"କୁନ୍ଦୁଲି ଗଣଦୁଷ୍କର୍ମ ମାମଲା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଅଧିକ ତଥ୍ୟ
୧ କ ଧାଡ଼ି:
{{ତିଆରି ଚାଲିଛି}}
 
"'କୁନ୍ଦୁଲି ଗଣଦୁଷ୍କର୍ମ ମାମଲା"' [[କୋରାପୁଟ]]ଜିଲ୍ଲାର [[ପଟାଙ୍ଗୀ ବ୍ଲକ]] ଅନ୍ତର୍ଗତ [[କୁନ୍ଦୁଲି]]ରେ ୨୦୧୭ ମସିହା ଅକ୍ଟୋବର ୧୦ ତାରିଖରେ ଘଟିଥିବା ବହୁଚର୍ଚ୍ଚିତ ଗଣଦୁଷ୍କର୍ମ ମାମଲା ଅଟେ ।
 
ଜନୈକା ନବମ ଶ୍ରେଣୀର ଛାତ୍ରୀ ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ଆଣିଥିଲେ ଯେ ପୁଲିସ ଯବାନ ପୋଷାକ ପିନ୍ଧା ୪ଜଣ ବ୍ୟକ୍ତି ତାଙ୍କୁ ଗଣଦୁଷ୍କର୍ମ କରିଥିଲେ । ପୀଡ଼ିତାଙ୍କ ଅଭିଯୋଗର ତଦନ୍ତ କରିଥିବା ପୁଲିସ ଟିମ ଏବଂ ଦୁଷ୍କର୍ମ ପୀଡ଼ିତାଙ୍କ ଚିକିତ୍ସା କରୁଥିବା ଡାକ୍ତରୀ ଟିମ ଗଣଦୁଷ୍କର୍ମର କୌଣସି ପ୍ରମାଣ ପାଇ ନ ଥିଲେନଥିଲେ । [[କଟକ ବଡ଼ ମେଡିକାଲ]]ରେ ଦୀର୍ଘଦିନ ଧରି ଚିକିତ୍ସିତ ହୋଇ ପରେ ନିଜଘରକୁ ଫେରିଯାଇଥିଲେ । ସେ ୨୨ ଜାନୁଆରୀ ୨୦୧୮ରେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିଲେ ।<ref>http://sambad.in/state/kundali-gang-rape-victim-sucided-70254/</ref> ରହସ୍ୟ ଘେରରେ ଥିବା ଏହି ଘଟଣା ରାଜ୍ୟରେ ପୋଲିସ ବ୍ୟବସ୍ଥା ଓ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ପ୍ରଶ୍ନବାଚୀ ସୃଷ୍ଟିକରିଥିଲା ।
 
=ଘଟଣା=
ପୀଡ଼ିତା ୨୦୧୭ ଅକ୍ଟୋବର ୧୦ ତାରିଖରେ ନିଜ ଗ୍ରାମ ମୂଷାଗୁଡ଼ାରୁ କୁନ୍ଦୁଲି ହାଟପଦାକୁ ଫଟୋ ଉଠାଇବା ପାଇଁ ଆସିଥିଲେ। କାର୍ଯ୍ୟ ସାରି ଫେରୁଥିବାବେଳେ ଯୋଡ଼ି ଖାନ୍ଦା ଘାଟିରୁ ୪ଜଣ ଯବାନ ତାଙ୍କୁ ଉଠାଇ ନେଇ ଗଣବଳାତ୍କାର କରିଥିଲେ। ପରେ ନାବାଳିକା ଜଣକ ଘୁଷୁରି ଘୁଷୁରି ରାସ୍ତା ଉପରକୁ ଆସିଥିଲେ। ପଥଚାରୀମାନେ ତାଙ୍କୁ ପଟାଙ୍ଗି ଡାକ୍ତରଖାନାରେ ଭର୍ତ୍ତି କରିବା ସହିତ ପରିବାର ଲୋକଙ୍କୁ ଖବର ଦେଇଥିଲେ। ତେବେ ନାବାଳିକାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କୋରାପୁଟ ଜିଲ୍ଲା ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା।<ref>http://odishatime.com/odiya/juel-comment-on-kunduli-rape-cape/</ref>
