"ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
→‎ଏଡମିସନ: ଓଡ଼ିଆ ପ୍ରତିଶବ୍ଦ
No edit summary
୧ କ ଧାଡ଼ି:
'''ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ, [[ସମ୍ବଲପୁର]] ('''[[ଇଂରାଜୀ ଭାଷା|ଇଂରାଜୀ]]: Gangadhar Meher University , Sambalpur) ଓଡ଼ିଶାର[[ଓଡ଼ିଶା]]ର ପୁରାତନ[[ସମ୍ବଲପୁର]]ସ୍ଥିତ ପ୍ରତିଷ୍ଠିତଏକ ବିଶ୍ୱବିଦ୍ୟାଳୟ । ଏହା NAACଦ୍ଵାରା 'A' ଗ୍ରେଡର ମାନ୍ୟତା ପାଇଥିବା ଏକ ବିଶ୍ୱବିଦ୍ୟାଳୟ ଯାହା କି ପୂର୍ବରୁ ଏହା ସମ୍ବଲପୁରର ଗଙ୍ଗାଧର ମେହେର ମହାବିଦ୍ୟାଳୟ ନାମରେ ୧୯୪୪ ମସିହାରୁ ଜଣା ଥିଲା । ''' '''
 
== ଗଙ୍ଗାଧର ମେହେର କଲେଜ ବାବଦ ରେ ==
୧୯୪୪ ମସିହାରେ ସମ୍ବଲପୁର ସହରରେ ଏହି ମହାବିଦ୍ୟାଳୟ ସମ୍ବଲପୁର କଲେଜ ନାମରେ ପ୍ରତିଷ୍ଠିତ ହେଇ ତତ୍ କାଳୀନତତ୍‌କାଳୀନ ଜିଲ୍ଲା ସ୍କୁଲରେ ଆରମ୍ଭ ହେଇଥିଲା । ପରେ ପଶ୍ଚିମ ଓଡ଼ିଶାର ଖ୍ୟାତନାମା କବି [[ଗଙ୍ଗାଧର ମେହେର]]ଙ୍କ ନାମାନୁସାରେ ଏହାର ନାମ ' ଗଙ୍ଗାଧର ମେହେର କଲେଜ ' ହେଲା । ଏହା ପ୍ରଥମେ ଓଡ଼ିଶାର ଏକମାତ୍ର ବିଶ୍ୱବିଦ୍ୟାଳୟ [[ଉତ୍କଳ ବିଶ୍ୱବିଦ୍ୟାଳୟ]] ସହିତ ଅନୁବନ୍ଧିତ ହେଇଥିଲା । ଉଲ୍ଲେଖ ଯୋଗ୍ୟ ଯେ ଉତ୍କଳ ବିଶ୍ୱବିଦ୍ୟାଳୟ ୧୯୪୩ ମସିହାରେ ହିଁ   ସ୍ଥାପିତ ହେଇଥିଲା ।ପରେ। ପରେ ୧୯୬୭ ମସିହାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ସ୍ଥାପିତ ହେବା ପରେ ଏହା ସେହି ବିଶ୍ୱବିଦ୍ୟାଳୟ ସହ ସ୍ଵତଃ ଅନୁବନ୍ଧିତସ୍ଵତଃଅନୁବନ୍ଧିତ ହେଲା ।
  
