"କୁନ୍ଦୁଲି ଗଣଦୁଷ୍କର୍ମ ମାମଲା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
+ଘଟଣାକ୍ରମ
୧ କ ଧାଡ଼ି:
"'''କୁନ୍ଦୁଲି ଗଣଦୁଷ୍କର୍ମ ମାମଲା"''' [[କୋରାପୁଟ]]ଜିଲ୍ଲାର [[ପଟାଙ୍ଗୀ ବ୍ଲକ]] ଅନ୍ତର୍ଗତ [[କୁନ୍ଦୁଲି]]ରେ ୨୦୧୭ ମସିହା ଅକ୍ଟୋବର ୧୦ ତାରିଖରେ ଘଟିଥିବା ବହୁଚର୍ଚ୍ଚିତ ଗଣଦୁଷ୍କର୍ମ ମାମଲା ଅଟେ ।
 
ଜନୈକା ନବମ ଶ୍ରେଣୀର ଛାତ୍ରୀ ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ଆଣିଥିଲେ ଯେ ପୁଲିସ ଯବାନ ପୋଷାକ ପିନ୍ଧା ୪ଜଣ ବ୍ୟକ୍ତି ତାଙ୍କୁ ଗଣଦୁଷ୍କର୍ମ କରିଥିଲେ । ପୀଡ଼ିତାଙ୍କ ଅଭିଯୋଗର ତଦନ୍ତ କରିଥିବା ପୁଲିସ ଟିମ ଏବଂ ଦୁଷ୍କର୍ମ ପୀଡ଼ିତାଙ୍କ ଚିକିତ୍ସା କରୁଥିବା ଡାକ୍ତରୀ ଟିମ ଗଣଦୁଷ୍କର୍ମର କୌଣସି ପ୍ରମାଣ ପାଇ ନଥିଲେ । [[କଟକ ବଡ଼ ମେଡିକାଲ]]ରେ ଦୀର୍ଘଦିନ ଧରି ଚିକିତ୍ସିତ ହୋଇ ପରେ ନିଜଘରକୁ ଫେରିଯାଇଥିଲେ । ସେ ୨୨ ଜାନୁଆରୀ ୨୦୧୮ରେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିଲେ ।<ref>http://sambad.in/state/kundali-gang-rape-victim-sucided-70254/</ref> ରହସ୍ୟ ଘେରରେ ଥିବା ଏହି ଘଟଣା ରାଜ୍ୟରେ ପୋଲିସ ବ୍ୟବସ୍ଥା ଓ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ପ୍ରଶ୍ନବାଚୀ ସୃଷ୍ଟିକରିଥିଲା ।
୬୧ କ ଧାଡ଼ି:
[[ଇତିଶ୍ରୀ ହତ୍ୟାକାଣ୍ଡ]]
==ଆଧାର==
 
[[ଶ୍ରେଣୀ:ଓଡ଼ିଶାରେ ଅପରାଧ]]
[[ଶ୍ରେଣୀ:କୋରାପୁଟ ଜିଲ୍ଲା]]