ସମସ୍ତେ ପୋଲିସ ଡ୍ରେସରେ ଥିଲେ ଏବଂ ଜଣଙ୍କର ଆଖି ତଳକୁ କଳାଜାଇ ଥିଲା ବୋଲି ପୀଡ଼ିତା ଅଭିଯୋଗ କରିଥିଲେ । କୁନ୍ଦୁଲି ହାଟପଦାଠାରେ ସ୍ଥାନୀୟ ଗ୍ରାମବାସୀ ୨ଦିନ ଧରି ରାସ୍ତାରୋକ କରିଥିଲେ । ପରେ ଜିଲା ପ୍ରଶାସନ ପକ୍ଷରୁ ତଦନ୍ତ ପ୍ରତିଶ୍ରୁତି ପାଇ ରାସ୍ତାରୋକୋରୁ ହଟିଥିଲା । ଏହି ଘଟଣାର ଗୁରୁତ୍ୱକୁ ନେଇ ମୁଖ୍ୟମନ୍ତ୍ରୀ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ପରବର୍ତ୍ତୀ ସମୟରେ କ୍ରାଇମବ୍ରାଞ୍ଚର ୫ଜଣିଆ ଏକ ଦଳ ଘଟଣାସ୍ଥଳକୁ ଗସ୍ତ କରି ତଦନ୍ତ କରିଥିଲେ।<ref>http://www.dharitri.com/main/news/19085</ref>
 
ପୀଡ଼ିତା ମିଛ ଅଭିଯୋଗ କରିଛନ୍ତି ବୋଲି ପୁଲିସ ପକ୍ଷରୁ କୁହାଯାଇଥିଲା । ତେବେ ପୁଲିସର ମତକୁ ମିଛ ବୋଲି କହିଥଲେ ପୀଡ଼ିତା। ସେ କହିଥଲେ, ତାଙ୍କୁ ଦୁଷ୍କର୍ମ କରାଯାଇଛି। କୁନ୍ଦୁଲି ବଜାରରୁ ଗାଁକୁ ଫେରୁଥିବା ବେଳେ ତିନି ଜଣ ପୁଲିସ ବାଟରୁ ଟେକି ନେଇ ଦୁଷ୍କର୍ମ କରିଥିଲେ। ଏ ନେଇ ମୁହଁ ଖୋଲିବା ପରେ ଘଟଣାକୁ ଚାପିବା ଲାଗି ଉଦ୍ୟମ ହୋଇଥିଲା। ମେଡିକାଲରେ ଚିକିତ୍ସାଧୀନ ଥିବାବେଳେ ଏଡିଜି ତାଙ୍କ ପାଖରେ ପହଞ୍ଚି ଏକ କାଗଜରେ ଦସ୍ତଖତ କରିବାକୁ କହିଥିଲେ। ପୁଲିସ ଦୁଷ୍କର୍ମ କରିନାହିଁ ବୋଲି କହିବାକୁ ଚାପ ପକାଇଥିଲେ। ଏଥିପାଇଁ ୯୦ ହଜାର ଟଙ୍କା ମଧ୍ୟ ଯାଚିଥିଲେ। ସେମାନଙ୍କ କଥାରେ ରାଜି ନ ହେବାରୁ ମୋ ପରିବାରକୁ ଧମକ ଦିଆଯାଉଛି। ମୋତେ ଦୁଷ୍କର୍ମ କରାଯାଇ ନ ଥିବା କୁହାଯାଉଛି। ବାହାର ରାଜ୍ୟକୁ ନେଇ ପୁଣିଥରେ ମୋର ଡାକ୍ତରୀ ମଇନା କରାଯାଉ। ଯଦି ମୁଁ ମିଛ କହୁଥିବି ତେବେ ଫାଶୀ ଦିଆଯାଉ ବୋଲି ଦମ୍ଭୋକ୍ତି ପ୍ରକାଶ କରିଥିଲେ କୁନ୍ଦୁଲି ପୀଡ଼ିତା।<ref>https://m.dailyhunt.in/news/india/english/kanaknews-epaper-kanak/kunduli+piditanka+drumbhokti+kahile+micha+kahithile+phashidia-newsid-78968134?listname=topicsList&index=0&topicIndex=0&mode=pwa</ref>
 
==ତଦନ୍ତ==