 
ମାତ୍ର ୧୯୨ ଜଣ ଛତ୍ର ଛାତ୍ରୀଙ୍କୁଛାତ୍ରଛାତ୍ରୀଙ୍କୁ ନେଇ ଆରମ୍ଭ ହେଇଥିବା ଏହି ସହ ଶିକ୍ଷ୍ୟା ମହାବିଦ୍ୟାଳୟ ୨୦୧୫ ବେଳକୁ ଏକ ସମ୍ପୂର୍ଣ ସ୍ନାତକୋତ୍ତର ମହାବିଦ୍ୟାଳୟରେ ପରିଣତ ହେଇ ପ୍ରାୟ ୪୫୦୦ ଛାତ୍ର ଛାତ୍ରୀ ଓ ୧୯ଟି ବିଭାଗ ସହ ଚାଲିଛି । ଏଥିରେ ପାରମ୍ପରିକ କଳା , ବିଜ୍ଞାନ , ବାଣିଜ୍ୟ ବିଭାଗ ସହ କମ୍ପୁଟରକମ୍ପ୍ୟୁଟର ପ୍ରୟୋଗ ବିଭାଗ , ବୟନ କଳା ବିଭାଗ , ଫୋଟୋଗ୍ରାଫିଫଟୋଗ୍ରାଫି ଶିକ୍ଷ୍ୟାଶିକ୍ଷା ବିଭାଗ ଆଦି ଆଧୁନିକ ବିଭାଗ ସବୁ ରହିଛି । ବିଭିନ୍ନ କର୍ମନିଯୁକ୍ତି ଭିତ୍ତିକ ବିଭାଗ ଯଥା Diploma in Bio-Informatics, B.B.A., M.B.A. and B.Sc. Information Science and Telecommunication ମଧ୍ୟ ଅନ୍ତର୍ଭୁକ୍ତ କରା ଯାଇଛିକରାଯାଇଛି । 
 
ସ୍ଵୟଂ== ଚାଳିତସ୍ଵୟଂଶାସନ ମାନ୍ୟତା ==
୧୯୯୧ ମସିହାରୁ ଏହି ମହାବିଦ୍ୟାଳୟ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC)ଦ୍ଵାରା ସ୍ଵୟଂ ଚାଳିତସ୍ଵୟଂଶାସିତ ମହାବିଦ୍ୟାଳୟର ମାନ୍ୟତା ପ୍ରାପ୍ତ ହେଲା । ଏହାଦ୍ଵାରା ଏହି ମହାବିଦ୍ୟାଳୟ ନିଜର ପରିକ୍ଷ୍ୟାପରୀକ୍ଷା ପରିଚାଳନା ସହ , ପାଠ୍ୟସୁଛି ପାଠ୍ୟଖସଡ଼ା, ନୂତନ ବିଷୟ ଆରମ୍ଭ କରିବାର ସୁଯୋଗ ପାଇଲା । ଚାରିଟି ବିଭାଗରେ M॰PhillM.Phill ସ୍ତରୀୟ ପାଠ୍ୟକ୍ରମ ମଧ୍ୟ ଏଠାରେ ଉପଲବ୍ଧ । 
 
== ଆବେଦନ ==
ଏହାର ଯୁକ୍ତ ୨ ଓ ଯୁକ୍ତ ୩ ସ୍ତରରେ ଆଡମିସନ [[ଓଡ଼ିଶା ସରକାରଙ୍କସରକାର]]ଙ୍କ SAMS ମାଧ୍ୟମରେ ହେଉ ଥିବା ବେଳେ ସ୍ନାତକୋତ୍ତର ଶ୍ରେଣୀରେ ବିଶ୍ୱବିଦ୍ୟାଳୟର ନିଜସ୍ଵ ମାନଦଣ୍ଡ ଅନୁସାରେ ଚୟନ ହୁଏ । ଏହାର M॰ M.C ॰ A॰.A. ବିଭାଗ ପାଇଁ ଆଡମିସନ BPUT[[ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ଵବିଦ୍ୟାଳୟ]] ତରଫରୁ ହାଉଥିବା ଜଏଣ୍ଟ ଏଣ୍ଟରାନ୍ସ ପରିକ୍ଷ୍ୟାପରୀକ୍ଷା ଜରିଆରେ ହେଇଥାଏ । <div class

="reflist" style=" list-style-type:ଆଧାର decimal;">==
{{ଆଧାର}}
<references /></div>
 
[[ଶ୍ରେଣୀ:ସମ୍ବଲପୁର ଜିଲ୍ଲା]]