଥିବା ଡାକ୍ତର କହୁଥିବା ବେଳେ କାହିଁକି ଏତେ ଦିନ ଧରି [[ଆଇସିୟୁ]]ରେ ରଖାଯାଇଥିଲା ଓ ତାଙ୍କ ପରିବାର ସହିତ କଥାବାର୍ତ୍ତା ପାଇଁ କାହିଁକି ବାରଣ କରାଯାଉଥିଲା ତାହା ରହସ୍ୟମୟ ହୋଇପଡ଼ିଥିଲା । ଯିଏ ସ୍କୁଲରେ ୭୦ ପ୍ରତିଶତ ମାର୍କ ରଖି କୃତକାର୍ଯ୍ୟ ହେଉଥିଲେ ସେ କିପରି ମାନସିକ ରୋଗୀ ହେଲେ ଓ ତାକୁ ମାନସିକ ୱାର୍ଡକୁ କାହିଁକି ସ୍ଥାନାନ୍ତର କରିବାକୁ ପ୍ରଶାସନ ଯୁକ୍ତି ବାଢୁଥିଲା ତାହା ସରକାରଙ୍କ ଭୂମିକା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ଝିଅର ପରିବାର ବର୍ଗ ପୀଡିତାଙ୍କୁ ବାହାରକୁ ନେଇ ଘରୋଇ ଡାକ୍ତରଖାନାରେ ଚିକିତ୍ସା କରିବାକୁ ଚାହୁଁଥିବା ବେଳେ ପ୍ରଶାସନ କାହିଁକି ଏଥିରେ ବାଧକ ସାଜିଥିଲା ତାହା ବୁଝାପଡୁନଥିବାରୁ ଏସବୁ ଅସମାହିତ ପ୍ରଶ୍ନର ଉତ୍ତର ନିତ୍ୟାନ୍ତ ଜରୁରୀ ବୋଲି ସାଧାରଣରେ ମତ ପ୍ରକାଶ ପାଇଥିଲା ।<ref>http://odisha24.com/latest_news_inner.php?id=236</ref>
ଆତ୍ମହତ୍ୟା ଘଟଣାର ପରଦିନ [[ବିଜେପି]] ରାଜ୍ୟ ସରକାରଙ୍କ ଅପାରଗତା ବିରୋଧରେ ରାଜ୍ୟବ୍ୟାପୀ ଆନ୍ଦୋଳନ ଡାକରା ଦେଇଥିଲେ । ସଂଯୋଗକୁ ମୁଖ୍ୟମନ୍ତ୍ରୀ [[ନବୀନ ପଟ୍ଟନାୟକ]] ପୁନେରୁ 'ଆଦର୍ଶ ମୁଖ୍ୟମନ୍ତ୍ରୀ' ସମ୍ମାନରେ ସମ୍ବର୍ଦ୍ଧିତ ହୋଇ ଫେରୁଥିଲେ । ଆଦର୍ଶ ମୁଖ୍ୟମନ୍ତ୍ରୀ ଏପରି କାର୍ଯ୍ୟ କରିଥାନ୍ତି କି ବୋଲି ପ୍ରଶ୍ନ ଉଠାଇ କେନ୍ଦ୍ରମନ୍ତ୍ରୀ [[ଧର୍ମେନ୍ଦ୍ର ପ୍ରଧାନ]] କହିଥିଲେ, ମୁଖ୍ୟମନ୍ତ୍ରୀ ଯଦି ଟିକେ ବି ସମ୍ବେଦନ ଥାଆନ୍ତି ତେବେ ପୀଡ଼ିତାଙ୍କୁ ନ୍ୟାୟ ଦିଅନ୍ତୁ ।<ref>https://www.aninews.in/news/national/general-news/odisha-gangrape-dharmendra-pradhan-criticises-cm-patnaik201801230236540001/</ref>
ଘଟଣାର ରାତିରେ [[ନବୀନ ନିବାସ]]କୁ ଘେରି ବିଜେପି କର୍ମୀମାନେ ବିରୋଧ ପ୍ରଦର୍ଶନ କରି ଗିରଫ ହୋଇଥିଲେ । କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଏହାକୁ ଏକ ବ୍ୟବସ୍ଥାପିକ ଷଡ଼ଯନ୍ତ୍ର ଅଭିହିତ କରିଥିଲେ ।<ref>http://www.newindianexpress.com/states/odisha/2018/jan/23/bjp-protests-govt-inaction-in-kunduli-case-1761735.html</ref>
 
==ଆହୁରି ପଢ଼ନ୍ତୁ==