କୁନ୍ଦୁଲି ପୀଡ଼ିତାଙ୍କ ଦାବି ଆଗରେ ମୁଣ୍ଡ ନୁଆଁଇ ରାଜ୍ୟ ସରକାର/ଗୃହ ବିଭାଗ କୋରାପୁଟ ଜିଲ୍ଲାଜଜଙ୍କୁ ଘଟଣାର ତଦନ୍ତ ଦାୟିତ୍ୱ ଦେଇଥଲେ । ୩ ମାସ ମଧ୍ୟରେ ତଦନ୍ତ କରି କମିଶନ ରିପୋର୍ଟ ଦେବା ପାଇଁ ଏଥିରେ ନିର୍ଦ୍ଦେଶ ରହିଥିଲା।<ref>http://www.dharitri.com/main/news/16854</ref><ref>http://odiannews.com/news-detail.php?id=331</ref>
କୁନ୍ଦୁଲି ଗଣଦୁଷ୍କର୍ମ ଘଟଣା କେଉଁ ପରିସ୍ଥିତିରେ ଘଟିଲା, ଏଥିରେ କେଉଁମାନେ ସଂପୃକ୍ତ, ଏହି ଘଟଣା ସହିତ କେଉଁ ପ୍ରସଙ୍ଗ ଜଡ଼ିତ ଏହି ରୂପେ ୩ଟି ପ୍ରସଙ୍ଗ ଉପରେ କୋରାପୁଟ ଜିଲ୍ଲାଜଜଙ୍କ ତଦନ୍ତ ପରିସରଥିଲା।ପରିସରରେ ଥିଲା।
ଅନ୍ୟପକ୍ଷରେ ରେଡ୍ଫ୍ଲାଗ ମାମଲା ପର୍ଯ୍ୟାୟଭୁକ୍ତ କରିଥିବା କ୍ରାଇମବ୍ରାଞ୍ଚ ପୁଲିସ ମଧ୍ୟ ଘଟଣାର ତଦନ୍ତ ଅବ୍ୟାହତ ରଖିଥିଲା। ୩ ଜଣିଆ ଟିମ ମାମଲାର ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ପାଇଁ୪ଟି ଟିମ ଗଠନ କରି ତଦନ୍ତ କରିଥିଲା ପୋଲିସ।ଘଟଣାରେ ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରିଥିଲା ପୋଲିସ। ଅକ୍ଟୋବର ୧୭ରେ ୪ ଜଣଙ୍କ ମଧ୍ୟରୁ ୩ ଜଣଙ୍କୁ ଛାଡି ଦେଇଥିଲା । ପୋଲିସ ଅକ୍ଟୋବର ୧୮ରେ ଭୁବେନଶ୍ୱର ଫୋରେନସିକ ଲାଇବ୍ରେରୀ ସନ୍ଦିଗ୍ଧର [[ଲାଇ ଡିଟେକସନ ଟେଷ୍ଟ]] କରାଯାଇଥିଲା । ଅକ୍ଟୋବର ୨୧ରେ କୌଣସି ପ୍ରମାଣ ନମିଳିବା ପରେ ତାକୁ ଛାଡି ଦେଇଥିଲା ପୋଲିସ। ଏଚଆରପିସି ଏଡିଜି ଏହି ଘଟଣାର ସତ୍ୟତା ନଥିବା କହିଥିବା ବେଳେ ରାଜ୍ୟ ପୋଲିସ ଏହି ଅଭିଯୋଗକୁ ମିଛ ବୋଲି କହିଥିଲା ।ପରେ। ନାବାଳିକଙ୍କୁ ଗଣବଳାତ୍କାର ହୋଇଥିବାର କୌଣସି ପ୍ରାମାଣ ନ ଥିବା କଥା ଏଚ୍‌ଆରପିସି ଏଡିଜି ମହେନ୍ଦ୍ର ପ୍ରତାପ ସୂଚନା ଦେଇଥିଲେ । ତଦନ୍ତ ରିପୋର୍ଟ ଅନୁଯାୟୀ, ଅଭିଯୋଗକାରୀ ନାବଳିକା ଗଣବଳାତ୍କାର ଶିକାର ହୋଇଥିବା ନେଇ କୌଣସି ପ୍ରମାଣ ମିଳିନାହିଁ । ଘଟଣାର ତଦନ୍ତକାରୀ ପୁଲିସ ଓ ଡାକ୍ତରଙ୍କ ତଥ୍ୟ ଅନୁଯାୟୀ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି । ସେହି ଅଞ୍ଚଳ ଦେଇ ଯବାନଙ୍କର ଚଳପ୍ରଚଳ ନଥିଲା। ସମ୍ପୂର୍ଣ୍ଣ ବୈଜ୍ଞାନିକ ପଦ୍ଧତିରେ ଏହାର ତଦନ୍ତ କରାଯାଉଥିବା ପୁଲିସ ଡିଜି ଆର ପି ଶର୍ମା କହିଥିଲେ ।<ref>http://odiannews.com/news-detail.php?id=331</ref> ପରେ ଏହି ମାମଲାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା ।
<ref>http://kanaknews.com/kunduli-victim-suicide/</ref><ref>http://odishaupdate.in/koraput-gang-rape-mystery/</ref>
ସୁସ୍ଥ ହୋଇ କୋରାପୁଟ ଡାକ୍ତରଖାନାରୁ ଡିସ ଚାର୍ଜ ପରେ ଧାରା ୧୬୪ରେ ବୟାନ ରେକର୍ଡ ପାଇଁ ତାଙ୍କୁ ଜେଏମ‌ଏଫସି କୋର୍ଟରେ ହାଜର କରାଯାଇଥିଲା । ନାବାଳିକା କହିଥିଲେ ଯେ ପୋଲିସ ଅସଲ ଆସାମୀଙ୍କୁ ପୋଲିସ‌ ଗିରଫ ନ କରି ମୋ ସମ୍ପର୍କୀୟଙ୍କୁ ଧରି ପଚରାଉଚୁରା କରୁଛି। ଯଦି ସମ୍ପର୍କୀୟମାନେ ଏଭଳି କାଣ୍ଡ କରିଥାନ୍ତେ ତେବେ ଏତଲାରେ ସେମାନଙ୍କ ନାଁ ଦିଆଯାଇଥାନ୍ତା। ବିନା କାରଣରେ ସମ୍ପର୍କୀୟ ଓ ଗାଁ ଲୋକଙ୍କୁ ପୋଲିସ‌ ହଇରାଣ କରୁଥିବାରୁ ମୋ ପରିବାର ଲୋକଙ୍କୁ ଗାଁରେ ଅନେକ ଅପବାଦ ଶୁଣିବାକୁ ମିଳୁଛି। ମୁଁ ଏଥିପାଇଁ ମାନସିକ ସ୍ତରରେ ଭାଙ୍ଗି ପଡ଼ିଛି ବୋଲି ସେ ପ୍ରତିକ୍ରିୟା ଦେଇଥିଲେ ।<ref>http://odishatime.com/odiya/kunduli-mass-rape/</ref>
 
କୁନ୍ଦୁଲି ପୀଡ଼ିତାଙ୍କ ଘରକୁ ଯାଇ ମାମଲାର ତଦନ୍ତ କରିଥିଲା କ୍ରାଇମବ୍ରାଞ୍ଚ। ତଦନ୍ତ ଚାଲିଥିବାବେଳେ ଅସୁସ୍ଥ ହୋଇ ପଡିଥିଲେ କୁନ୍ଦୁଲି ପୀଡ଼ିତା। ତାଙ୍କୁ ପ୍ରଥମେ କୋରାପୁଟ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସୁସ୍ଥ ହୋଇ ସୁଧାର ଗୃହକୁ ଫେରିଥିଲେ ପୀଡ଼ିତା ଏହାପରେ ପୁଣିଥରେ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାକୁ ତାଙ୍କୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଥିଲା । କୁନ୍ଦୁଲି ପୀଡ଼ିତାଙ୍କ ଚିକିତ୍ସା ପରେ ମାନସିକ ସ୍ଥିତି ଠିକ ନ ଥିବା କହିଥିଲେ ଡାକ୍ତର । <ref>http://odishareporter.in/odisha/kunduli-victim-death/</ref>
୨୦୧୭ନଵେମ୍ବର ୨୫ ତାରିଖରେ କଟକ ମଙ୍ଗଳାବାଗ ଥାନାରେ ପୀଡ଼ିତାଙ୍କ ପରିବାର ପକ୍ଷରୁ କୋରାପୁଟ ଡିସିପିଓ, ପୁଲିସ ବିରୋଧରେ ଏତଲା ଦାୟର କରାଯାଇଥିଲା। ଏସସିବି ମେଡ଼ିକାଲ କର୍ତ୍ତୃପକ୍ଷଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇଥିଲା। ଅଭିଯୋଗରେ କୁହାଯାଇଥିଲା, ପୀଡ଼ିତାଙ୍କୁ ଜବରଦସ୍ତି ଏସସିବିରେ ରଖାଯାଇଛି।<ref>http://onakhabar.com/କୁନ୍ଦୁଲି-ଗଣଦୁଷ୍କର୍ମ-କଟକ/</ref>
 
ଏପରିକି ତାଙ୍କପିଡ଼ିତାଙ୍କ ଅଭିଯୋଗକୁ ମିଛ ବୋଲି ଦର୍ଶାଯାଉଥିବାରୁ ମାନସିକ ଅବସାଦଗସ୍ତ ରହୁଥିଲେ ପୀଡିତା । ଏଥିପାଇଁ [[କଟକ ବଡ଼ ମେଡିକାଲ]]ରେ ତାଙ୍କର ଚିକିତ୍ସା କରାଯାଉଥିଲା । ତେବେ [[କଂଗ୍ରେସ]] ଏହି ଘଟଣାରେ ପ୍ରତିବାଦ କରିବା ପରେ ପୀଡିତାଙ୍କୁ ପରିବାର ଲୋକଙ୍କ ଜିମା ଦିଆଯାଇଥିଲା । <ref>https://odisha.live/2018/01/22/କୁନ୍ଦୁଲି-ପୀଡ଼ିତା/</ref>
 
ପୀଡିତାଙ୍କୁ ସହାୟତା ଦେବାକୁ ରାଜ୍ୟ ମାନବାଧିକାର କମିଶନର ଏସ୍ସି ଏସ୍ଟି ସଚିବଙ୍କୁ ନିର୍ଦେଶ ଦେଇଥିଲେ। ପୀଡିତାଙ୍କୁ ୫୦ ହଜାର ଟଙ୍କାର ମଧ୍ୟବର୍ତ୍ତୀକାଳୀନ ସହାୟତା ପ୍ରଦାନ ସହିତ ପୀଡିତାଙ୍କୁ କୁନ୍ଦୁଲି ଏକଲବ୍ୟ ସ୍କୁଲରେ ପଢାଇବାର ସମ୍ପୂର୍ଣ୍ଣ ବ୍ୟବସ୍ଥା କରିବାକୁ ନିର୍ଦେଶ ଦେଇଥିଲେ। ଆସନ୍ତାଆଗାମୀ ୨୭ ତାରିଖ ସୁଦ୍ଧା ଯେପରି ପୀଡ଼ିତାଙ୍କୁ ଏହି ସହାୟତା ରାଶି ଦିଆଯାଏ ସେ ନେଇ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେବା ସହିତ ୪ ସପ୍ତାହ ମଧ୍ୟରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ [[କ୍ରାଇମ ବ୍ରାଞ୍ଚ]]ଙ୍କୁ ନିର୍ଦ୍ଦେଶ ଦେଇଥିଲେ।<ref>http://www.janatakhabar.in/ରାଜ୍ୟ/କୁନ୍ଦୁଲି-ଗଣଦୁଷ୍କର୍ମ-ପୀଡି/</ref>
କୁନ୍ଦୁଲି ପୀଡ଼ିତାଙ୍କ ଘରକୁ ଯାଇ ମାମଲାର ତଦନ୍ତ କରିଥିଲା କ୍ରାଇମବ୍ରାଞ୍ଚ। ତଦନ୍ତ ଚାଲିଥିବାବେଳେ ଅସୁସ୍ଥ ହୋଇ ପଡିଥିଲେ କୁନ୍ଦୁଲି ପୀଡ଼ିତା। ତାଙ୍କୁ ପ୍ରଥମେ କୋରାପୁଟ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସୁସ୍ଥ ହୋଇ ସୁଧାର ଗୃହକୁ ଫେରିଥିଲେ ପୀଡ଼ିତା ଏହାପରେ ପୁଣିଥରେ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାକୁ ତାଙ୍କୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଥିଲା । କୁନ୍ଦୁଲି ପୀଡ଼ିତାଙ୍କ ଚିକିତ୍ସା ପରେ ମାନସିକ ସ୍ଥିତି ଠିକ ନ ଥିବା କହିଥିଲେ ଡାକ୍ତର । <ref>http://odishareporter.in/odisha/kunduli-victim-death/</ref>
ପୀଡ଼ିତାଙ୍କ ପାଇଁ ବ୍ୟାଙ୍କରେ ୫୦ ହଜାର ଟଙ୍କା ଜମା କରାଯିବା ନେଇ ଏସସି/ଏସଟି କମିଶନର ତଥା ସଚିବ ଓଏଚଆରସିକୁ ସୂଚନା ଦେଇଥିଲେ । ପୀଡ଼଼ିଙ୍କପୀଡ଼ିତାଙ୍କ ଶିକ୍ଷା ବ୍ୟବସ୍ଥା ନେଇ ପଦକ୍ଷେପ ବିଷୟରେ କୋରାପୁଟ ଜିଲ୍ଲାପାଳଙ୍କୁ ଓଏଚଆରସି ୨ୟ ଥର ପାଇଁ ରିପୋର୍ଟ ମାଗିଥିଲେ ।<ref>http://www.samajalive.in/post.php?ref=13130&post=ଏସସବ-ମଡକଲର-ଡସଚରଜ-କନଦଲ-ପଡତ</ref>
===ପ୍ରତିକ୍ରିୟା===
ଅନୁସୂଚିତ ଜାତିର ଓଡ଼ିଶା ଅଧ୍ୟକ୍ଷ,ବିଜେଡ଼ି ଦଳିତ ସେଲର ଅଧ୍ୟକ୍ଷ ତଥା ପୂର୍ବତନ ମନ୍ତ୍ରୀ [[ବିଷ୍ଣୁ ଦାସ]] ଘଟଣାର ଠିକ ତଦନ୍ତ ହୋଇନି ବୋଲି ଅସନ୍ତୋଷ ଜାହିର କରିଥିଲେ । ଘଟଣାରେ ଏସଓଜି ଯବାନମାନେ ସମ୍ପୃକ୍ତ ଅଛନ୍ତି ବୋଲି ବିଷ୍ଣୁ ଦାସ ପ୍ରକାଶ କରି ଉକ୍ତ ଘଟଣା ଉପରେ କ୍ରାଇମବ୍ରାଞ୍ଚର ଅତିରିକ୍ତ ପୋଲିସ ନିଦ୍ଦେର୍ଶକଙ୍କ ଦ୍ୱାରା ତଦନ୍ତ କରିବା ପାଇଁ ଦାବି କରିଥିଲେ।<ref>http://odishatime.com/odiya/kunduli-rape-case-2/</ref> କୁନ୍ଦୁଲି ନାବାଳିକାଙ୍କ ସହ ଗଣଦୁଷ୍କର୍ମ ଘଟଣାରେ ପୁଲିସ ଓ ଏଚଆରପିସି ଏଡିଜିଙ୍କ ମନ୍ତବ୍ୟର ୨୪ ଘଂଟା ଭିତରେ ମୁଖ୍ୟମନ୍ତ୍ରୀ ବିଚାର ବିଭାଗୀୟ ତଦନ୍ତ ନିର୍ଦେଶ ଦେଇଥିଲେ । ଯାହା କୁନ୍ଦୁଲି ଘଟଣାକୁ ଆହୁରି ରହସ୍ୟାବୃତ କରିଥିଲା । ଯଦି ବିଚାର ବିଭାଗୀୟ ତଦନ୍ତ କରିବାର ଥିଲା ତେବେ ଏତେ ନାଟକ ବାଜି କାହିଁକି କଲେ ବୋଲି ପ୍ରଶ୍ନ କରିଥିଲେ ଆଦିବାସୀ କଲ୍ୟାଣ ମନ୍ତ୍ରୀ [[ଜୁଆଳ ଓରାମ]] ।
 
==ଆତ୍ମହତ୍ୟା==
ଏପରିକି ତାଙ୍କ ଅଭିଯୋଗକୁ ମିଛ ବୋଲି ଦର୍ଶାଯାଉଥିବାରୁ ମାନସିକ ଅବସାଦଗସ୍ତ ରହୁଥିଲେ ପୀଡିତା । ଏଥିପାଇଁ [[କଟକ ବଡ଼ ମେଡିକାଲ]]ରେ ତାଙ୍କର ଚିକିତ୍ସା କରାଯାଉଥିଲା । ତେବେ [[କଂଗ୍ରେସ]] ଏହି ଘଟଣାରେ ପ୍ରତିବାଦ କରିବା ପରେ ପୀଡିତାଙ୍କୁ ପରିବାର ଲୋକଙ୍କ ଜିମା ଦିଆଯାଇଥିଲା । <ref>https://odisha.live/2018/01/22/କୁନ୍ଦୁଲି-ପୀଡ଼ିତା/</ref>
ପିଡ଼ିତା ୨୨ ଜାନୁଆରୀ ୨୦୧୮ରେ ନିଜ ଘରେ ଆତ୍ମହତ୍ୟା ପାଇଁ ଊଦ୍ୟମ କରିଥିଲେ ।ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲ ନିଆଯାଇଥିଲା । ତେବେ ମେଡିକାଲରେ ତାଙ୍କୁ 'ଡେଡ ରିସଵଡ' ହିଁ ଘୋଷଣା କରାଯାଇଥିଲା । <ref>https://www.fastmailtv.com/news/amp/odisha/kunduli-rape-victim-suicide/5815</ref>
ପୀଡିତାଙ୍କୁ ସହାୟତା ଦେବାକୁ ରାଜ୍ୟ ମାନବାଧିକାର କମିଶନର ଏସ୍ସି ଏସ୍ଟି ସଚିବଙ୍କୁ ନିର୍ଦେଶ ଦେଇଥିଲେ। ପୀଡିତାଙ୍କୁ ୫୦ ହଜାର ଟଙ୍କାର ମଧ୍ୟବର୍ତ୍ତୀକାଳୀନ ସହାୟତା ପ୍ରଦାନ ସହିତ ପୀଡିତାଙ୍କୁ କୁନ୍ଦୁଲି ଏକଲବ୍ୟ ସ୍କୁଲରେ ପଢାଇବାର ସମ୍ପୂର୍ଣ୍ଣ ବ୍ୟବସ୍ଥା କରିବାକୁ ନିର୍ଦେଶ ଦେଇଥିଲେ। ଆସନ୍ତା ୨୭ ତାରିଖ ସୁଦ୍ଧା ଯେପରି ପୀଡ଼ିତାଙ୍କୁ ଏହି ସହାୟତା ରାଶି ଦିଆଯାଏ ସେ ନେଇ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେବା ସହିତ ୪ ସପ୍ତାହ ମଧ୍ୟରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ [[କ୍ରାଇମ ବ୍ରାଞ୍ଚ]]ଙ୍କୁ ନିର୍ଦ୍ଦେଶ ଦେଇଥିଲେ।<ref>http://www.janatakhabar.in/ରାଜ୍ୟ/କୁନ୍ଦୁଲି-ଗଣଦୁଷ୍କର୍ମ-ପୀଡି/</ref>
ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିଲା ।
ପୀଡ଼ିତାଙ୍କ ପାଇଁ ବ୍ୟାଙ୍କରେ ୫୦ ହଜାର ଟଙ୍କା ଜମା କରାଯିବା ନେଇ ଏସସି/ଏସଟି କମିଶନର ତଥା ସଚିବ ଓଏଚଆରସିକୁ ସୂଚନା ଦେଇଥିଲେ । ପୀଡ଼଼ିଙ୍କ ଶିକ୍ଷା ବ୍ୟବସ୍ଥା ନେଇ ପଦକ୍ଷେପ ବିଷୟରେ କୋରାପୁଟ ଜିଲ୍ଲାପାଳଙ୍କୁ ଓଏଚଆରସି ୨ୟ ଥର ପାଇଁ ରିପୋର୍ଟ ମାଗିଥିଲେ ।<ref>http://www.samajalive.in/post.php?ref=13130&post=ଏସସବ-ମଡକଲର-ଡସଚରଜ-କନଦଲ-ପଡତ</ref>
===ଜନମତ===
ଅନୁସୂଚିତ ଜାତିର ଓଡ଼ିଶା ଅଧ୍ୟକ୍ଷ [[ବିଷ୍ଣୁ ଦାସ]] ଘଟଣାର ଠିକ ତଦନ୍ତ ହୋଇନି ବୋଲି ଅସନ୍ତୋଷ ଜାହିର କରିଥିଲେ ।
==ରହସ୍ୟ ଘେରରେ==
ପୀଡିତାଙ୍କୁ ବଳାତ୍କାର କରାଯାଇନାହିଁ ବୋଲି ପୋଲିସ ୨୭ ଦିନ ପରେ ଘୋଷଣା କରିଥିବା ବେଳେ ଏତେ ଦିନ ଧରି ଡାକ୍ତର କ’ଣ ଚିକିତ୍ସା କରୁଥିଲେ । ପୀଡିତା ମିଛ କହୁଛି ଓ ତା’ର କିଛି ହୋଇନି ବୋଲି ପୋଲିସ ସ୍ପଷ୍ଟ କରିଥିବା ବେଳେ କାହିଁକି ପୀଡ଼ିତାଙ୍କୁ ଶିଶୁ ମଙ୍ଗଳକମିଟିକୁ ହସ୍ତାନ୍ତର କଲେ ତାହା ଅବୁଝା ହୋଇ ରହିଥିଲା । ଯଦି କିଛି ହୋଇନି ତା’ହେଲେ କାହିଁକି ପରିବାରକୁ ହସ୍ତାନ୍ତର ନକରି ଶିଶୁ ମଂଗଳ ବିଭାଗକୁ ଦେଇ ପୀଡ଼ିତା ଉପରେ ମାନସିକ ଚାପ ପକାଇ ତାକୁ ନଜରବନ୍ଦୀ ଭାବେ କାହିଁକି ରଖାଯାଇଥିଲା । ଘଟଣାର ୩୦ ଦିନ ପରେ ହଠାତ ତାଂକୁ [[ଏସ୍ସିବି ମେଡିକାଲ]]କୁ ରାତି ୧୨ଟାରେ ତାଙ୍କ ପରିବାରକୁ ନଜଣାଯାଇ [[କୋରାପୁଟରୁ ବଡ଼ ମେଡିକାଲ]]କୁ କାହା ନିର୍ଦ୍ଦେଶରେ କରାଗଲା ସ୍ଥାନାନ୍ତର ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପୀଡିତା ଏତେ ମାତ୍ରାରେ ଆଇରନ୍ ବଟିକା ପାଇଲେ କେଉଁଠୁ ଓ ତାଙ୍କୁ ଦେଖାଶୁଣା କରୁଥିବା ଶିଶୁ ମଙ୍ଗଳ କମିଟି କିପରି ଜାଣିପାରିଲେ ନି କି ଦେଖିପାରିଲେ ନି ତାହା ତଦନ୍ତ ସାପେକ୍ଷ । ଏକାଥରକେ ଏତେ ବଟିକା ଖାଇବା ଯଦି ସତ୍ୟ ହୋଇଥାଏ ତେବେ ଶିଶୁ ମଂଗଳ କମିଟିତଦନ୍ତ ପରିସରକୁ ଆସିବା ସମୀଚିନ ବୋଲି ମତପ୍ରକାଶ ପାଇଥିଲା ।
Line ୨୬ ⟶ ୩୪:
ପୀଡ଼ିତା ଏବେ ଶାରୀରିକ ଭାବେ ସୁସ୍ଥଥିବା ଡାକ୍ତର କହୁଥିବା ବେଳେ କାହିଁକି ଏତେ ଦିନ ଧରି [[ଆଇସିୟୁ]]ରେ ରଖାଯାଇଥିଲା ଓ ତାଙ୍କ ପରିବାର ସହିତ କଥାବାର୍ତ୍ତା ପାଇଁ କାହିଁକି ବାରଣ କରାଯାଉଥିଲା ତାହା ରହସ୍ୟମୟ ହୋଇପଡ଼ିଥିଲା । ଯିଏ ସ୍କୁଲରେ ୭୦ ପ୍ରତିଶତ ମାର୍କ ରଖି କୃତକାର୍ଯ୍ୟ ହେଉଥିଲେ ସେ କିପରି ମାନସିକ ରୋଗୀ ହେଲେ ଓ ତାକୁ ମାନସିକ ୱାର୍ଡକୁ କାହିଁକି ସ୍ଥାନାନ୍ତର କରିବାକୁ ପ୍ରଶାସନ ଯୁକ୍ତି ବାଢୁଥିଲା ତାହା ସରକାରଙ୍କ ଭୂମିକା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ଝିଅର ପରିବାର ବର୍ଗ ପୀଡିତାଙ୍କୁ ବାହାରକୁ ନେଇ ଘରୋଇ ଡାକ୍ତରଖାନାରେ ଚିକିତ୍ସା କରିବାକୁ ଚାହୁଁଥିବା ବେଳେ ପ୍ରଶାସନ କାହିଁକି ଏଥିରେ ବାଧକ ସାଜିଥିଲା ତାହା ବୁଝାପଡୁନଥିବାରୁ ଏସବୁ ଅସମାହିତ ପ୍ରଶ୍ନର ଉତ୍ତର ନିତ୍ୟାନ୍ତ ଜରୁରୀ ବୋଲି ସାଧାରଣରେ ମତ ପ୍ରକାଶ ପାଇଥିଲା ।<ref>http://odisha24.com/latest_news_inner.php?id=236</ref>
 
==ଆହୁରି ପଢ଼ନ୍ତୁ==
[[ଇତିଶ୍ରୀ ହତ୍ୟାକାଣ୍ଡ]]
==ଆଧାର==